ରାଜନୀତି ରାଜ୍ୟ ନବୀନ ଚାଲି ଯାଉଥିବା ଦେଖି ଛିଡ଼ା ହୋଇଗଲେ ଲକ୍ଷ୍ମଣ June 18, 2024 Subhasmita Nayak ଆଜି ବିଧାନସଭାରେ ଶପଥ ଗ୍ରହଣ ସମୟରେ ନବୀନ ଚାଲି ଯାଉଥିବା ବେଳେ ତାଙ୍କୁ ଦେଖି ଅଟକି ଗଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ। ଛିଡ଼ା ହୋଇ ନିଜ ପରିଚୟ ଦେଇଥିଲେ ଶ୍ରୀ ବାଗ। ପରିଚୟ ପାଇବା ପରେ ଲକ୍ଷ୍ମଣ ବାଗଙ୍କୁ ଶୁଭେଚ୍ଛା…
ରାଜନୀତି ସମ୍ପାଦକୀୟ ବାଲେଶ୍ୱର ହିଂସା: କାହାର ଏ ଷଡ଼ଯନ୍ତ୍ର ? June 18, 2024 Subhasmita Nayak ବାଲେଶ୍ୱରରେ ସାମ୍ପ୍ରଦାୟିକ ହିଂସା ପଛରେ ଆଉ ଷଡ଼ଯନ୍ତ୍ର ରହିନି ତ ? ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଥିବା ବେଳେ ଶପଥ ଗ୍ରହଣ କରୁ କରୁ ତାକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଜଣାପଡୁ଼ଛି।…
ଦେଶ ସମ୍ପାଦକୀୟ NEET (ନିଟ)କୁ ନେଇ ହରଡ଼ଘଣାରେ ମୋଦି ସରକାର June 18, 2024 Subhasmita Nayak ଚଳିତ ବର୍ଷ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ NEET (ନିଟ) ପରୀକ୍ଷାରେ ଅନିୟମିତତା ଦେଖିବାକୁ ମିଳିଛି। ନିଟ୍ ପରୀକ୍ଷାଫଳ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିବା ସହ ପରୀକ୍ଷାକୁ ରଦ୍ଦ କରିବା ସହ…
ରାଜ୍ୟ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ June 18, 2024 Subhasmita Nayak ବରଗଡ଼ ଜିଲ୍ଲାରେ ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ ଜଣଙ୍କ ପ୍ରାଣହାନୀ ଘଟିଥିବା ସୂଚନା ରହିଛି। ଝାରବନ୍ଧ ବ୍ଲକ୍ ଅନ୍ତର୍ଗତ ଗୋଠୁଗୁଡ଼ା ଗ୍ରାମ ପଞ୍ଚାୟତର ସଲଡିହି ଗ୍ରାମରେ ଏକ ପରିବାରର ତିନି ଜଣକର ମୃତ୍ୟୁ ଘଟିଥିବା ବେଲେ ଜଣେ ଗୁରୁତର ଥିବା…
ରାଜ୍ୟ କନିଷ୍ଠ ଶିକ୍ଷକ ଚୟନ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି June 18, 2024 Subhasmita Nayak ରାଜ୍ୟରେ କନିଷ୍ଠ ଶିକ୍ଷକ ଚୟନ ମାମଲାକୁ ନେଇ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଓସେପା ପ୍ରକାଶ କରିଥିବା ମେରିଟ୍ ଲିଷ୍ଟ୍କୁ କାଏମ ରଖିଛନ୍ତି ମାନ୍ୟବର କୋର୍ଟ। ଏ ନେଇ ପୂର୍ବରୁ ପ୍ରକାଶ ପାଇଥିବା ଜଣିକିଆ ଖଣ୍ଡପୀଠଙ୍କ ରାୟରେ ସଂଶୋଧନ କରିଛନ୍ତି ଡିଭିଜନ…
ଦେଶ ନିଟ ପରୀକ୍ଷା ପେପର ଲିକ ମାମଲା: ଏନଟିଏକୁ ସୁପ୍ରିମକୋର୍ଟଙ୍କ ନୋଟିସ June 18, 2024 Subhasmita Nayak ଆଜି ପୁଣି ନିଟ୍ ମାମଲକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ। ସାମାନ୍ୟ ଦାୟିତ୍ୱହୀନତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ କହିଲେ କୋର୍ଟ। ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ବେଞ୍ଚ ନିଟ୍ ୟୁଜି…
ତାଜା ଖବର ରାଜ୍ୟ ସଂକ୍ରମଣର ରୂପ ନେଲାଣି ଡିପଥେରିଆ June 18, 2024 Subhasmita Nayak ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ। ଏ ନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡିକୁ ମାଡ଼ିଲାଣି। ଏବେ ସୁଦ୍ଧା ଡିପଥେରିଆରେ ୩ ଜିଲ୍ଲାରେ ୨୧ ଚିହ୍ନଟ ହୋଇଛନ୍ତି। ଡିପଥେରିଆରେ ୫ ଜଣଙ୍କ…
ରାଜ୍ୟ ୩ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ June 18, 2024 Subhasmita Nayak ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଏହି ଦିନକୁ ରୁକ୍ମିଣୀ ହରଣ ଏକାଦଶୀ ବୋଲି କୁହାଯାଏ। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ। ତେବେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ସାଧାରଣ…
ଦେଶ ସିକିମରେ ଫସିରହିଥିବା ୧୨ଶହ ପର୍ଯ୍ୟଟକଙ୍କ ମଧ୍ୟରୁ ଆଉ ୫୦ ଉଦ୍ଧାର June 17, 2024 Subhasmita Nayak ସିକିମରେ ଲଗାଣ ବର୍ଷାରେ ଫସିରହିଥିବା ୧୨ଶହ ପର୍ଯ୍ୟଟକଙ୍କ ମଧ୍ୟରୁ ଆଜି ୫୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉତ୍ତର ପ୍ରଦେଶର କାଲିମ୍ପଙ୍ଗ ଜିଲ୍ଲାର କିଛି ଅଂଶରେ ଲଗାଣ ବର୍ଷା ଯୋଗୁଁ ସେଠାରେ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନରେ ୬ ଜଣଙ୍କର ମୃତ୍ୟୁ…
ଦେଶ ୱାୟନାଡ ଆସନ ଛାଡ଼ିଲେ ରାହୁଲ, ଲଢ଼ିବେ ପ୍ରିୟଙ୍କା June 17, 2024 Subhasmita Nayak ରାହୁଲ ଗାନ୍ଧୀ ରାଏବରେଲି ଆସନ ରଖିଲେ। ୱାୟନାଡ ଆସନ ଛାଡ଼ିଲେ। ଗାନ୍ଧୀ ପରିବାରର ପାରମ୍ପରିକ ଆସନ ରାଏବରେଲି ରଖି ରାହୁଲ ୱାୟନାଡ ଆସନ ଛାଡ଼ିଛନ୍ତି। ଏହା ନିଜେ ସ୍ପଷ୍ଟ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଏହାକୁ ନେଇ ଆଜି ସୋନିଆ…