ତାଜା ଖବର ରାଜ୍ୟ ପଞ୍ଚୁକରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ November 11, 2024 Sitaram Senapati ନଭେମ୍ବର ୧୨ ରୁ ଆରମ୍ଭ ହେଉଥିବା ପଞ୍ଚୁକ ପର୍ବ ସମୟରେ ଭକ୍ତମାନେ ଯେପରି ନିରବଚ୍ଛିନ୍ନ ଦର୍ଶନ କରିପାରିବେ ତାହା ସୁନିଶ୍ଚିତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଯଥେଷ୍ଟ ସୁରକ୍ଷା ସତର୍କତା ଅବଲମ୍ବନ କରିଛି। ଭକ୍ତ ମାନେ କେବଳ ସିଂହ ଦ୍ୱାର…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ସରକାର ପୁନର୍ଗଠନ କୁ ନେଇ ମୁନ୍ନା ଖାଁ ଙ୍କ ପରେ ଅତନୁ ସବ୍ୟସାଚୀ ଙ୍କ ନୂଆ ବୟାନ November 11, 2024 Sitaram Senapati ବିଜୁ ଜନତା ଦଳ (ବିଜେଡ଼ି) ର ରାଜ୍ଯସଭା ସଦସ୍ଯ ତଥା ମୁନ୍ନା ଖାଁ ଦାବି କରିଥିଲେ ଯେ କ୍ଷମତାକୁ ଫେରିବା ପାଇଁ ବିଜେଡ଼ିକୁ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିବ ନାହିଁ ବର୍ତମାନ ଅନ୍ଯ ଜଣେ ବରିଷ୍ଠ ନେତା ଅତନୁ ସବ୍ଯସାଚୀ…
ତାଜା ଖବର ରାଜନୀତି ରାଜ୍ୟ ଓଡିଶା ରେ ଖୁବ ଶୀଘ୍ର ନୂଆ ମହିଳା କମିଶନର ନିଯୁକ୍ତି ନେଇ ପ୍ରଭାତୀ ପରିଡା ଙ୍କ ସୂଚନା November 11, 2024 Sitaram Senapati ଖୁବ୍ ଶୀଘ୍ର ରାଜ୍ୟ ନୂଆ ମହିଳା କମିଶନର ନିଯୁକ୍ତି ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା | ପୂର୍ବ ମହିଳା କମିଶନର ମିନତୀ ବେହେରା ହଟିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗଣମାଧ୍ୟମ ରେ ମନ୍ତବ୍ୟ ରଖିଛନ୍ତି | ମହିଳା କମିଶନଙ୍କ…
ତାଜା ଖବର ଦେଶ ମଣିପୁର ର ଜିରିବାମ ଜିଲ୍ଲା ରେ ୧୧ ସନ୍ଦିଗ୍ଧ ଆତଙ୍କବାଦୀ ନିହତ November 11, 2024 Sitaram Senapati ସୋମବାର ଦିନ ମଣିପୁରର ଜିରିବାମ ଜିଲ୍ଲାରେ ଭାରତୀୟ ସେନା ସୁରକ୍ଷା କର୍ମୀଙ୍କ ସହ ଲଢ଼େଇରେ ୧୧ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ , ବୋରୋବେକ୍ରା ସବ୍-ଡିଭିଜନର ଜାକୁରାଡୋର କାରୋଙ୍ଗରେ ଭୟଙ୍କର ଗୁଳି ବିନିମୟ ସମୟରେ ଦୁଇ…
ରାଜ୍ୟ କୋରାପୁଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ଧାରଣା November 11, 2024 Sitaram Senapati କୋରାପୁଟ ଜିଲ୍ଲାର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଆବଶ୍ୟକୀୟ ସୁବିଧା ଦାବି କରି ବିଶ୍ୱବିଦ୍ୟାଳୟ ମୁଖ୍ଯ ପ୍ରବେଶ ଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ହଷ୍ଟେଲ୍ କର୍ମଚାରୀମାନେ ନିମ୍ନମାନର ଖାଦ୍ଯ ଯୋଗାଇବା ଅଭିଯୋଗ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ହଷ୍ଟେଲ୍…
ରାଜ୍ୟ ଗଜପତି ଜିଲ୍ଲା ୫ଟି ସ୍କୁଲ ରେ ପାଣି ଅଭାବ, ଶିକ୍ଷକ ଓ ଛାତ୍ରଛାତ୍ରୀ ହନ୍ତସନ୍ତ – Copy November 10, 2024 Sitaram Senapati ଶିକ୍ଷାକୁ ଗୁରୁତ୍ବ ଦେଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରିଥିଲେ | ଗତ ସରକାର ୫-ଟି ମାଧ୍ୟମରେ ସ୍କୁଲଗୁଡ଼ି କୁ ରୂପାନ୍ତରୀକରଣ କରି ସ୍ମାର୍ଟସ୍କୁଲ କରିଇଥିଲେ। ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଝାମୀ ଫଚାୟତର…
ଦେଶ ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତ November 10, 2024 Sitaram Senapati ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ପଡୋଶୀ ରାଜ୍ଯର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ପ୍ରଚାର କରିବାକୁ ଆସନ୍ତାକାଲି (ନଭେମ୍ବର ୧୧) ଝାଡ଼ଖଣ୍ଡ ଗସ୍ତ କରିବାର କାର୍ଯ୍ଯକ୍ରମ ରହିଛି। ନଭେମ୍ବର ୧୩ ରେ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ…
ରାଜ୍ୟ ଗୋହତ୍ୟା ଓ ଗୋଚାଲାଣ ବିରୁଦ୍ଧ ରେ ରାଜ୍ୟ ରେ ଲାଗୁ ହବ ନୂଆ ଆଇନ November 10, 2024 Sitaram Senapati ମଣିଷ ମାରିଲେ ଯେତିକି ପାପ, ଗୋମାତାଙ୍କୁ ହତ୍ୟା କଲେ ସମ ପରିମାଣର ପାପ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଭାରତବର୍ଷର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଗୋହତ୍ୟା ଓ ଗୋଚାଲାଣ ବିରୋଧରେ ଆଇନ ଆସିବାକୁ ଯାଉଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ…
ରାଜ୍ୟ ଓଡିଶା ର ବରପୁତ୍ର ଙ୍କ ଇତିହାସ ବିଷୟରେ ହେବ ଗବେଷଣା November 10, 2024 Sitaram Senapati ଗବେଷଣା କହିବ, ଓଡିଶା ଇତିହାସର ଗାଥା । ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଓଡିଶା ଗଠନ ରେ ବୀରପୁତ୍ର ଙ୍କ ସଂଘର୍ଷ ବିଷୟରେ…
ତାଜା ଖବର ରାଜ୍ୟ ଓଡିଶା ରେ ଦୁଇ ଦିନିଆ ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଅନୁଷ୍ଠିତ November 10, 2024 Sitaram Senapati କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ଯ ସମ୍ମିଳନୀ’ ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀ କୁ ଉଦଘାଟନ କରିଥିଲେ | ଏଥିପାଇଁ…