ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ିରେ ରହିବେ ମହିଳା ପୋଲିସ! July 10, 2024 Subhasmita Nayak ମୁଖ୍ୟମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ିରେ ରହିବେ ମହିଳା ପୋଲିସ। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ଼ ଅବରୋଧ ମାମଲା ପରେ ଚେତା ପଶିଛି। ସେପଟେ କେମିତି ସୁରକ୍ଷା ଭେଦିଲେ ମହିଳା, ସେ ନେଇ କମିଶନରେଟ ପୋଲିସର ଚାଲିଛି ତନାଘନା। ମୁଖ୍ୟମନ୍ତ୍ରୀଙ୍କ କାର୍କେଡ଼ ପୂର୍ବରୁ ପାଇଲଟିଂ ଗାଡ଼ିରେ…
ରାଜ୍ୟ ଚାଷୀ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବେ ସରକାର July 10, 2024 Subhasmita Nayak ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ସେମାନଙ୍କ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବେ ସରକାର। ମୁଖ୍ୟମନ୍ତ୍ରୀ କିଷାନ ଶିକ୍ଷା ପ୍ରୋତ୍ସାହନ ଯୋଜନା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁଥିରେ ସ୍ୱଳ୍ପ ଆୟ ବର୍ଗର ପରିବାର, ଛୋଟ, ମାର୍ଜିତ, ଭାଗଚାଷୀ କୃଷକ ଏବଂ…
ବିଶ୍ୱ ରାଜ୍ୟ ଜାପାନରେ ଗାଡ଼ି ଚଳାଇବେ ଓଡ଼ିଶା ଡ୍ରାଇଭର July 10, 2024 Subhasmita Nayak ଓଡ଼ିଶାର ଚାଳକଙ୍କୁ ବିଦେଶରେ ମିଳିଛି ନିଯୁକ୍ତିର ସୁଯୋଗ। ଜାପାନରେ ଉଚ୍ଚ ବେତନ ଓ ସୁବିଧା ସହ ଚାକିରି କରିବାକୁ ଯିବେ ଜଣେ ମହିଳାଙ୍କ ସମେତ ୩୦ ଜଣ ଚାଳକ। ଯାହା ସାରା ଦେଶରେ ପ୍ରଥମ। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା…
ରାଜ୍ୟ ଆଡ଼ପ ପହଣ୍ଡି ଅଘଟଣ: ତଦନ୍ତ କରିବ ୩ ଜଣିଆ କମିଟି July 10, 2024 Subhasmita Nayak ଆଡ଼ପ ପହଣ୍ଡି ଅଘଟଣ ନେଇ ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ କରିବା ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ଜଣେ ଏଡିଏମ୍, ଉନ୍ନୟନ…
ରାଜ୍ୟ ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର July 10, 2024 Subhasmita Nayak ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିଲା। ଅଣକୁଶଳୀ ମଜୁରୀ ୩୫ରୁ…
ରାଜ୍ୟ ଚିଲିକାରେ ପକ୍ଷୀ ଶିକାର ବେଧଡ଼କ ଜାରି July 10, 2024 Subhasmita Nayak ଚିଲିକାରେ ବେଧଡ଼କ ପକ୍ଷୀ ଶିକାର ଜାରି ରହିଛି। ଏବେ ପୁଣି ଭୁଷଣ୍ଡପୁର ନିକଟରୁ ୧୮ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ ହୋଇଛି। ଏହି ୧୮ ବିଦେଶୀ ମୃତ ପକ୍ଷୀ ଉଦ୍ଧାର ସହ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବିଧାରପୁର…
ରାଜ୍ୟ ଆଡ଼ପ ବିଜେ ଅଘଟଣ: ତାରା ବାହିନୀପତିଙ୍କ ପ୍ରତିକ୍ରିୟା July 10, 2024 Subhasmita Nayak କାଲି ଶ୍ରୀଜୀଉଙ୍କ ଆଡ଼ପ ବିଜେ ସମୟରେ ବଡ଼ଠାକୁର ଛାତ୍ରମାଲ୍ରୁ ପଡିଯାଇଥିଲେ। ଏହି ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଘଟଣାକୁ ରାଜ୍ୟ ସରକାର ସାମାନ୍ୟ କହିବା ଅତ୍ୟନ୍ତ ନିନ୍ଦନୀୟ। ରାଜ୍ୟ ସରକାରଙ୍କ ପାଇଁ ଘଟଣା ସାମାନ୍ୟ ହୋଇପାରେ,…
ରାଜ୍ୟ ବ୍ରହ୍ମପୁର ସିଜିଏସଟି ଅଫିସରେ ସିବିଆଇ ଚଢ଼ଉ July 10, 2024 Subhasmita Nayak ବ୍ରହ୍ମପୁର ଅନନ୍ତନଗରସ୍ଥିତ ସିଜିଏସ୍ଟି ଅଫିସରେ ଚଢ଼ାଉ କରିଛି ସିବିଆଇ। ଲାଞ୍ଚ କାରବାର ଅଭିଯୋଗ ହୋଇଥିଲା। ଠିକାଦାରଙ୍କ ଟଙ୍କା ଫେରସ୍ତ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ। ଏ ନେଇ ୧୫ ଜଣିଆ ଟିମ ଚଢ଼ାଉ କରିଛି।
ରାଜ୍ୟ ବଡ଼ଠାକୁର ପଡ଼ିଯିବା ଘଟଣାରେ ସରକାରଙ୍କୁ ଘେରିଲା ବିଜେଡି July 10, 2024 Subhasmita Nayak କାଲି ଆଡ଼ପ ପହଣ୍ଡି ବିଜେ ବେଳେ ଖସିପଡ଼ିଲେ ବଡ଼ଠାକୁର ବଳଭଦ୍ର। ଏହି ବିଭ୍ରାଟ ପାଇଁ ଆଜି ସରକାରଙ୍କୁ ଘେରିଛି ବିଜେଡି। ଏଭଳି ଅଘଟଣ ପାଇଁ ସମସ୍ତେ ବ୍ୟଥିତ, ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ବିଜେଡି ନେତ୍ରୀ ସୁଲୋଚନା ଦାସ। ଏଭଳି…
ରାଜ୍ୟ ଆଡ଼ପ ମଣ୍ଡପ ଅଘଟଣ: ରିପୋର୍ଟ ଦେଲେ ଆଇନମନ୍ତ୍ରୀ July 10, 2024 Subhasmita Nayak କାଲି ଆଡ଼ପ ପହଣ୍ଡି ବିଜେ ବେଳେ ବଡ଼ ଅଘଟଣ ଘଟିଥିଲା। ଝୁଙ୍କି ପଡ଼ିଥିଲେ ପ୍ରଭୁ ବଳଭଦ୍ର। ଏହି ଅଘଟଣ ପରେ ତୁରନ୍ତ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବାକୁ ଆଇନମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାର…