ବ୍ରଜରାଜନଗରରେ ବିଜଦର ବାଜିମାତ, ଜିତିଲେ ଅଳକା June 3, 2022 ନିର୍ଭୟ ମିଡ଼ିଆ : ଝାରସୁଗୁଡ଼ା : ବ୍ରଜରାଜନଗରରେ ବିପୁଳ ଭୋଟରେ ବାଜିମାତ କଲା ବିଜଦ । ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ଜିତିଲେ ବିିଜଦ ପ୍ରାର୍ଥୀ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ଅଳକା ମହାନ୍ତି…
ଚର୍ଚ୍ଚ ଭିତରେ ଗୁଳିମାଡ଼, ୨ ମୃତ June 3, 2022 ଏଜେନ୍ସୀ : ୱାଂଶିଟନ୍ : ଆମେରିକାରେ ଗୁଳିମାଡ଼ ଘଟଣା ଥମିବାର ନାଁ ଧରୁନି । ସ୍କୁଲ ଓ ହସ୍ପିଟାଲ ପରେ ଏବେ ଚର୍ଚ୍ଚ ଓ ଶ୍ମଶାନରେ ଗୁଳିମାଡ଼ ଘଟଣା ଘଟିଛି । ଚର୍ଚ୍ଚରେ ହୋଇଥିବା ଆଖିବୁଜା ଗୁଳିମାଡ଼ରେ ୨ ଜଣଙ୍କ ଜୀବନ…
ବର୍ଷାଙ୍କୁ ଝଟକା, ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟଙ୍କ ନିର୍ଦ୍ଦେଶ June 2, 2022 ନିର୍ଭୟ ମିଡ଼ିଆ : କଟକ : ପାରିବାରିକ ବିବାଦ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟରୁ ଲାଗିଛି ଝଟକା । ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସ୍ଡିଜେଏମ୍ କୋର୍ଟ। ବର୍ଷାଙ୍କୁ…
ଗଛର ଛବି ଆଙ୍କି ଅଭିନବ ପ୍ରତିବାଦ ଜଣାଇଲେ ଛାତ୍ରଛାତ୍ରୀ June 2, 2022 ନିର୍ଭୟ ମିଡିଆ: ଭୁବନେଶ୍ୱର : ବିଧାୟକ ବାସଭବନ ନିର୍ମାଣ ଲାଗି ରାଜଧାନୀରେ ଚାଲିଥିବା ଅବାଧ ଗଛକଟାକୁ ବିରୋଧ ବଢିବାରେ ଲାଗିଛି । ସ୍ଥାନୀୟ ବିଧାୟକ କଲୋନୀକୁ ଭାଙ୍ଗିଦେଇ ଏଠାରେ ଥିବା ପୁରାତନ ଗଛଗୁଡ଼ିକ କଟାଯିବା ଘଟଣାକୁ ବିଭିନ୍ନ ମହଲରୁ ବିରୋଧ ଜାରି…
ସଭାପତିଙ୍କ ପାଖେ ପାଖେ ବୁଲିଲେ କଂଗ୍ରେସ ମଜଭୁତ ହେବ ନାହିଁ-ତାରା June 2, 2022 ନିର୍ଭୟ ମିଡିଆ: ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ନୂଆ ସଭାପତି ଭାବେ ଶରତ ପଟନାୟକଙ୍କୁ ଦାୟିତ୍ୱ ମିଳିବା ପରେ ଦଳକୁ ଆଗକୁ ନେବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । ରଣନୀତି ପ୍ରସ୍ତୁତ କରି ସବୁ ବର୍ଗର ନେତାଙ୍କୁ ସାଙ୍ଗରେ ଧରି…
ଆମୀରଙ୍କ ମା’ ବନିଲେ ମୋନା June 2, 2022 ଆମୀର ଖାନ ଏବଂ କରୀନା କପୁର ଖାନ୍ ଷ୍ଟାରର ଫିଲ୍ମ ‘ଲାଲ ସିଂ ଚଡ୍ଡାର ଟ୍ରେଲର ଏଇ ନିକଟରେ ରିଲିଜ ହୋଇଛି । ଫିଲ୍ମର ଟ୍ରେଲର୍କୁ ଲୋକେ ବେଶ୍ ପସନ୍ଦ କରିଥିବା ବେଳେ ଏହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବନିଛି ।…
ନାଖୁସ୍ ଅଛନ୍ତି ନୁସରତ June 2, 2022 ‘ପ୍ୟାର କା ପଞ୍ଚନାମା’ ଫେମ୍ ଅଭିନେତ୍ରୀ ନୁସରତ ଭରୁଚା ଖୁବ୍ଶୀଘ୍ର ‘ଜନହିତ ମେ ଜାରୀ’ରେ ମୁଖ୍ୟ ଭୂମିକାରେ ଦେଖାଦେବେ । ଫିଲ୍ମଟି ନାରୀ କେନ୍ଦ୍ରିକ ଥିବାବେଳେ ନୁସରତ ଏହାକୁ ନେଇ ଖୁବ୍ ଉତ୍ସାହିତ ମଧ୍ୟ ଅଛନ୍ତି । ନୁସ୍ରତ ନିଜ କ୍ୟାରିୟରରେ…
ପୁଣି ଏଟ୍ଲୀଙ୍କ ଫିଲ୍ମରେ ଶାହରୁଖ June 2, 2022 ବେଶ୍ କିଛି ଦିନ ବଲିଉଡରୁ ଦୂରେଇ ରହିବା ପରେ ବଲିଉଡର ବାଦ୍ଶାହ ଶାହରୁଖ ଖାନ୍ ଆଗାମୀ ଦିନରେ ବହୁ ଫିଲ୍ମରେ ନଜର ଆସିବେ । ଏବେଶ୍ କିଛି ଦିନ ବଲିଉଡରୁ ଦୂରେଇ ରହିବା ପରେ ବଲିଉଡର ବାଦ୍ଶାହ ଶାହରୁଖ ଖାନ୍ ଆଗାମୀ…
ରାତି ଅଧରେ ନାବାଳକ ଗାଏବ, ତାତିଲେ ଗାଁ ଲୋକେ June 2, 2022 ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି-୭୨ ଗାଁର ଜଣେ ୧୬ ବର୍ଷିୟ ନାବାଳକ ନିଖୋଜ ହେବାକୁ ନେଇ ଦେଖାଦେଇଛି ଉତ୍ତେଜନା । ନାବାଳକ ଜଣକ ବଞ୍ଚିଛି ନା ତାକୁ ହତ୍ୟା କରାଯାଇଛି, ଏହାକୁ ନେଇ ସସ୍ପେନ୍ସ ଲାଗି…
ଡିଜିପିଙ୍କ ନିକଟରେ ଆତ୍ମସର୍ମପଣ କଲେ ୫୦ ମାଓ ମିଲିସିଆ June 2, 2022 ନିର୍ଭୟ ମିଡ଼ିଆ : ମାଲକାନଗିରି : ପୁଲିସକୁ ମିଳିଛି ଆଜି ବଡ଼ ସଫଳତା । ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୫୦ ମାଓ ମିଲିସିଆ । ଗୁରୁବାର ଡିଜିପି ମାଲକାନଗିରି ଗସ୍ତରେ ଯାଇଥିଲା ବେଳେ ନକ୍ସଲମାନେ…