ରାଜ୍ୟ ଐତିହାସିକ ବାଲିଯାତ୍ରା ଅବଧି ଆଉ ଏକ ଦିନ ବୃଦ୍ଧି : ମୁଖ୍ୟମନ୍ତ୍ରୀ November 19, 2024 Sitaram Senapati ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଐତିହାସିକ ବାଲି ଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲି ଯାତ୍ରାର ଅବଧିକୁ ଆଉ ଗୋଟିଏ…
ବ୍ୟବସାୟ ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ସଂସ୍କୃତି କକ୍ଷ November 19, 2024 Sitaram Senapati କଟକ ସହର ରେ ଜମୁଛି ବିଶ୍ବ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ଏହି ଅବସରରେ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶେଷ ଭାବରେ ଯୁବପିଢୀମାନଙ୍କୁ ଅବଗତ କରିବା ପାଇଁ କଟକ ବାଲିଯାତ୍ରା ପଡିଆରେ ଓଡ଼ିଶା…
ଦେଶ ଦିଲ୍ଲୀରେ କୃତ୍ରିମ ବର୍ଷାର ଅନୁମତି ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ November 19, 2024 Sitaram Senapati ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଙ୍ଗଳବାର ଦିନ କେନ୍ଦ୍ରକୁ ଏକ ଚିଠି ଲେଖି ଜାତୀୟ ରାଜଧାନୀରେ କୃତ୍ରିମ ବର୍ଷା ସୃଷ୍ଟି କରିବାକୁ ଅନୁମତି ମାଗିଛନ୍ତି। ସେ ଆଇ. ଆଇ. ଟି. କାନପୁର ଏବଂ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନଗୁଡ଼ିକର ବିଶେଷଜ୍ଞମାନଙ୍କ ସହିତ…
ରାଜ୍ୟ ଭୁବନେଶ୍ୱର ଉପକଣ୍ଠ ରେ ନୂଆ ସିଟି ନିର୍ମାଣ ନେଇ ନଗର ଉନ୍ନୟନ ମନ୍ତ୍ରୀ ଙ୍କ ସୂଚନା November 19, 2024 Sitaram Senapati ଉପଯୁକ୍ତ ଭିତ୍ତିଭୂମି ସହ ଏକ ଅତ୍ୟାଧୁନିକ ସହରରେ ନିର୍ମାଣ ପାଇଁ ଭୁବନେଶ୍ବର ଠାରୁ ୨୦ କିମି ଦୂରରେ ବିଡିଏ ପ୍ରସ୍ତୁତ କରିବାକୁ ଯାଉଛି ଏକ ନୂତନ ସହର । ପ୍ରଥମ ଥର ପାଇଁ ବିଡିଏ ଏଭଳି ଏକ ‘ପ୍ଲାନ୍ଡ୍ ସିଟି’ ପ୍ରସ୍ତୁତ…
ଦେଶ ଜି-୨୦ ଶିଖର ସମ୍ମିଳନୀରେ ମୋଦି,ସମ୍ପର୍କ ଦୃଢ଼ ନେଇ ବିଶ୍ୱ ନେତାଙ୍କ ସହ ଆଲୋଚନା November 19, 2024 Sitaram Senapati ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀ, ଇଣ୍ଡୋନେସିଆ, ନରୱେ, ପର୍ତ୍ତୁଗାଲ, ଇଜିପ୍ଟ ଏବଂ ଦକ୍ଷିଣ କୋରିଆ ସମେତ ଅନେକ ଦେଶର ନେତାମାନଙ୍କୁ ଭେଟିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ ତଥା ସୁଦୃଢ଼ କରିବାର ଉପାୟ ଉପରେ ଆଲୋଚନା…
ଦେଶ ରାଜନୀତି ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ‘କ୍ୟାସ ଫର ଭୋଟ’ ମାମଲା ରେ ଫସିଲେ ବିଜେପି ନେତା ବିନୋଦ ତାୱଡ଼େ November 19, 2024 Sitaram Senapati ମହାରାଷ୍ଟ୍ର ନିର୍ବାଚନର ପୂର୍ବ ସନ୍ଧ୍ୟା ରେ ବହୁଜନ ବିକାଶ ଅଘାଡି (ବିଭିଏ) କର୍ମୀମାନେ ମଙ୍ଗଳବାର ଦିନ ବରିଷ୍ଠ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ଭୋଟରମାନଙ୍କୁ ଲାଞ୍ଚ ଦେବାକୁ ଉଦ୍ଯମ କରୁଥିବା ଅଭିଯୋଗ…
ଦେଶ ରାଜନୀତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ଅନିଲ ଦେଶମୁଖ ଙ୍କୁ ଆକ୍ରମଣ November 18, 2024 Sitaram Senapati ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ଅନିଲ ଦେଶମୁଖ ସୋମବାର ଦିନ ନାଗପୁର ଜିଲ୍ଲାର କାଟୋଲ-ଜାଲାଲଖେଡ଼ା ରାସ୍ତାରେ ଅଜ୍ଞାତ ବ୍ଯକ୍ତିମାନେ ତାଙ୍କ କାର ଉପରେ ପଥର ମାଡ଼ କରିବା ପରେ ଆହତ ହୋଇଥିଲେ। ଏକ ପଥର କାରର ଝରକା…
ଦେଶ କେ. ସଞ୍ଜୟ ମୂର୍ତ୍ତି ଙ୍କୁ ନୂତନ ସିଏଜି ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର November 18, 2024 Sitaram Senapati ଭାରତ ସରକାର କେ. ସଞ୍ଜୟ ମୂର୍ତ୍ତିଙ୍କୁ ଦେଶର ନୂତନ କଣ୍ଟ୍ରୋଲର୍ ଏବଂ ଅଡିଟର୍ ଜେନେରାଲ୍ ଭାବରେ ମନୋନୀତ କରିଛନ୍ତି। (CAG). ଆନ୍ଧ୍ର ପ୍ରଦେଶର ୧୯୮୯ ବ୍ୟାଚ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ମୂର୍ତ୍ତି ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚ ଶିକ୍ଷା…
ବ୍ୟବସାୟ ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଝଲସୁଛି ‘ଓଡିଶା ମଣ୍ଡପ’ November 18, 2024 Sitaram Senapati ଗତ ୧୪ ତାରିଖ ଦିନ ଉଦ୍ଘାଟିତ ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ତୃତୀୟ ଦିବସ। ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ…
ରାଜ୍ୟ ଓଡ଼ିଶା ମ୍ୟାଟ୍ରିକ ପରୀକ୍ଷା ୨୦୨୫ ଫର୍ମପୂରଣ ସମୟସୀମା ବୃଦ୍ଧି November 18, 2024 Sitaram Senapati ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋର୍ଡ (ବିଏସଇ) ଅନୁଯାଯୟୀ 2025 ର ଓଡ଼ିଶା ମାଟ୍ରିକ୍ ପରୀକ୍ଷାର ସମୟସୀମା ବୃଦ୍ଧି କରାଯାଇଛି। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା ଏବଂ ଓଡ଼ିଶା ରାଜ୍ଯ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (SOSC) ପାଇଁ ଫର୍ମ ଦାଖଲ କରିବାର…