ଜୁନ୍ ୧୦ରେ ପରଦାକୁ ଆସିବ “ବିଦ୍ୟାରାଣ’ May 29, 2022 ଦୀର୍ଘ ଦିନର ପ୍ରତୀକ୍ଷା ପରେ ଅବଶେଷରେ ଆଗାମୀ ଜୁନ୍ ୧୦ ତାରିଖରେ ପରଦାକୁ ଆସିବ “ବିଦ୍ୟାରାଣ’ । ଏହା ଏବର୍ଷର ଏକ ବହୁ ପ୍ରତୀକ୍ଷିତ ସିନେମା । “ବିଦ୍ୟାରାଣ’ରେ ଦ୍ୱିତୀୟ ଥର ଲାଗି ପରଦାକୁ ଆସୁଛନ୍ତି ବାବୁସାନ୍-ଶିବାନୀ । ଏଥିରେ ବାବୁସାନ୍-ଶିବାନୀଙ୍କ…
୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜଦ May 29, 2022 ରାଜ୍ୟସଭା ନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ଘୋଷଣା ହୋଇଛି । ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶିଙ୍କ ନାଁରେ ମୋହର ମାରିଛନ୍ତି ବିଜଦ ସୁପ୍ରିମୋ । ଦଳର ବରିଷ୍ଠ ନେତା ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦକ୍ଷିଣ…
କେରଳ ଛୁଇଁଲା ମୌସୁମୀ ବାୟୁ May 29, 2022 କେରଳ ଛୁଇଁଲା ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥାଏ । ମୌସୁମୀ ବାୟୁ ଛୁଇଁବା ପରେ…
ଚର୍ଚ୍ଚ ଭିତରେ ଠେଲାପେଲା, ୩୧ ମୃତ May 29, 2022 ଶନିବାର ଚର୍ଚ୍ଚ ଭିତରେ ଏକ କାର୍ଯ୍ୟକ୍ରମ ବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୭ଜଣ ଆହତ ହୋଇଛନ୍ତି । ଦକ୍ଷିଣ ନାଇଜେରିଆର ଏକ ଚର୍ଚ୍ଚରେ ଏଭଳି ଅଘଟଣ ଘଟିଯାଇଛି ।…
ଜୁନ୍ ୨ରୁ +୨ ଖାତାଦେଖା May 28, 2022 ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ନିର୍ଦ୍ଦିଷ୍ଟ ସମୟରେ ଫଳ ପ୍ରକାଶ କରିବା ଲାଗି ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଚୂଡାନ୍ତ କରାଯାଇଛି । ଉଚ୍ଚତର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶନିବାର ଦିନ ପ୍ରକାଶିତ ବିଜ୍ଞପ୍ତିରେ ଆସନ୍ତା ଜୁନ୍ ୨ ତାରିଖ…
ଅଟୋ ଉପରେ ଚଢ଼ିଗଲା ଟ୍ରକ୍ : ୩ ମୃତ, ୫ ଗୁରୁତର May 28, 2022 କୋରାପୁଟ ସଦର ଥାନା ଅନ୍ତର୍ଗତ ଦୟାନିଧିଗୁଡ଼ା ନିକଟରେ ଶନିବାର ସନ୍ଧ୍ୟାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଅଟୋ ଉପରେ ଏକ ଦ୍ରୁତଗାମୀ ଟ୍ରକ୍ ଚଢ଼ିଯିବାରୁ ୩ଜଣଙ୍କ ମୃତୁ୍ୟ ହୋଇଥିଲା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ସନ୍ଧ୍ୟାରେ ଏକ…
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଆଖି ବୁଜିଲା ସିଂହୀ ‘ଗଙ୍ଗା’, ସଂଖ୍ୟା କମିଲା ୧୬କୁ May 28, 2022 ଶୁକ୍ରବାର ନନ୍ଦନକାନନରେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ କୋଟି କୋଟି ଟଙ୍କା ବ୍ୟୟରେ ଶୁଭାରମ୍ଭ ହୋଇଛି ବହୁତଳ ପାର୍କିଂ ବ୍ୟବସ୍ଥା । ହେଲେ ଭିତରକୁ ଯେଉଁମାନଙ୍କୁ ଲୋକେ ଦେଖିବାକୁ ଯିବେ ତାଙ୍କ ପାଇଁ କିନ୍ତୁ ହେଉନାହିଁ ବିଶେଷ ସୁରକ୍ଷା ବ୍ୟବସ୍ଥା । କେତେବେଳେ…
ଫେସ୍ବୁକ୍ରେ ଫଟୋ ଖୋଲିଦେଲା ଅପହରଣ ରହସ୍ୟ ନାବାଳକକୁ ବିକିଥାନ୍ତେ ୫ଲକ୍ଷରେ May 28, 2022 ଟଙ୍କା ଲୋଭରେ ନାବାଳକକୁ ଅପହରଣ କରି ବିକିବାର ଯୋଜନା ଚୂଡାନ୍ତ ହୋଇଯାଇଥିଲା । ଦଲାଲଙ୍କ ସହ ମଧ୍ୟ ହୋଇସାରିଥିଲା ଯୋଗାଯୋଗ । ହେଲେ ଏହି ସମୟରେ ନିଖୋଜ ନାବାଳକକୁ ଉଦ୍ଧାର ପାଇଁ ଗାଁ ଲୋକେ ଫେସ୍ବୁକର ସାହାରା ନେଇଥିଲେ । ଫଟୋ…
ଦୁଇବର୍ଷ ଭିତରେ ବିଏସ୍ଏନ୍ଏଲ୍ ହେବ ଲାଭଜନକ ସଂସ୍ଥା : ଅଶ୍ୱିନୀ May 28, 2022 ଏହା ସତ ଯେ ଗୋଟିଏ ସମୟରେ ସମସ୍ତଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ବନ୍ଦ ହୋଇଯିବ । କ୍ଷତି ପରିମାଣ ବଢ଼ିବା ଏବଂ ଘରୋଇ କମ୍ପାନୀଙ୍କ ସହ ମୁକାବିଲା କରିବାରେ ଅସମର୍ଥତା କାରଣରୁ ବିଏସ୍ଏନ୍ଏଲ୍ର ଭବିଷ୍ୟତକୁ…
ଆବୁଧାବି ଯାତ୍ରା ପାଇଁ ଜ୍ୟାକଲିନଙ୍କୁ ମିଳିଲା କୋର୍ଟଙ୍କ ଅନୁମତି May 28, 2022 ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (ଆଇଆଇଏଫଏ) ପୁରସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଦେଶ ଯାଇପାରିବେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍। ଏନେଇ କୋର୍ଟ ଅନୁମତି ଦେଇଛନ୍ତି। ଜ୍ୟାକଲିନ ମେ’ ୩୧ରୁ ରୁ ଜୁନ୍ ୬ମଧ୍ୟରେ ଆବୁଧାବି ଯାତ୍ରା କରିପାରିବେ।…