Author: Sitaram Senapati

ପତିତପାବନଙ୍କ ମନ୍ଦିର ଓ ସିଂହାସନ ହେବ ରୂପା ଛାଉଣୀ

ଶ୍ରୀମନ୍ଦିର ସିଂହଦ୍ବାର ଦ୍ବାର ବନ୍ଧ ଓ ପତିତପାବନଙ୍କ ମନ୍ଦିର ସଂପୂର୍ଣ୍ଣ ରୁପା ଆଚ୍ଛାଦିତ କରାଯିବ। ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ ହେବ। ନୂଆବର୍ଷ ରେ ଶ୍ରୀମନ୍ଦିର ଓ ପତିତପାବନଙ୍କ ମନ୍ଦିରର ଏହି ନୂଆରୂପ ଭକ୍ତମାନେ ଦେଖିପାରିବେ ବୋଲି ଶ୍ରୀମନ୍ଦିର…

ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପାରାଦ୍ୱୀପ ଠାରେ ଆରମ୍ଭ ହୋଇସାରିଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହାକୁ ନେଇ ପାରାଦ୍ୱୀପ ସମୁଦ୍ର ବେଳାଭୂମିରେ ପ୍ରସ୍ତୁତି ଶେଷ ହୋଇଛି । ବିଜୁ ମଇଦାନରେ ଆରମ୍ଭ ହେଇଥିବା…

୨୦୨୦, ୨୦୨୧ ଓ ୨୦୨୨ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ତାଙ୍କର ଆଜୀବନ ଅବଦାନ ପାଇଁ ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ତଥା ଥିଏଟର ବ୍ଯକ୍ତିତ୍ୱ ଅନନ୍ତ ମହାପାତ୍ରଙ୍କୁ ସମ୍ମାନଜନକ ଆୱାର୍ଡ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ | ତାଙ୍କୁ ୨୦୨୦ ବର୍ଷ ପାଇଁ ଏହି…

ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫ ରୁ ମାଟ୍ରିକ ପରୀକ୍ଷା ୨୦୨୫ ର ଘୋଷଣା

ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋର୍ଡ (ବିଏସଇ) ଓଡ଼ିଶା ମ୍ୟାଟ୍ରିକ ପରୀକ୍ଷା ୨୦୨୫ ର ତାରିଖ ଘୋଷଣା କରିଛି। କର୍ତ୍ତୃପକ୍ଷ ବାର୍ଷିକ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ସମୟ ସାରଣୀ ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ , ବାର୍ଷିକ ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୧…

ମଧୁସୂଦନ ଦାସଙ୍କ ଜନ୍ମ ପୀଠ ବିକାଶ ଯୋଜନା ରେ ଅନିୟମିତତା : ବର୍ଷିଲା ମଧୁ ସ୍ମୃତି ପରିଷଦ

ମଧୁସୂଦନ ଦାସଙ୍କ ଜନ୍ମ ପୀଠ ବିକାଶ ଯୋଜନା ରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ କରିଛି ମଧୁ ସ୍ମୃତି ପରିଷଦ । ଓଡିଆ ଅସ୍ମିତାର କଥା କହି ସରକାରକୁ ଆସିଲା ବିଜେପି ତେବେ ସ୍ବାଭିମାନୀ ପୁରୁଷଙ୍କୁ ଅବହେଳା କରୁଛନ୍ତି…

ଓଡ଼ିଶାର ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ମନ୍ତ୍ରୀ ସ୍ତରୀୟ କମିଟି

ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯଇଅଛି ଯେ, ଅନ୍ୟରାଜ୍ୟ ସହି ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ…

ଗୋମାତା ଯୋଜନା ପାଇଁ ୩୪୨.୬୫କୋଟି କ୍ୟାବିନେଟ ମଞ୍ଜୁରୀ

ରାଜ୍ୟରେ ମତ୍ସ୍ୟ ଓ ପଶୁସମ୍ପଦର ବିକାଶ ସହ ଚାଷୀମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ‘ଗୋମାତା’ ଯୋଜନାରେ ୩ବର୍ଷରେ ୩୪୨.୬୫କୋଟି ଟଙ୍କା ଓ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’…

ସରକାରୀ ଚାକିରି ନିଯୁକ୍ତି ପରୀକ୍ଷା ରେ ଅନିୟମିତତା କଲେ ୫ବର୍ଷ ଜେଲ ଓ ୧୦ଲକ୍ଷ ଜୋରିମାନା

ଓଡ଼ିଶାରେ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଆୟୋଜିତ ସାର୍ବଜନୀନ ପରୀକ୍ଷା ରେ ଜାଲିଆତି, ଠକେଇ, ପରୀକ୍ଷା ପ୍ରକ୍ରିୟାରେ ବବ୍ୟାଘାତ ସୃଷ୍ଟି କରିବା, ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ସମ୍ବନ୍ଧୀୟ ସୂଚନା ଲିକ୍ କରିବା, ପରୀକ୍ଷା ହଲରେ ଅନଧିକୃତ ପ୍ରବେଶ ଏବଂ ଅନ୍ୟ ନିୟମ…

ଖୁବ ଶୀଘ୍ର ବିସ୍ଥାପିତ ଲୋକଙ୍କୁ ବେଦାନ୍ତ ଅଧିକୃତ ଜମି ଫେରସ୍ତ : ସୁରେଶ ପୂଜାରୀ

ପୂର୍ବରୁ ଓଡ଼ିଶା ସରକାରଙ୍କ ଦ୍ୱାରା କିଣା ଯାଇଥିବା ଘରୋଇ ଜମି ଏବଂ ପୁରୀ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବେଦାନ୍ତ ଗ୍ରୁପ୍ କୁ ଦିଆଯାଇଥିବା ଜମି ଶୀଘ୍ର ବିସ୍ଥାପିତ ଲୋକଙ୍କୁ ଫେରାଇ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର…

ସୁଭଦ୍ରା ଟଙ୍କା ପାଇ ନଥିବା ମହିଳାମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ

ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ର ପ୍ରଥମ କିସ୍ତିର ଦିନ ପାଖେଇ ଆସୁଥିବା ବେଳେ, ଓଡ଼ିଶାର ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ଦିନ ହିତାଧିକାରୀମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବରକୁ ଅନେକ ଆକାଉଣ୍ଟ ପରିବର୍ତ୍ତେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ କରିବାକୁ…