ଆକ୍ସନ୍ ମୋଡ୍ରେ ରାଜ୍ୟପାଳ, ଉଦ୍ଧବଙ୍କୁ ମାଗିଲେ ୩ ଦିନର ରିପୋର୍ଟ June 28, 2022 ଏଜେନ୍ସୀ : ମୁମ୍ବାଇ : ଦିନକୁ ଦିନ ରୋଚକ ହେଉଛି ମହାରାଷ୍ଟ୍ର ମହାନାଟକ । ଜାରି ରହିଛି ରଜନୈତିକ ହଲଚଲ । ଉଦ୍ଧବ ଓ ସିଂଦେଙ୍କ ମଧ୍ୟରେ ଲାଗିଛି ଟକ୍କର । ଏହାରି ଭିତିରେ ଆକ୍ସନ ମୋଡକୁ ଆସିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ…
ରାଜ୍ୟ ପାଇଁ ପୁଣି ଟେନସନ ବଢାଇଲା କରୋନା June 28, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟ ପାଇଁ ପୁଣି ଟେନସନ୍ ବଢାଇଲା କରୋନା । ଦୈନିକ ସଂକ୍ରମଣରେ ଶହେ ପାର୍ । ୨୪ ଘଣ୍ଟାରେ ଆଉ ୧୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ…
ବିଦ୍ରୋହୀ ବିଧାୟକଙ୍କୁ ‘ଚଳନ୍ତା ଶବ’ ବୋଲି କହିଛନ୍ତି ସଞ୍ଜୟ June 28, 2022 ଏଜେନ୍ସୀ : ମୁମ୍ବାଇ : ଉଠୁଛି ପଡୁଛି ମହାରାଷ୍ଟ୍ର ରାଜନୀତି । ଏଠି ଘଡିକେ ଘୋଡା ଛୁଟୁଛି । ମହାରାଷ୍ଟ୍ରରେ ଚାଲିଥିବା ଶିବସେନାର ଅନ୍ତ କନ୍ଦଳ ଓ କ୍ଷମତା ଲଢ଼େଇର ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଠାକ୍ରେ…
ଆସିଲା ରାଇମୋହନଙ୍କ ବ୍ୟବଚ୍ଛେଦ ରିପୋର୍ଟ June 28, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆସିଲା ଓଲିଉଡର ବରିଷ୍ଠ ଅଭିନେତା ତଥା ଆଗଧାଡ଼ିର ଖଳନାୟକ ରାଇମୋହନ ପରିଡାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ବେକରେ ଦଉଡ଼ି ଦେବା ଯୋଗୁ ଶ୍ୱାସ ରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ…
ଉଦ୍ଧବ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କଲେ ସିଂଦେ ସେନା June 27, 2022 ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ଏକନାଥ ସିଂଦେଙ୍କ ସହ ଥିବା ଶିବସେନାର ୩୮ ଜଣ ବିଦ୍ରୋହୀ ବିଧାୟକ । ଆଜି ବିଦ୍ରୋହୀ ବିଧାୟକମାନେ ବିଧିବଦ୍ଧ ଭାବେ ଗୋଟିଏ…
ମହାରାଷ୍ଟ୍ର ସଙ୍କଟ: ସଞ୍ଜୟ ରାଉତଙ୍କୁ ହାଜର ହେବାକୁ ସମନ କଲା ଇଡି June 27, 2022 ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଭିତରେ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି । ଶିବସେନାର ୩୮ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିବାରୁ ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ଭାଙ୍ଗିବା ସ୍ଥିତିକୁ ଚାଲି…
ସୁପ୍ରିମ୍କୋର୍ଟରେ ମହାରାଷ୍ଟ୍ର ମହାସଂଗ୍ରାମ; ବିଦ୍ରୋହୀ ସିଂଦେ ଗୋଷ୍ଠୀଙ୍କ ପକ୍ଷରୁ ଦୁଇଟି ପିଟିସନ୍ ଦାଖଲ June 27, 2022 ଏଜେନ୍ସୀ : ମୁମ୍ବାଇ : ସୁପ୍ରିମ କୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର କ୍ଷମତା ଲଢେଇ । ବିଦ୍ରୋହୀ ବିଧାୟକ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇ ଦୁଇଟି ଆବେଦନ କରାଯାଇଛି । ମହାରାଷ୍ଟ୍ର କ୍ଷମତା ଲଢେଇ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି ହେବ…
ଲିଫ୍ଟ ଦେବାକୁ କହି ଚଳନ୍ତା କାର୍ରେ ମା’ ଓ ୬ ବର୍ଷର ଝିଅକୁ ଗଣଦୁଷ୍କର୍ମ June 27, 2022 ଏଜେନ୍ସୀ : ଉତ୍ତରାଖଣ୍ଡ : ପୁଣି ଗୋଟିଏ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ହରିଦ୍ୱାରର ରୋରକୀରେ ଜଣେ ମହିଳା ଓ ତାଙ୍କ ୬ ବର୍ଷର ଝିଅଙ୍କୁ ଚଳନ୍ତା କାର ଭିତରେ ଗଣଦୁଷ୍କର୍ମ କରାଯାଇଛି । ଜଣେ ବ୍ୟକ୍ତି ଉଭୟଙ୍କୁ କାର୍ରେ…
ଚାଷୀଙ୍କ ପୁଅକୁ ମିଳିଲା ବଡ଼ ଚାକିରି, ଦରମା ୧.୮ କୋଟି ଟଙ୍କା June 27, 2022 ଏଜେନ୍ସୀ : କୋଲକାତା : ବାପା ଚାଷୀ ଓ ମା’ ହେଉଛନ୍ତି ଅଙ୍ଗନୱାଡି କର୍ମୀ । ହେଲେ ପୁଅକୁ ମିଳିଛି ବଡ଼ ଚାକିରି । ଆଉ ଭାରତରେ ନୁହେଁ ପୁଅ ବିଦେଶରେ ଯାଇ କାମ କରିବ । କାରଣ ସୋସିଆଲ ମିଡିଆ…
ବାର୍ରେ ୨୧ ଜଣ ଛାତ୍ରଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ June 27, 2022 ଏଜେନ୍ସୀ : ଜୋହାନ୍ସବର୍ଗ : ପାର୍ଟି କରିବା ପାଇଁ ବାରକୁ ଯାଇଥିବା ୨୧ ଜଣ ଛାତ୍ରଛାତ୍ରୀଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି । ମୃତକଙ୍କ ବୟସ ୧୩ରୁ ୧୯ ବର୍ଷ ମଧ୍ୟରେ । ଦକ୍ଷିଣ ଆଫ୍ରିକାର ଗୋଟିଏ ବାର୍ରେ ଏହି ଦୁଃଖଦ…