Category: ରାଜ୍ୟ

ଭୁବନେଶ୍ବରରେ ଅଙ୍ଗନବାଡ଼ି ଓ ସହାୟିକାଙ୍କ ଗଣବିକ୍ଷୋଭ

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି ଓ ସହାୟିକା ର୍କମୀ। ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ହଜାର ହଜାର ଅଙ୍ଗନବାଡ଼ି କର୍ମୀଙ୍କ ଗଣବିକ୍ଷୋଭ । ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି, ବହିଷ୍କାର…

ଡିସେମ୍ବର ୨୫ରେ ହିତାଧିକାରୀଙ୍କୁ ମିଳିବନି ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ରାଜ୍ୟ ସରକାର । ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ପୂର୍ବରୁ ଆଜି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି…

ପାଶ୍ଚାତ୍ୟ ରଙ୍ଗ: ଚିନ୍ତା ବଢାଉଛି ପରକୀୟା ପ୍ରୀତି

ଭାରତୀୟ ସମାଜରେ ବିବାହ ହେଉଛି ଏପରି ଏକ ପବିତ୍ର ବନ୍ଧନ, ଯେଉଁଥିରେ ସାମୀ-ସ୍ତ୍ରୀ ଏହାକୁ ଅତ୍ୟନ୍ତ ନିଷ୍ଠା ଏବଂ ସମର୍ପଣ ଭାବ ସହ ପାଳନ କରିଥାଆନ୍ତି । ଏହା ସାତଜନ୍ମ ପର୍ଯ୍ୟନ୍ତ ଲମ୍ବି ଥାଏ । ଏହି ପବିତ୍ର ବନ୍ଧନରେ ଜଣେ…

ଚିଟ୍‌ଫଣ୍ଡ ‘ଅଫିସର’ଙ୍କୁ ସିବିଆଇ କେବେ କରିବ ଜେରା ?

ଚିଟ୍‌ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ କେଉଁଠି ଅଛି, କେଉଁ ପର୍ଯ୍ୟାୟରେ ଅଛି, ଏକଥା ବ୍ରହ୍ମା ବିଷ୍ଣୁ ମହେଶ୍ଵର ବି କହିପାରିବେ ନାହିଁ । କିନ୍ତୁ କ‌ହିପାରିବେ ନରେନ୍ଦ୍ର ମୋଦୀ କିମ୍ବା ଅମିତ ଶାହା । ପୁରା ୧୦ ବର୍ଷ ଚାଲିଗଲା ଚିଟ୍‌ଫଣ୍ଡ…

୨ ଦିନ ପୂର୍ବରୁ ବିଷ୍ଣୁପଦ ଏବଂ ବ୍ରିଜ୍‌ ଆଣ୍ଡ ରୁଫ୍‌ ନିର୍ଦ୍ଦେଶକଙ୍କ ମଧ୍ୟରେ ହୋଇଥିଲା କି ଡିଲ୍?

ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ରିଜ ଆଣ୍ଡ ରୁଫ୍‌ ଲିଙ୍କ୍‌ ନେଇ ସାମ୍ନାକୁ ଆସିଲା ବଡ଼ ଖବର । ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଲିଙ୍କ୍‌ ନେଇ ବଡ଼ ଖବର । ରେଡ୍‌ ହେବାର ୨ ଦିନ ପୂର୍ବରୁ ହୋଇଥିଲା କି ବଡ଼…

ରାଜ୍ୟରେ ଏକକାଳୀନ ୩ କୋଟି ଲୋକଙ୍କୁ ଦିଆଯିବ ସ୍ୱାସ୍ଥ୍ୟ କାର୍ଡ଼

ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସମୃଦ୍ଧ କରିବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଏକକାଳୀନ ୩ କୋଟି ଲୋକଙ୍କୁ ଦିଆଯିବ ସ୍ବାସ୍ଥ୍ୟକାର୍ଡ। ଉଭୟ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡରେ ଚିକିତ୍ସା…

ଜଗଦୀପଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ସମର୍ଥନ ଦେବନାହିଁ ବିଜେଡି

ରାଜ୍ୟସଭା ଅଧକ୍ଷ ଜଗଦୀପ ଧନକଡଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ସମର୍ଥନ ଦେବ ନାହିଁ ବିଜୁ ଜନତା ଦଳ । ବିଜେଡ଼ି ଦଳର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଦ୍ଵାରା ଦିଆଯାଇଥିବା ମନ୍ତବ୍ୟରେ ଶ୍ରୀଯୁକ୍ତ ବିଶି କହିଛନ୍ତି, ବିଜେଡ଼ି ଅନାସ୍ଥା କୁ ସମର୍ଥନ…

ଆସନ୍ତାକାଲି ଜାମିନ ଆବେଦନ କରିବେ ଆଇଏଏସ ଅଧିକାରୀ ବିଷ୍ନୁପଦ ସେଠୀ

ଆଜି ସିବିଆଇଙ୍କ ନିକଟରେ ଉପସ୍ଥିତ ହେବାପାଇଁ ନିର୍ଦ୍ଧେଶ ଥିଲେ ହେଁ ଉପସ୍ଥିତ ହୋଇନଥିଲେ ବରିଷ୍ଠ ଆଇଏଏସ ବିଷ୍ନୁପଦ ସେଠୀ । ଏ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁପଦ ସେଠୀଙ୍କ ଓକିଲ। ଓକିଲ ଙ୍କ କହିବା ଅନୁସାରେ “ସାରଙ୍କ ଦେହ ଖରାପ ସେ…

କୋରାପୁଟରେ ‘ପରବ ୨୦୨୪’ ଉଦଘାଟନରେ ଯୋଗ ଦେଲେ ମୋହନ ମାଝୀ

କୋରାପୁଟ ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ଅବିସ୍ମରଣୀୟ ଉତ୍ସବ ‘ପରବ’। ‘ପରବ – ୨୦୨୪’ ମହୋତ୍ସବର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକନୃତ୍ୟ, ଲୋକ ସଙ୍ଗୀତ, ଲୋକ ବାଦ୍ୟ, ଲୋକ ନାଟ୍ୟ, ଲୋକ ସାହିତ୍ୟ, ଲୋକ ଚେତନାକୁ…

ପୁରୁଣା ସ୍ଥାନରେ ଖୋଲିଲା ବିରଜା ହାଟ

ବିଭିନ୍ନ ବାଦବିବାଦ ପରେ ଆଜି ପୁରୁଣା ସ୍ଥାନରେ ହିଁ ଖୋଲିଛି ବିରଜା ହାଟ। ଆଜି ସକାଳୁ ଚାଷୀ ଏବଂ ବ୍ୟବସାୟୀ ମାନେ ପୂର୍ବଭଳି ବିରଜା ହାଟକୁ ଆସି ବ୍ୟବସାୟ କରିଛନ୍ତି। ବିରଜା ପ୍ରକଳ୍ପ ପାଇଁ ହାଟ ସ୍ଥାନାନ୍ତରଣ ନିଷ୍ପତ୍ତି ପରେ ଚାଷୀଙ୍କ…