ବାଂଲାଦେଶ ନୌସେନା ପକ୍ଷରୁ ୧୩୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ June 30, 2022 ଏଜେନ୍ସୀ : ନୂଆଦିଲ୍ଲୀ : ବାଂଲାଦେଶ ନୌସେନା ପକ୍ଷରୁ ୧୩୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ଏହି ମତ୍ସ୍ୟଜୀବୀମାନେ ବାଂଲାଦେଶ ଜଳରାଶିରେ ବେଆଇନ ଭାବେ ପ୍ରବେଶ କରିବା ଅଭିଯୋଗରେ ସେଠିକାର ନୌସେନା ପକ୍ଷରୁ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…
ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ୱକୁ ନେଇ କ’ଣ କହିଲେ ଯଶବନ୍ତ ସିହ୍ନା June 30, 2022 ଏଜେନ୍ସୀ : ଥିରୁଭନନ୍ତପୁରମ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନା କେନ୍ଦ୍ରର ଏନଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ଭବନରେ ଯିଏ ରାଷ୍ଟ୍ର ମୁଖ୍ୟ ଭାବେ ଅବସ୍ଥାପିତ ହେବେ ସେ ନିଜସ୍ୱ…
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନାଭିସ୍ , ଆଜି ବିଚାରବିମର୍ଶ June 30, 2022 ଏଜେନ୍ସୀ : ମୁମ୍ବାଇ : ତମାମ ରାଜନୈତିକ ପଶାପାଲି ମଧ୍ୟରେ ଆସନ୍ତକାଲି ମହାରାଷ୍ଟ୍ରରେ ଆରମ୍ଭ ହେବ ନୂଆ ଅଧ୍ୟାୟ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଭାଜପାର ଦେବେନ୍ଦ୍ର ଫଡ଼ନାଭିସ୍। ଏଥିସହ ଆସନ୍ତାକାଲି ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିପାରନ୍ତି…
ଉଦ୍ଧବ ଆଉଟ, ମିଠା ଖାଇ ସେଲିବ୍ରେସନ କଲେ ଭାଜପା ନେତା June 30, 2022 ଏଜେନ୍ସୀ : ମୁମ୍ବାଇ ମହାରାଷ୍ଟ୍ର ମହାନାଟକରେ ପଡ଼ିଲା ଯବନିକା। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି। ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫା…
ଆଜି ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୭ ଜିଲ୍ଲାରେ ପ୍ରବଳ ବର୍ଷିବ ! June 30, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାବେଳେ ଏଥିମଧ୍ୟରୁ ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ…
କୋଟିଏ ଟଙ୍କା ଠକେଇ ଅଭିଯୋଗରେ ଅର୍ଦ୍ଧେନ୍ଦୁ ଦାସ ଗିରଫ June 30, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି ଇଓଡବ୍ଲୁ। ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି। ଗତକାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ଉଠାଇ ନେଇ ଜେରା କରୁଥିବା…
ବାଣୀବିହାର ୟୁନିଭରସିଟିରେ ପାଣି ମିଳୁନି, ରାତି ଅଧରେ ହଙ୍ଗାମା କଲେ ଛାତ୍ରୀ June 30, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଅତିଷ୍ଠ କଲାଣି ପାଣି ସମସ୍ୟା । ପିଇବା ପାଇଁ ପାଣି ଟୋପେ ନ ଥିବା ବେଳେ ଦୈନଦିନ ବ୍ୟବହାର ପାଇଁ ମଧ୍ୟ ପାଣିର ଅଭାବ ରହିଛି । ବାରମ୍ବାର ଅଭିଯୋଗ କରିବା ପରେ ସମାଧାନ…
ତିନିବାଡରୁ ଆସିଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖକୁ ଆସିବେ ତିନି ରଥ June 30, 2022 ନିର୍ଭୟ ମିଡ଼ିଆ : ପୁରୀ ରାତି ପାହିଲେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ମହାପ୍ରଭୁଙ୍କ ଉଭାଯାତ୍ରା । ତିନିବାଡରୁ ପହଞ୍ଚିଛି ଆଜ୍ଞାମାଳ । କିଛି ସମୟ ପରେ ପରେ ରଥ ସିଂହଦ୍ୱାର ସମ୍ମୁଖକୁ ଆସିବ । ପ୍ରଥମେ ନନ୍ଦିଘୋଷ, ତାପରେ…
ଉଦ୍ଧବଙ୍କୁ ସୁପ୍ରିମ ଝଟକା : ଆଜି ଆସ୍ଥା ଭୋଟ୍ June 29, 2022 ଉଦ୍ଧବ ସରକାରଙ୍କୁ ସୁପ୍ରିମକୋର୍ଟ ଦେଇଛନ୍ତି ବଡ ଝଟକା । ଆସନ୍ତାକାଲି ତଥା ଗୁରୁବାର ହେବ ଆସ୍ଥା ଭୋଟ୍ । ୩ ଘଣ୍ଟା ୧୦ ମିନିଟ୍ର ଶୁଣାଣି ପରେ କୋର୍ଟ ଦେଇଛନ୍ତି ଏହି ନିଷ୍ପତ୍ତି । ଶିବସେନା ଆସ୍ଥା ଭୋଟ ବିରୋଧରେ ଥିଲାବେଳେ…
ଜିଏସ୍ଟି ପରିଷଦ ବୈଠକ : ବଡ଼ ଘୋଷଣା ନାହିଁ, ଅନ୍ଲାଇନ ଗେମିଂ ଉପରେ ବି ଅଟକିଲା ମାମଲା June 29, 2022 ଏଜେନ୍ସୀ : ନୂଆଦିଲ୍ଲୀଚଣ୍ଡୀଗଡ଼ରେ ଚାଲିଥିବା ଜିଏସ୍ଟି ପରିଷଦର ଦୁଇଦିନିଆ ବୈଠକ ଶେଷ ହୋଇଛି । ୬ମାସ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ପ୍ରଥମ ଦିନରେ କିଛି ବଡ଼ ପ୍ରସ୍ତାବ ଉପରେ ମୋହର ଲାଗିଥିଲା ବେଳେ ଶେଷ ଦିନ…