Author:

ବାରବାଟୀ ଟି-୨୦ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଏମାସ ୧୨ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫି୍ରକା ମଧ୍ୟରେ ଏକ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଜୁନ୍‌ ୯ତାରିଖରେ ପ୍ରଥମ ମ୍ୟାଚ ସିରିଜର ଦିଲ୍ଲୀରେ ଖେଳାଯିବ । ଏହାପରେ ୧୦ତାରିଖ ଦିନ ଦୁଇଟି ଯାକ…

“ଟାଣୁଆ ଦଳଙ୍କ ସହ ପ୍ରୋ ଲିଗ୍‌ରେ ଖେଳିବା ବିଶ୍ୱକପ୍‌ ପାଇଁ ଆମକୁ ଶକ୍ତିଶାଳୀ କରିବ”

ବିଶ୍ୱ ହକି ସଂଘର ପ୍ରୋ ଲିଗ୍‌ ପ୍ରତିଯୋଗିତାରେ ବିଦେଶମାଟିରେ ଭାରତ କିଛି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବାକୁ ଯାଉଥିଲା ବେଳେ ଦଳର ଭେଟେରାନ ଡିଫେଣ୍ଡର ଦୀପଗ୍ରେସ୍‌ ଏକ୍କା ବୁଧବାର ଦିନ କହିଛନ୍ତି ଯେ ଟାଣୁଆ ଦଳମାନଙ୍କ ବିପକ୍ଷରେ ଖେଳିବା ଆମକୁ ଖୁବ୍‌ ଶକ୍ତିଶାଳୀ…

ଆଇପିଏଲ୍ ରେ ବେଷ୍ଟ ଅଫ୍ ବେଷ୍ଟରେ ହାର୍ଦ୍ଦିକ

ଆଇପିଏଲ୍ର ୧୫ତମ ସଂସ୍କରଣରେ ଚମ୍ପିଆନ୍ ହୋଇଛି ଡେବୁ୍ୟ ଟିମ୍ ଗୁଜରାଟ ଟାଇଟନ୍ସ । ପଦାର୍ପଣରେ ଚମ୍ପିଆନ୍ ହୋଇ ଦଳ ରଚିଛି ଇତିହାସ । ସବୁଆଡୁ ଅଧିନାୟକ ହାଦ୍ରିକ୍ ପାଣ୍ଡ୍ୟାଙ୍କ ପ୍ରଶଂସା । ଫିଟ୍ନେସ୍ ପାଇଁ ଏକଦା ସଂଘର୍ଷ କରୁଥିବା ହାଦ୍ରିକ୍ ଆଇପିଏଲରେ…

ପ୍ରେଞ୍ଚ ଓପନ : ଜୋକଭିକଙ୍କୁ ହରାଇ ସେମିରେ ନାଦାଲ

ରାଫେଲ ନାଦାଲଙ୍କ ପ୍ଲେ କୋର୍ଟରେ ବାଦଶାହୀ ଧାରା ବନ୍ଦ ହେବାକୁ ନେଇ ଚର୍ଚ୍ଚା ଭିତରେ ନାଦାଲ କିନ୍ତୁ ଜମାଣିଆ ପ୍ରଦର୍ଶନ କରିଛନ୍ତି ଏଠାରେ । ଏକ ମାରାଥାନ ମ୍ୟାଚ୍‌ରେ ନୋଭାକ ଜୋକଭିକଙ୍କୁ ସେ ୩-୧ ସେଟ୍‌ରେ ପରାଜିତ କରି ଫ୍ରେଞ୍ଚ ଓପନର…

ନୀତୀଶ କୁମାରଙ୍କର ଘୋଷଣା ରେ ବିହାରରେ ହେବ ଜାତିଭିତ୍ତିକ ଗଣନା

ପାଟନା: ବିହାର ପାଇଁ ନୀତୀଶ କୁମାରଙ୍କର ବଡ଼ ଘୋଷଣା। ଆଜି ସର୍ବଦଳୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ରାଜ୍ୟର ସବୁ ରାଜନୀତିକ ଦଳ ଏହି ଗଣନାକୁ ସମର୍ଥନ କରିଛନ୍ତି। ପ୍ରକୃତରେ ଏହା ଜାତିଭିତ୍ତିକ ଜନ ଗଣନା। ଏହାର ମୂଳ…

୨ ଦିନ ଧରି ଲାଗି ରହିବ ବର୍ଷା ସହ ଘଡ଼ଘଡ଼ି

ଭୁବନେଶ୍ୱର : ୨ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା। ସୂଚନା ମୁତାବକ ଦକ୍ଷିଣ ବାଂଲାଦେଶ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା…

ମେଡିକାଲରେ ରୋଗୀଙ୍କୁ ମାଡ଼ି ଗଲା ଗାଡ଼ି

ଭଦ୍ରକ : ଡାକ୍ତରଙ୍କୁ ଦେଖାଇବା ପାଇଁ ଟିକେଟ କରିବା ପାଇଁ ଲମ୍ବା ଲାଇନରେ ଠିଆ ହୋଇଥିବା ବେଳେ ମାଡ଼ିଗଲା ଗାଡ଼ି। ସୂଚନା ମୁତାବକ ଆଜି ସକାଳେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ଡାକ୍ତର ଦେଖାଇବାକୁ ଟିକେଟ କାଟିବା ପାଇଁ ଲମ୍ବା…

ପୁରୀ ସମୁଦ୍ର କୂଳରେ ଲାଗିଲା ବିଶାଳ ଶକ୍ତି କୁଣ୍ଡ

ପୁରୀ : ପୁରୀ ସମୁଦ୍ର କୂଳରୁ ହଠାତ ଏକ ଶକ୍ତି କୁଣ୍ଡର ଲାଗିବ ନେଇ ପୁରୀ ଜିଲାରେ ଖେଳିଯାଇଛି ଏକ ଭକ୍ତିମୟ ପରିବେଶ। ସମସ୍ତଙ୍କ ମନରେ କେତେ ପ୍ରକାର ପ୍ରଶ୍ନ ଉଙ୍କି ମାରୁଥିବା ନେଇ ଚର୍ଚ୍ଚା ଚାଲିଛି। ଏହା କେଉଁଠୁ ଆସିଲା…

ଏକ ତରଫା ପ୍ରେମର ପ୍ରତିକ୍ରିୟା ନେଲା ନାବାଳିକାର ଜୀବନ

ଚେନ୍ନାଇ : ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ୧୬ ବର୍ଷୀୟ ଜଣେ ଝିଅଙ୍କୁ ୧୪ଥର ଛୁରୀ ଭୁସିଲା ପାଗଳ ପ୍ରେମିକ। ଏକ ତରଫା ପ୍ରେମରେ ପାଗଳ ହୋଇ କେଶବନ୍‌ ନାମକ ଜଣେ ଯୁବକ ଜଣେ ନାବାଳିକାଙ୍କୁ ବାରମ୍ବାର ଛୁରୀ ଭୁସି…

କୂଅ ଭିତରେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଲେ ଶଶୁର ,ଜ୍ୱାଇଁ ଗୁରୁତର

ଧର୍ମଗଡ଼ : କୂଅ ଭିତରେ ନିଶ୍ୱାସ ରୁନ୍ଧି ହୋଇ ଯିବାବେଳେ ଶଶୁରଙ୍କୁ ବଞ୍ଚାଇବାକୁ ଯାଇ ଜ୍ୱାଇଁ ହୋଇଛନ୍ତି ଗୁରୁତର। କୂଅ ଭିତରେ ପଶି କୂଅ ସଫା କରିବା କୁ ଯାଇ ଆଉ ଫେରି ନଥିଲେ କୂଅ ଭିତରେ ହିଁ ଚାଲି ଯାଇଥିଲା…