Category: ରାଜ୍ୟ

କେନ୍ଦ୍ରାପଡା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଶାନ୍ତ ଜଗଦେବଙ୍କୁ ପ୍ରଚାରରୁ ନିବୃତ୍ତ କରିବାକୁ ରଣନୀତି

କେନ୍ଦ୍ରାପଡା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଶାନ୍ତ ଜଗଦେବଙ୍କୁ ପ୍ରଚାରରୁ ନିବୃତ୍ତ କରିବାକୁ ହୋଇଛି ରଣନୀତି। ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଘଟଣାରେ ଏବେ ଜେଲ ଯାଇଛନ୍ତି। ଜଗଦେବଙ୍କୁ ସିସିଟିଭି ଫୁଟେଜ ଯାଞ୍ଚ ବିନା କିପରି ଜେଲରେ ରଖା…

ନିମାପଡ଼ା ତେରୁଣ୍ଡିଆରେ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କୁ ବିରୋଧ

ନିମାପଡ଼ାରେ ଉତ୍ତେଜନା। ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କୁ ବିରୋଧ କରିବାରୁ ବିଜେପି କର୍ମୀଙ୍କୁ ବାନ୍ଧିନେଲା ପୋଲିସ। ରବିବାର ସନ୍ଧ୍ୟାରେ ପିପିଲି ବିଧାୟକ ରୁଦ୍ର ମହାରଥୀ ଓ ତାଙ୍କର କିଛି ସମର୍ଥକ ନିମାପଡ଼ା ନିର୍ବାଚନମଣ୍ଡଳୀକୁ ଯାଉଥିଲେ। ତେବେ ନିର୍ବାଚନ ସମୟରେ ଅନ୍ୟ ନିର୍ବାଚନ…

ପ୍ରଚାର ପାଇଁ ଆଜି ଓଡ଼ିଶା ଆସିବେ ହିମନ୍ତ ବିଶ୍ଵଶର୍ମା ଓ କାଲି ଆସୁଛନ୍ତି ଅମିତ ଶାହା

ଚଳିତ ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡ଼ିଶା । ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ନିର୍ବାଚନରେ ପ୍ରଚାର ଓ ନିଜର ସରକାର ଗଠନ ପାଇଁ ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ…

ଭୁବନେଶ୍ୱରରେ ଭୋଟ ହାର ୫୦% ଟପିଲା; ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ସିଇଓ

ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ ର ଷଷ୍ଠ ପର୍ଯ୍ୟାୟରେ ୧୧୨- ଭୁବନେଶ୍ୱର ମଧ୍ୟ , ୧୧୩- ଭୁବନେଶ୍ୱର-ଉତ୍ତର, ୧୧୪- ଭୁବନେଶ୍ୱର-ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୫୦ ପ୍ରତିଶତ ଉପରେ ରହିଛି । ଏହି ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ…

ତୃତୀୟ ପର୍ଯ୍ୟାୟରେ ରାଜ୍ୟର ମୋଟ ଭୋଟହାର ୭୪.୪୫%

ଶନିବାର ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଏବଂ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୬ ଲୋକ ସଭା ଆସନ ସମ୍ବଲପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର ଏବଂ ଏହା ଅଧୀନ ୪୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ…

ବୋଲେରୋରୁ ୧୨ ଶହ ବୋତଲ କଫ ସିରପ୍ ଜବତ, ୩ ଗିରଫ

ବଲାଙ୍ଗିର: ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ କଫ ସିରପ୍ ଭର୍ତ୍ତି ବୋଲେରୋକୁ ଜବତ କଲା ପୋଲିସ । ବଲାଙ୍ଗିର: ସୁଧପଡ଼ା ନିକଟରୁ ୧୨୦୦ ବୋତଲ କଫ ସିରପ୍ ଜବତ । କଟକରୁ ଚାଲାଣ ବେଳେ ଧରିଲା ବଲାଙ୍ଗିର ଟାଉନ୍ ଥାନା ପୋଲିସ…

ବିଜେପି କର୍ମୀଙ୍କୁ ଛେଣ୍ଡିପଦା ବିଧାୟକ ମାଡ଼ ମାରିବା ଘଟଣା, ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ପାଇଁ ବଢିଲା ଅଡ଼ୁଆ। ବିଜେପି କର୍ମୀଙ୍କୁ ମାଡ଼ ଘଟଣାର ତଦନ୍ତ ୨୪ ଘଣ୍ଟା ମଧ୍ୟରେ ଆରମ୍ଭ କରିବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ। ୨୪ ଘଣ୍ଟା ମଧ୍ୟରେ ତଦନ୍ତ ଆରମ୍ଭ ସହ ଏକ କାର୍ଯ୍ୟାନୁଷ୍ଠାନ…

ବିଜେଡି ଗାଡିରେ ୮୪କେଜି ଗଞ୍ଜେଇ ଆସିଲା କୁଆଡୁ?: ଓଡିଶା ବିଜେପି

ଭୁବନେଶ୍ୱର, : ବ୍ରହ୍ମପୁରରୁ ଧରାପଡ଼ିଥିବା ଏକ ଗଞ୍ଜେଇ ବୋଝେଇ କାର୍‌ରେ ବିଜେଡି ଲୋଗୋ ଲାଗିଛି। ବିଜୁ ଜନତା ଦଳର ଦଳୀୟ ଗାଡିରୁ ୮୪କେଜି ଗଞ୍ଜେଇ ଜବତ ହୋଇଛି । ସେହି ଗାଡିରେ ଆଗ ଓ ପଛରେ ବିଜେଡିର ଶଙ୍ଖ ଚିହ୍ନ ଲଗାଯାଇଛି…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ପୁଅଙ୍କ ଅପେକ୍ଷା ଝିଅ କରିଛନ୍ତି ଭଲ

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ଆଜି ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୪ ଫଳ ଅପରାହ୍‌ଣରେ ପ୍ରକାଶ ପାଇଛି। କଳାରେ ପାସ୍‌ ହାର ୮୦.୯୫%, ବିଜ୍ଞାନର ପାସ୍‌ ହାର ୮୬.୯୩%, ବାଣିଜ୍ୟର ପାସ୍‌ ହାର…

ପୁଣି ଓଡ଼ିଶା ଆସିବେ ମୋଦି, ଶାହ, ହିମନ୍ତ

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାଜ୍ୟରେ ୩ଟି ପର୍ଯ୍ୟାୟ ଶେଷ ହୋଇସାରିଥିବ ବେଳେ , ଜୁନ୍ ୧ରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ…