Author: Subhasmita Nayak

କିସ୍‌ ଜମି ମାମଲାର ତଦନ୍ତ ହେବ: ଜିଲ୍ଲାପାଳ

କିସ୍‌ ଜମି ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ସେ କହିଛନ୍ତି ଆମେ ଆଦିବାସୀ ମନ୍ତ୍ରାଳୟର ଚିଠି ପାଇଛୁ। ତା’ ଉପରେ ଅନୁଧ୍ୟାନ କରାଯାଉଛି। ଆଗରୁ କଣ ହୋଇଥିଲା ସେ ବିଷୟରେ ଆମେ ଜାଣିନୁ। ଏବେ କେସ୍ ରେକର୍ଡ ଷ୍ଟଡି…

ଶସ୍ତା ହେବ ରେଲୱେ ପ୍ଲାଟଫର୍ମ ଟିକେଟ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍‌ଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶସ୍ତା ହେବ ରେଲୱେ ପ୍ଲାଟଫର୍ମ ଟିକେଟ୍। ପ୍ଲାଟଫର୍ମ ଟିକେଟ୍ କୁ ଜିଏସଟିମୁକ୍ତ କରାଯିବ। ପ୍ରତୀକ୍ଷାଳୟ ଏବଂ ବ୍ୟାଟେରୀ କାର୍ ସୁବିଧା ଜିଏସଟିରୁ ବାଦ୍ ଦିଆଯିବ। ସବୁ ପ୍ରକାରର…

ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ କେନ୍ଦୁଝର ଗସ୍ତ

ଆଜି ଦୁଇ ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ଜନ୍ମମାଟିକୁ ଗସ୍ତ। ପ୍ରଥମେ ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ କରିବେ। ପରେ କେନ୍ଦୁଝରରେ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି…

ଆଜିଠୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ

ଆଜିଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ। ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି ଅଣସର ଦର୍ଶନ। ଏହି ସମୟରେ ଅଲାରନାଥରେ ବିଷ୍ଣୁ ରୂପରେ ଦର୍ଶନ ଦେବେ ମହାପ୍ରଭୁ। ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ…

CSIR, UGC, NET ପରୀକ୍ଷା ସ୍ଥଗିତ

ସ୍ଥଗିତ ହେଲା CSIR (କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) UGC NET ପରୀକ୍ଷା। ଜୁନିୟର ଫେଲୋସିପ ପାଇଁ ହୋଇଥାନ୍ତା ପରୀକ୍ଷା। ପରୀକ୍ଷା ତାରିଖ ନେଇ ପରେ ଘୋଷଣା କରାଯିବ। ୨୫ରୁ ୨୭ ତାରିଖ ମଧ୍ଯରେ ପରୀକ୍ଷା ହେବାର ଥିଲା।…

୨୪ରୁ ଓଟିଇଟି ପାଇଁ କରିପାରିବେ ଆବେଦନ

ପ୍ରକାଶ ପାଇଲା ବିଜ୍ଞପ୍ତି। ଓଟିଇଟି ପାଇଁ ଆସନ୍ତା ୨୪ରୁ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଜୁଲାଇ ୫ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ତେବେ www.bseodisha.ac.inରେ କେବଳ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିହେବ। ଏହାପରେ ଅଗଷ୍ଟ ୨ରେ ଆଡମିଟ୍‌ କାର୍ଡ ମିଳିବ। ଅଗଷ୍ଟ…

କଟକରେ ବିଜେଡିକୁ ଝଟକା

କଟକରେ ବିଜେଡିକୁ ଲାଗିଛି ବଡ଼ ଝଟକା। ପୂର୍ବ ସରକାରରେ ବିଭିନ୍ନ ବିଭାଗରେ ନିଯୁକ୍ତ ଉପଦେଷ୍ଟାମାନଙ୍କୁ ଦାୟିତ୍ଵ ମୁକ୍ତ କରାଗଲା। ବିଜେଡି ହାତରୁ ଗଲା ୨ଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ। ଏଷ୍ଟାବ୍ଲିସମେଣ୍ଟ ଓ ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ କମିଟି ଅଧ୍ୟକ୍ଷ ପଦ…

ନୂଆ ସରକାର ପ୍ରଭାବ: ଓଡ଼ିଶାରେ ଯୋଗ ଉତ୍ସବ

ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ଯୋଗ ନିତାନ୍ତ ଆବଶ୍ୟକ। ସୁଖୀ ଓ ଶାନ୍ତ ରହିବା ପାଇଁ ଯୋଗାଭ୍ୟାସ ଆପଣାନ୍ତୁ। ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା। ଆଜି ପୁରା ଦେଶ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳୁଛି। ଓଡ଼ିଶାର…

ପ୍ରତିଦିନ ୨ ଘଣ୍ଟା ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ…

ଡିପ୍‌ଥେରିଆ ସଂକ୍ରମଣର ଉତ୍ସ କଳାହାଣ୍ଡି

ଡିପ୍‌ଥେରିଆ ସଂକ୍ରମଣ ନେଇ ଆଜି ଗଣମାଧ୍ୟକୁ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା କହିଛନ୍ତି ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ। ପ୍ରଥମେ କଳାହାଣ୍ଡି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ଏହି ସଂକ୍ରମଣ ବ୍ୟାପିଥିବା କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶିକା।…