ଦେଶ ଦେଶବ୍ୟାପୀ ୮ ଲକ୍ଷ ଏନସିସି କ୍ୟାଡେଟ୍ ଯୋଗ କରିଛନ୍ତି June 21, 2024 Subhasmita Nayak ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶବ୍ୟାପୀ ୮ ଲକ୍ଷ ଏନସିସି କ୍ୟାଡେଟ୍ ଯୋଗ କରିଛନ୍ତି। ଏହି ଯୋଗାଭ୍ୟାସ ବିଭିନ୍ନ ସ୍କୁଲ, କଲେଜ, କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର, ଦିଲ୍ଲୀର ଲାଲ କିଲା, ସାବରମତୀ ନଦୀ ସମ୍ମୁଖ, ଗେଟୱେ ଅଫ ଇଣ୍ଡିଆ ଓ ଭିକ୍ଟୋରିଆ…
ବ୍ୟବସାୟ ଦୀପାଳିଙ୍କ ଆବେଦନ ଇସିଆଇ (ECI)ରେ ଗୃହୀତ June 21, 2024 Subhasmita Nayak ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ଇସିଆଇ। ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି। ନିର୍ବାଚନ ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଝାରସୁଗୁଡ଼ାର ୧୩ଟି ପୋଲିଂ ଷ୍ଟେସନର…
ରାଜ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଚାଲିବ ଯୋଗ ବିଭାଗ June 21, 2024 Subhasmita Nayak ଉତ୍କଳ ବିଶ୍ୱବିଦ୍ୟାଳୟରେ ଖୁବଶୀଘ୍ର ପୁଣି ଚଳଚଞ୍ଚଳ ହେବ ଯୋଗ ବିଭାଗ। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସାରା ବିଶ୍ୱ ଏବେ ଯୋଗକୁ ଗୁରୁତ୍ୱ ଦେଉଛି ବୋଲି କହିଛନ୍ତି ସୂରଜ। ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ…
ତାଜା ଖବର ଦେଶ ତାମିଲନାଡ଼ୁ ମଦ ମୃତ୍ୟୁ ସଂଖ୍ୟା ୪୭ରେ ପହଞ୍ଚିଲା June 21, 2024 Subhasmita Nayak ଜୀବନ ନେଉଛି ବିଷାକ୍ତ ଓ ଅପମିଶ୍ରିତ ମଦ। ସଚେତନ ହେଉନାହାଁନ୍ତି ଜନସାଧାରଣ। ଅପମିଶ୍ରିତ ମଦ ପିଇ ପ୍ରାଣହାନୀ ଘଟିବା ଭଳି ଦୁଃଖଦ ଘଟଣା ଆଗରୁ ମଧ୍ୟ ଘଟିଛି। ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର କାଲାକୁରିଚି ଜିଲ୍ଲାରେ। ଅପମିଶ୍ରିତ…
ଦେଶ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ June 20, 2024 Subhasmita Nayak ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, କେଜ୍ରିୱାଲଙ୍କୁ ୧ ଲକ୍ଷ ଟଙ୍କାର ଜାମିନ ବଣ୍ଡରେ ଏହି ଜାମିନ ମିଳିଛି। ଏହା ପୂର୍ବରୁ…
ରାଜ୍ୟ ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି June 20, 2024 Subhasmita Nayak ବିଜେପି ସାଂସଦ ଭର୍ତ୍ତୃହରି ମହତାବ ୧୮ତମ ଲୋକସଭାର କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବେ। ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି। ସେ ସଂସଦରେ ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ। ନୂଆ ବାଚସ୍ପତି ନିର୍ବାଚିତ ହେବା ଯାଏଁ…
ଦେଶ ନିଟ ବିବାଦ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରେସମିଟ June 20, 2024 Subhasmita Nayak ନିଟ ବିବାଦ ନେଇ ପ୍ରେସମିଟ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେବ ବୋଲି କହିଛନ୍ତି। କୌଣସି ବୁଝାମଣା ହେବ ନାହିଁ। ବିହାର ସରକାର ସହ ଆମେ ସମ୍ପର୍କରେ ଅଛୁ। ଖୁବଶୀଘ୍ର ବିସ୍ତୃତ…
ତାଜା ଖବର ରାଜ୍ୟ ଆଜି ରାତି ୧୨ଟାରୁ କାଲି ଦିନ ୧୧ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ June 20, 2024 Subhasmita Nayak ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ସୁବାଶିତ କଳସରେ ଗାଧୋଇବେ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତମାନଙ୍କର ଆଗମନ ହେଉଛି। ଧୀରେ ଧୀରେ ଭିଡ଼ ବଢ଼ିବାରେ ଲାଗିଛି। ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ…
ରାଜ୍ୟ ହୁ ହୁ ହୋଇ ବଢ଼ିଚାଲିଛି ପରିବା ଦର; ଚିନ୍ତାରେ ସାଧାରଣ ଜନତା June 20, 2024 Subhasmita Nayak ଦିନକୁ ଦିନ ବଢ଼ୁଛି ପରିବା ଦର। ଗ୍ରାହକଙ୍କ ପକେଟକୁ ବାଧୁଛି ଦର। ସ୍ୱାଭାବିକ ଥିବା ଦର ଏବେ ବହୁମାତ୍ରାରେ ବୃଦ୍ଧିପାଇଛି ଯାହାକୁ ନେଇ ଚିନ୍ତାରେ ଖାଉଟି। ଅମଳ ସମୟରେ ଆକାଶଛୁଆଁ ପରିବା ଦର। ଯେଉଁ ପରିବା କିଣିଲେ କିଲୋପ୍ରତି ୪୦ ଟଙ୍କାରୁ…
ତାଜା ଖବର ଦେଶ ନିଟ ବିବାଦ: ଶିକ୍ଷା ମନ୍ତ୍ରୀଙ୍କ ଘର ଘେରାଉ June 20, 2024 Subhasmita Nayak ନିଟ ଏବଂ ୟୁଜିସି-ନେଟ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗରେ ଦେଶ ଉଠୁଛି ପଡୁଛି। ଏହାକୁ ନେଇ ଗୁରୁବାର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କରିଛନ୍ତି ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ NSUI। ନୂଆଦିଲ୍ଲୀସ୍ଥିତ ବାସଭବନ ଆଗରେ NSUI ଛାତୀଛାତ୍ର ବିକ୍ଷୋଭ…