ଘରେ ଝୁଲୁଛି ଦମ୍ପତିଙ୍କ ମୃତଦେହ June 10, 2022 ନିର୍ଭୟ ମିଡ଼ିଆ : ଢେଙ୍କାନାଳ : ‘ଆମେ ବିଷ ପିଇଛୁ ।’ ଘର କାନ୍ଥରେ କଳା ଅକ୍ଷରରେ ଲେଖା ହୋଇଛି ଏପରି ଶବ୍ଦ । ଆଉ ପାଖରେ ଝୁଲୁଛି ଦମ୍ପତିଙ୍କ ମୃତଦେହ । ଏପରି ଅଭାବନୀୟ କାଣ୍ଡ ଢେଙ୍କାନାଳ ଜିଲ୍ଲା ସଦରଥାନା…
ହାତୀ ଆକ୍ରମଣର ଶିକାର ହେଲେ ଫରେଷ୍ଟର June 10, 2022 ନିର୍ଭୟ ମିଡ଼ିଆ : କରଞ୍ଜିଆ : ବାଘ ଗଣନା କରି ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଫରେଷ୍ଟର । ତାଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜ…
କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ June 10, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ସଂକ୍ରମଣ ପୁଣି ଡରାଇବା ଆରମ୍ଭ କଲାଣି । କିଛି ରାଜ୍ୟରେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରୁ ଲୋକଙ୍କ ମନରେ ଛନକା ପଶିଛି । ଶୁକ୍ରବାର କ୍ରମାଗତ ଭାବେ ଦ୍ୱିତୀୟ…
ବାରବାଟୀ ଟି-୨୦ : ଆଜି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଟିମ୍ର ଖେଳାଳି June 10, 2022 ନିର୍ଭୟ ମିଡ଼ିଆ : କଟକ : ଆଉ ଦିନକ ପରେ ଅର୍ଥାତ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ । ଏଥିପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଦଳର ଖେଳାଳି । ଆଜି…
୪ ରାଜ୍ୟର ୧୬ ରାଜ୍ୟସଭା ଆସନରେ କଡ଼ା ଟକ୍କର, ୪୧ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ June 10, 2022 ଏଜେନ୍ସୀ : ନୂଆଦିଲ୍ଲୀ : ରାଜ୍ୟସଭାରେ ଖାଲି ପଡ଼ିବାକୁ ଯାଉଥିବା ୧୬ଟି ଆସନରେ ଶୁକ୍ରବାର ଭୋଟିଂ ଆରମ୍ଭ ହୋଇଛି । ୪ ରାଜ୍ୟର ଏହି ୧୬ଟି ଆସନରେ କଡ଼ା ମୁକାବିଲା ହେଉଥିବାରୁ ସବୁ ରାଜନୀତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ…
ଅନୁଭବଙ୍କ ନାଁରେ କମ୍ପ୍ଲେନ୍ କେସ୍ଦେଲେ ବର୍ଷା June 10, 2022 ନିର୍ଭୟ ମିଡ଼ିଆ : କଟକ : ଅନୁଭବଙ୍କ ନାଁରେ ବର୍ଷା ପୁଣି ଏକ ମାମଲା ରୁଜୁ କରିଛନ୍ତି । କଟକ ଏସ୍ଡିଜେଏମ୍ କୋର୍ଟରେ ବର୍ଷା କମ୍ପ୍ଲେନ୍ କେସ୍ ରୁଜୁ କରିଛନ୍ତି । ବିଜଦ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ…
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତି June 10, 2022 ନିର୍ଭୟ ମିଡ଼ିଆ : କଟକ : ଓଡ଼ିଶା ହାଇକୋର୍ଟର ଦୁଇ ଜଣ ନବ ନିଯୁକ୍ତ ବିଚାରପତି ଶପଥ ନେଇଛନ୍ତି । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶପଥ ନେଇଛନ୍ତି । ସୂଚନା ଅନୁସାରେ, ହାଇକୋର୍ଟର ମୁଖ୍ୟ…
ସରକାରୀ ଜାଗା ଦଖଲ ବିବାଦକୁ ନେଇ ୩୨୬ ଜାତୀୟ ରାଜପଥ ଅବରୋଧ June 9, 2022 ନିର୍ଭୟ ମିଡିଆ : ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ୧୨୬ଗ୍ରାମ ମୁଖ୍ୟ ସଡ଼କ ଉପରେ ଥିବା ସରକାରୀ ଜାଗା ଦଖଲକୁ ନେଇ କିଛିଦିନ ତଳେ ହେଇଥିବା ବିବାଦକୁ କେନ୍ଦ୍ର କରି ଆଜି କିଛି ବଙ୍ଗୀୟ ଲୋକ ରାସ୍ତା ରୋକ…
୬୪ ବସ୍ତା ଗଞ୍ଜେଇ ଜବତ, ୨ ଗିରଫ June 9, 2022 ନିର୍ଭୟ ମିଡିଆ : ଚିତ୍ରକୋଣ୍ଡା : ଫିଲ୍ମ ଷ୍ଟାଇଲରେ ୬୪ ବସ୍ତା ଗଞ୍ଜେଇ ଜବତ କରିଛି ମାଲକାନଗିରି ପୁଲିସ୍। ଏଥିସହ ୨ ଜଣ ଯୁବକଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି। ଜବତ ୬୪ଟି ବସ୍ତାରେ ମୋଟ ୧୫୯୬ କେଜି ଗଞ୍ଜେଇ ରହିଥିଲା।…
ନବାବ ମଲିକ୍ ଏବଂ ଅନିଲ ଦେଶମୁଖଙ୍କୁ ଝଟକା : ଦେଇ ପାରିବେନି ରାଜ୍ୟସଭା ଭୋଟ୍ June 9, 2022 ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରରେ ଗିରଫ ହୋଇଥିବା ଶାସକ ଦଳର ନେତା ତଥା ବିଧାକୟ ନବାବ ମଲିକ୍ ଏବଂ ଅନିଲ ଦେଶମୁଖ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ। ଆଜି ମୁମ୍ବାଇର ଏକ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।…