Author:

ଲାଲୁଙ୍କ ସର୍କିଟ୍‌ ହାଉସରେ ସଟ୍‌ସର୍କିଟ୍‌, ଲାଗିଲା ନିଆଁ

ଏଜେନ୍ସୀ : ଝାଡ଼ଖଣ୍ଡ : ଅଳ୍ପକେ ବର୍ତ୍ତିଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ତାଙ୍କ ଘରେ ଲାଗିଲା ନିଆଁ । ପଲାମୁ ସ୍ଥିତ ସର୍କିଟ ହାଉସରେ ସଟସର୍କିଟ୍‌ ହୋଇଛି । ଏହାକୁ ନେଇ ପୂରା ଆର୍‌ଜେଡି ଶିବିରରେ ଆତଙ୍କ…

ଶୀତଳଷଷ୍ଠୀ ଯାତ୍ରା ବେଳେ ଗାଁରେ ବୁଲିଲା ଖଣ୍ଡା

ନିର୍ଭୟ ମିଡ଼ିଆ : ଗଞ୍ଜାମ : ଗୋଟିଏ ପଟେ ଗାଁରେ ଶୀତଳଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତର ନଦୀ ବୁହାଇଛନ୍ତି ଦୁର୍ବୃତ୍ତ । ସୋମବାର ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି…

ବିବାହ ବନ୍ଧନରେ ବାନ୍ଧିହେବେ ତାମିଲ୍‌ ଅଭିନେତ୍ରୀ ନୟନତାରା ଓ ନିର୍ଦ୍ଦେଶକ ବିଘ୍ନେଶ

ଏଜେନ୍ସୀ : ମୁମ୍ବାଇ : ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ତାମିଲ୍‌ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବାନ । ସେମାନେ ଚେନ୍ନାଇର ମହାବାଳିପୁରମ୍‌ଠାରେ ବିବାହ କରିବେ ବୋଲି ସ୍ଥିର ହୋଇଛି । ଏହି ଦମ୍ପତି ସିନେମା ଶୈଳୀରେ…

ଅନୁଭବଙ୍କ ପୁଣି ଏକ ଭିଡିଓ

ନିର୍ଭୟ ମିଡ଼ିଆ : କଟକ : ମରିବାକୁ ଆଉ ଡରାଅନି । ତୁମେ ମୋତେ ମାରି ସାରିଲଣି । ମୁଁ ଗୋଟିଏ ମଲା ମଣିଷ । ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି । ହେଲେ ସମସ୍ତଙ୍କ ପରି…

ପୁଣି ଡରାଇଲାଣି କରୋନା, ଫେରିଲାଣି କଟକଣା

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା । ଦେଶରେ ଗତ କିଛି ଦିନର ବିରତି ପରେ ପୁଣି ଉପରମୁହାଁ ହେଲାଣି ମହାମାରୀ । ଲଗାତର ବଢ଼ିଚାଲିଛି ଦୈନିକ ସଂକ୍ରମଣ । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଦୁଇଗୁଣା…

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଏଜେନ୍ସୀ : ଶ୍ରୀନଗର : ଜମ୍ମୁକଶ୍ମୀରରେ ଡବଲ ଏନନ୍‌କାଉଣ୍ଟର । ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ । ଜମ୍ମୁକଶ୍ମୀରର କୁପୱାଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।…

ଆମେରିକାରେ ପୁଣି ଚାଲିଲା ଗୁଳି, ୯ ଜଣଙ୍କ ଜୀବନ ଗଲା

ଏଜେନ୍ସୀ : ୱାଂଶିଟନ : ଆମେରିକାରେ ସାଧାରଣ ଲୋକଙ୍କ ଉପରେ ଗୁଳିମାଡ଼ ଘଟଣା ଜାରି ରହିଛି । ଏହିକ୍ରମରେ ଦେଶର ଆଉ ୩ଟି ସ୍ଥାନରେ ଗୁଳିମାଡ଼ ହୋଇଛି । ଏଥିରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ ୨୪ରୁ ଅଧିକ ଲୋକ…

ସୋସିଆଲ ମିଡିଆରେ ମୁହଁ ଖୋଲିଲେ ଅନୁଭବ

ନିର୍ଭୟ ମିଡ଼ିଆ : କଟକ : କୋର୍ଟଙ୍କ ନିର୍ଦ୍ଦେଶ ପରେ ବେଶ୍‌ କିଛି ଦିନ ଧରି ଚୁପ୍‌ ରହିଥିବା କେନ୍ଦ୍ରାପଡ଼ା ସାଂସଦ ପୁଣି ଥରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ଏଥର ତାଙ୍କ ଟାର୍ଗେଟକୁ ଆସିଛନ୍ତି ତାଙ୍କ ନାଁରେ ମିଥ୍ୟା…

କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି, କୋର୍ଟରେ ଆବେଦନ

ଏଜେନ୍ସୀ : କୋଲକାତା : ପ୍ରଖ୍ୟାତ ତଥା ଲୋକପ୍ରିୟ ବଲିଉଡ ଗାୟକ କ୍ରିଷ୍ଣ କୁମାର କୁନ୍ନଥ ଓରଫ କେକେଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୈତିକ ବିବାଦ । ଏବେ ଏହି ମାମଲା କୋର୍ଟରେ ପହଞ୍ଚି ଗଲାଣି । ଗାୟକଙ୍କ ମୃତ୍ୟୁର ସିବିଆଇ…