Author:

ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ , ଦୁଇ ସଂପ୍ରଦାୟ ମଧ୍ୟରେ ପଥର ମାଡ

ଏଜେନ୍ସୀ : ଉତ୍ତରପ୍ରଦେଶ : ସାମାନ୍ୟ ସଡ଼କ ଦୁର୍ଘଟଣାକୁ ନେଇ ଉତ୍ତର ପ୍ରଦେଶର ଆଗ୍ରାରେ ଅଭାବନୀୟ ଘଟଣା ଘଟିଛି । ଦୁର୍ଘଟଣାକୁ କେନ୍ଦ୍ର କରି ଦୁଇ ସଂପ୍ରଦାୟର ଲୋକମାନେ ପରସ୍ପରକୁ ଟେକା ପଥର ମାଡ଼ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ…

କେରଳରୁ ଠାବ ହେଲା ନୋରୋ ଭାଇରସ, ୨ ସଂକ୍ରମିତ

ଏଜେନ୍ସୀ : ଥିରୁଭନନ୍ତପୁରମ କେରଳରୁ ଠାବ ହୋଇଛି ନୋରୋ ଭାଇରସ । ଏହି ଭାଇରସ ରାଜଧାନୀ ଥିରୁଭନନ୍ତପୁରମରେ ଥିବା ଭିଜହିନଜାମ ଅଞ୍ଚଳର ୨ ଜଣ ପିଲାଙ୍କୁ ସଂକ୍ରମିତ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ରାଜ୍ୟରୁ ନୋରୋ ଭାଇରସ ଚିହ୍ନଟ…

ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା

ନିର୍ଭୟ ମିଡ଼ିଆ : କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ସୋମବାର ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଲକ୍ଷ୍ମୀପ୍ରିୟା ଲେଙ୍କା…

ସରକାରୀ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ, ୨୨ ଆହତ

ନିର୍ଭୟ ମିଡ଼ିଆ : ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚରିଆବାଡ଼ରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ ଘଟି ୨୨ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି…

ଜାମିନ ଅବଧି ସରିବା ପରେ ଗିରଫ ହେବେ ଇମ୍ରାନ ଖାନ!

ଏଜେନ୍ସୀ : ଇସଲାମାବାଦ : ଅନାସ୍ଥା ଭୋଟରେ ହାରି ପ୍ରଧାନମନ୍ତ୍ରୀ ପଦ ହରାଇଥିବା ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଛି । ଜାମିନ ଅବଧି ସରିବା ପରେ ସେ ଗିରଫ ହେବେ ବୋଲି ସୂଚନା ଦେଇଛନ୍ତି ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲା…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ପୁଣି ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ସୋମବାର ପୁଣି ରେଡ୍‌ ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଗୋଟିଏ ଟିମ୍‌ ତାଙ୍କ ଘରେ ସୋମବାର ସକାଳୁ ପହଞ୍ଚି…

ଦବଙ୍ଗ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ଧମକ

ଏଜେନ୍ସୀ : ମୁମ୍ବାଇ : ବଲିଉଡର ଦବଙ୍ଗ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ମିଳିଛି ହତ୍ୟା ଧମକ । ଉଭୟ ବାପ ପୁଅଙ୍କ ଅବସ୍ଥା ସିଦ୍ଧୁ ମୁସେୱାଲା ପରି ହେବ ବୋଲି ମିଳିଛି ଖୁଲମଖୁଲା ଧମକ । ବଲିଉଡର…

ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼ ଓ ବିସ୍ଫୋରଣ, ୫୦ରୁ ଅଧିକ ମୃତ

ଏଜେନ୍ସୀ : ନାଇଜେରିଆ : ଚର୍ଚ୍ଚରେ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଆଖିବୁଜା ଗୁଳିମାଡ଼ ହୋଇଛି । ଏଥିରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ନାଇଜେରିଆର ଦକ୍ଷିପଶ୍ଚିମ ପ୍ରାନ୍ତରେ ଥିବା ଗୋଟିଏ କ୍ୟାଥୋଲିକ…

ବସ୍‌ରେ ଲାଗିଗଲା ନିଆଁ, ୭ ଜୀବନ୍ତ ଦଗ୍ଧ

ଏଜେନ୍ସୀ : ବାଙ୍ଗାଲୋର : ଦୁର୍ଘଟଣାରେ ବସ୍‌ରେ ନିଆଁ ଲାଗି ଯିବାରୁ ପୋଡ଼ି ହୋଇ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କର୍ଣ୍ଣାଟକାର କମଲାପୁରା ସହରରେ ଏହି ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣାରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ, ଉଭୟ ପକ୍ଷ ଦେବେ ଜରିମାନା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଏହି ମାମଲା ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର ଥିବା ବେଳେ ଆଜି ପ୍ରକାଶ ପାଇଛି ଏହାର ରାୟ । ସୁପ୍ରିମକୋର୍ଟ ଉଭୟ ଆବେଦନକାରୀଙ୍କ…