Author: Nirvay

ବିଜେଡିର ପ୍ୟାନେଲିଷ୍ଟ ଟିମ ଘୋଷଣା

ବିଜେଡିର ନୂଆ ପ୍ୟାନେଲିଷ୍ଟ ଟିମ ଘୋଷଣା ହୋଇଛି । ଏହି ପ୍ୟାନେଲିଷ୍ଟ ଟିମ୧୬ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ପ୍ୟାନେଲିଷ୍ଟ ଟିମରେ ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁବାସ ସିଂ, ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା,…

ସଂସଦରେ ପୁରୀରେ ବର୍ନ ୟୁନିଟ ଖୋଲିବା ଦାବି

ସପ୍ତଦଶ ସଂସଦର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି। ପ୍ରଥମ ଦିନରୁ ଅନେକ ବାଦ ବିବାଦ ଦେଖିବାକୁ ମିଳିଛି।ଏହାମଧ୍ୟରେ ଜଗନ୍ନାଥ ଧାମ ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଦାବି ଜଣାଇଛନ୍ତି ସାଂସଦ ସମ୍ବିତ ପାତ୍ର । ମେ ୨୯ ତାରିଖ…

ପାଣ୍ଡିଆନ ତାଙ୍କ ସମର୍ପଣ, ନିଷ୍ଠା ଓ ଦକ୍ଷତା ପାଇଁ ପରିଚିତ: ନବୀନ

ଜାତୀୟ ଗଣମାଧ୍ୟମ ଏକ ରିପୋର୍ଟ ଦେଇଥିଲେ ଯେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ଭି. କେ ପାଣ୍ଡିଆନ ବିଜେଡି-ବିଜେପି ମେଣ୍ଟ ପାଇଁ ହେଉଥିବା ଆଲୋଚନାର ମୁଖ୍ୟ । ଏଥିସହ ବିଜେପି ତାଙ୍କ ଦଳର ସମର୍ଥନରେ ହିଁ ନବୀନଙ୍କ ପାଖରେ ପହଂଚିପାରିଛି…

ମୋ ସରକାର ନିରପେକ୍ଷତାର ସହ କାମ କରିବ: ରାଜ୍ୟପାଳ

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ। ମୋ ସରକାର ନିରପେକ୍ଷତାର ସହ କାମ କରିବ ବୋଲି ଦୃଢୋକ୍ତି ପ୍ରକାଶଃ କରିଛନ୍ତି। ୨୦୨୯ ସୁଦ୍ଧା ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି…

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠିତ

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ କରିଛନ୍ତି । ପ୍ୟାନେଲରେ ଥିବା ସଦସ୍ୟମାନେ ହେଲେ ଡ଼. ମେଧା ବିଶ୍ରାମ କୁଲକର୍ଣ୍ଣୀ, ଡ଼. ଭଗୱତ କରଦ, ବିବେକ କେ. ତନଖା, ଅଯୋଧ୍ୟା ରାମୀ ରେଡ୍ଡୀ ଆଲା ଓ ଶୁଭାଶିଷ…

ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ: ନବୀନ

ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ ରାଜ୍ୟ ସରକାର କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ମୁଁ ଓ ମୋ ଦଳ…

ବଜେଟ ଅଧିବେଶନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ

ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସଭାପତି ମନମୋହନ ସାମଲ, ସମସ୍ତ ବିଧାୟକ ଓ ମନ୍ତ୍ରୀ ସାମିଲ ହୋଇଥିଲେ। କାଲିଠୁ ବଜେଟ ଅଧିବେଶନ ଆରମ୍ଭ…

ସ୍କୁଲ୍ ବସରେ ହେବ ଅଗ୍ନି ନିରାପତ୍ତା ନିୟମର ଅନୁପାଳନ

ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ସମସ୍ତ ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ…

ସୁରକ୍ଷା ବଳୟରେ ବିଧାନସଭା ପରିସର

ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ ୨୨ରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ରହିଛି ବିଧାନସଭା ପରିସର। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜିପି। ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ମାଷ୍ଟର କ୍ୟାଣ୍ଟିନରୁ…

ଆକ୍ରୋଶମୂଳକ ରାଜନୀତିରୁ କ୍ଷାନ୍ତ ରୁହନ୍ତୁ ବିଜେପି ସରକାର: ବିଜେଡି

ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ଶଙ୍ଖ ଭବନରେ ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ସରକାର ଗଠନକୁ ମାସେ ପୂରିନି। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ଥିବା କ୍ରୀଡା ପୁରାସ୍କାରର ନାଁ…

loader