Author:

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ…କୋଟିପତି ଯନ୍ତ୍ରୀଙ୍କୁ ଅଟକ

ଭୁବନେଶ୍ୱର/ସମ୍ବଲପୁର: କ୍ରିପ୍ଟୋ କରେନ୍ସିରେ ଆୟ ବହିର୍ଭୂତ ସମ୍ପତ୍ତି ବିନିଯୋଗ କରିଥିବା କୋଟିପତି ଯନ୍ତ୍ରୀଙ୍କୁ ଅଟକ ରଖି ଘାଣ୍ଟୁଛି ଭିଜିଲାନ୍ସ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରୁ ଗତକାଲି ବିପୁଳ…

ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର…ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ

ପୁରୀ ୨୯।୧୦ : ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର । ଶ୍ରୀମନ୍ଦିର ରତ୍ନବେଦୀ ପଛପାର୍ଶ୍ବରୁ ଚୁନ ଖସିବାର କେଇଦିନ ଯାଇଛି କି ନାହିଁ ପୁଣି ଥରେ ଶ୍ରୀମନ୍ଦିରରୁ ପଥର ଖସିଛି। ଏହି ଘଟଣାଟି ଦୀପାବଳୀର ପୂର୍ବ ଦିନ ଘଟିଛି । ଶ୍ରୀମନ୍ଦିର…

ଶୁକ୍ରବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ଶୁକ୍ରବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ଶ୍ରୀମନ୍ଦିର ଭିତର କାଠରେ ରକ୍ତ ପଡ଼ିଥିବା ଜଣାପଡ଼ିବା ପରେ ଶୁକ୍ରବାର ଦିନ ଏହି ମହାସ୍ନାନ କରାଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କୁ ପୁଣି ଥରେ ବଡ଼ସିଂହାର ବେଶ ହେବାକୁ ପଡ଼ିଛି। ଏଥିପାଇଁ ନୀତିକାନ୍ତି…

କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ

ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖାଦେଇଛି ଶୀତ ଲହରୀ । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡା ମଧ୍ୟ ଧୀରେ ଧୀରେ…

ଅକ୍ଟୋବର ୨୯ ତାରିଖ ବିଶ୍ବ ମସ୍ତିଷ୍କାଘାତ ଦିବସ …..ବିପଜ୍ଜନକ ହେଲାଣି ମସ୍ତିଷ୍କାଘାତ…

ବିପଜ୍ଜନକ ହେଲାଣି ମସ୍ତିଷ୍କାଘାତ। ଯୁବରୁ ବୟସ୍କ ଯେ କୌଣସି ବର୍ଗର ଲୋକଙ୍କୁ ଅଚାନକ ଆକ୍ରମଣ କରିଦେଉଛି ଏହି ରୋଗ। ଏଥିଯୋଗୁଁ କିଏ ବିକଳାଙ୍ଗ ହୋଇ ପଡ଼ୁଛନ୍ତି ତ ଆଉ କାହାର ଅସମୟରେ ମୃତ୍ୟୁ ହୋଇ ଯାଉଛି। ଅଚାନକ ଜଣେ ବ୍ୟକ୍ତି ମସ୍ତିଷ୍କାଘାତର…

ଜାତିସଂଘ ସୁରକ୍ଷା ପରିଷଦର ବୈଠକ….ପାକିସ୍ତାନର ପୋଲ୍ ଖୋଲିଦେଲା ଭାରତ

ନୂଆଦିଲ୍ଲୀ ୨୯/୧୦: ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ପାକିସ୍ତାନର ପୋଲ୍ ଖୋଲିଦେଲା ଭାରତ। ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାରେ ପାକିସ୍ତାନର କୁତ୍ସିତ ଚେହେରା ଉପରୁ ପରଦା ହଟାଇଛି। ସାରା ଦୁନିଆ ଆଗରେ ମୁମ୍ବାଇ ଆତଙ୍କୀ ହମଲାରେ ପାକିସ୍ତାନୀ ଆତଙ୍କୀ ସାଜିଦ ମୀରର…

ଟ୍ରକ୍ ଧକ୍କାରେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ

ନିର୍ଭୟ ମିଡ଼ିଆ : ଢେଙ୍କାନାଳ : କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଢେଙ୍କାନାଳ ସଦର ଦେଇ ଯାଇଥିବା ୫ ନମ୍ୱର ଜାତୀୟ ରାଜପଥରେ ଘଟିଛି।…

ହିମାଚଳ ପ୍ରଦେଶ: ଶେଷ ପର୍ୟ୍ୟାୟରେ ନିର୍ବାଚନ ପାଇଁ ପ୍ରସ୍ତୁତି

ଏଜେନ୍ସୀ : ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ନିର୍ବାଚନ ପାଇଁ ପ୍ରସ୍କୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ସମସ୍ତ ୬୮ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ସ୍ୱାଧୀନ ପ୍ରାର୍ଥୀମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳରୁ…

ହେତୁବାଦୀଙ୍କୁ ଲିଗାଲ ନୋଟିସ୍; ନିଃସର୍ତ୍ତ କ୍ଷମା ପ୍ରାର୍ଥନା ନ କଲେ ମାମଲା ଧମକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ସୂର୍ୟ୍ୟପରାଗ ସମୟରେ ପାକ୍ ତ୍ୟାଗ ନିଷେଧ ଥିବା ବେଳେ କେତେ ଜଣ ହେତୁବାଦୀ ଚିକେନ ବିରିୟାନି ଖାଇଥିଲେ । ପାକ୍ତ୍ୟାଗକୁ ସେମାନେ ବିଜ୍ଞାନ ସମ୍ମତ ବୋଲି ଅସ୍ୱୀକାର କରିବା ସହ ଏହାକୁ ଖୋଲାଖୋଲି ଉଲ୍ଲଂଘନ…

ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରାଇଦେବାକୁ ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ନିର୍ଭୟ ମିଡ଼ିଆ : କଟକ : ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା ଶାଶୁ ଘର ଚାବି ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ…