ରାଜନୀତି ରାଜ୍ୟ ନନ୍ଦିଘୋଷ ଟିଭି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ May 29, 2024 Nirvay ନନ୍ଦିଘୋଷ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଭାରତର ନିର୍ବାଚନ ଆୟୋଗ ‘ନନ୍ଦିଘୋଷ ଟିଭି’ ବିରୋଧରେ ତଦନ୍ତ ପାଇଁ ଭାରତର ନିର୍ବାଚନ ଆୟୋଗ ସିଇଓ ଓଡ଼ିଶାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କୁହାଯାଇଛି । ନିର୍ବାଚନ ସମ୍ପୂର୍ଣ୍ଣ…
ଦେଶ ରେକର୍ଡ ଭାଙ୍ଗିଲା ଦିଲ୍ଲୀର ତାପମାତ୍ରା : ୫୨.୩ May 29, 2024 Nirvay ନୂଆଦିଲ୍ଲୀ : ରେକର୍ଡ ଭାଙ୍ଗିଲା ରାଜଧାନୀ ଦିଲ୍ଲୀର ତାପମାତ୍ରା । ଦିଲ୍ଲୀର ତାପମାତ୍ରା ଆଜି ୫୨.୩ ଡିଗ୍ରୀରେ ପହଞ୍ଚିଛି । ଗତ କିଛି ଦିନ ଧରି ଦିଲ୍ଲୀରେ ଅଗ୍ନି ବର୍ଷ ହେଉଛି ।ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି…
ରାଜନୀତି ରାଜ୍ୟ ନନ୍ଦିଘୋଷ ଟିଭି ବିରୁଦ୍ଧରେ ନିର୍ବାଚନ କମିଶନ ଗଲା କେନ୍ଦ୍ରୀୟ ବିଜେପି May 29, 2024 Nirvay ‘ନନ୍ଦିଘୋଷ ଟିଭି’ ବିରୋଧରେ ଭାରତୀୟ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେଲା ବିଜେପି। ରାଜ୍ୟରେ ଆହୁରି ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହୁଥିବା ବେଳେ ଏକଜିଟ୍ ପୋଲ୍ କରି ‘ନନ୍ଦିଘୋଷ ଟିଭି’ ନିର୍ବାଚନ ନିୟମର ଖୋଲା ଉଲ୍ଲଂଘନ କରିଛି ବୋଲି ବିଜେପିର ବରିଷ୍ଠ…
ରାଜନୀତି ରାଜ୍ୟ ବିଜେଡି ଶାସନରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ସମୀର ମହାନ୍ତି May 29, 2024 Nirvay ଭୁବନେଶ୍ୱର : ଡିଏସ୍ କୁଟ୍ଟେ ଓ ଆଶିଷ ସିଂ ବିଜେଡିର ଗୁଲାମଗିରି ଓ ଚାମଚାଗିରି କରୁଛନ୍ତି ବୋଲି ବିଜେପି ବାରମ୍ବାର ଓଡ଼ିଶାବାସୀଙ୍କୁ ଅବଗତ କରାଇଛି । ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ ବରିଷ୍ଠ ଆଇପିଏସ ଶ୍ରୀ ଡି.ଏସ.କୁଟ୍ଟେଙ୍କୁ ନିଲମ୍ବନ…
ରାଜନୀତି ରାଜ୍ୟ ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବ : ପ୍ରଧାନମନ୍ତ୍ରୀ May 29, 2024 Nirvay ବୁଧବାର ବାରିପଦା, ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି ମୋଦି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି। ଓଡ଼ିଶାରେ ମୋଦିଙ୍କ ଆଜି ପ୍ରଚାରର ଶେଷ ଦିନ ହୋଇଥିଲେ ମଧ୍ୟ ବିଜେଡିକୁ ସମାଲୋଚନା କରିବାର କୌଣସି ବି ସୁଯୋଗ ହାତଛଡା କରି ନାହାନ୍ତି।ଜୁନ୍ ୪ ପରେ ୬ ମାସରେ…
ରାଜ୍ୟ ରାଜ୍ୟରେ ଅସମ୍ଭାଳ ତାତି: ପାରଦ ୪୬ ଡିଗ୍ରୀ ଛୁଇଁଲା May 29, 2024 Nirvay କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବଢ଼ିଛି ଗ୍ରୀଷ୍ମ ପ୍ରବାହ। ଆଜି ପାରଦ ୪୬ ଡିଗ୍ରୀ ଛୁଇଁଛି।ଟିଟିଲାଗଡ଼ରେ ଆଜିର ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ସାଢ଼େ ୨ରେ ଝାରସୁଗୁଡ଼ା ୪୫.୬, ସମ୍ୱଲପୁର ୪୫.୨ ଡିଗ୍ରୀ,ହୀରାକୁଦ ୪୪.୮, ରାଉରକେଲା…
ରାଜନୀତି ରାଜ୍ୟ ନିର୍ବାଚନ ଶେଷ ପୂର୍ବରୁ ଏକଜିଟ ପୋଲ ପ୍ରସାରଣ କଲା ଓଡ଼ିଆ ଟିଭି ଚାନେଲ May 29, 2024 Nirvay ଚତୁର୍ଥ ପର୍ଯ୍ୟାୟ ନିର୍ଵାଚନ ଏପ୍ରିଲ ୧ ରେ ଶେଷ ହେବାକୁ ଥିବାବେଳେ ଆଜି ଏକ ଘରୋଇ ଗଣମାଧ୍ୟମରେ ବିଧାନ ସଭା ନିର୍ବାଚନର ଏକଜିଟ ପୋଲ ପ୍ରସାରଣ କରାଯାଇଛି । ଯାହା ମଡେଲ ଆଚରଣ ସଂହିତାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଛି ।ଏହି ଘଟଣା…
ରାଜ୍ୟ IPS ଆଶିଷ ସିଂଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଗଠନ ହେଲା ୬ ଜଣିଆ ମେଡିକାଲ ବୋର୍ଡ May 29, 2024 Nirvay ଭରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ IPS ଆଶିଷ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ ହେଲା। ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ECIଙ୍କ ନିର୍ଦ୍ଦେଶ ପରେ ଏମ୍ସ ଭୁବନେଶ୍ବର…
ରାଜନୀତି ରାଜ୍ୟ ଫେରିଲେ ଅନୁଭବ; କେନ୍ଦ୍ରାପଡ଼ା ସମ୍ପର୍କରେ କଲେ ପାଣ୍ଡିଆନଙ୍କ ଖୁଲାସା May 29, 2024 Nirvay ଆକ୍ଟିଭ ମୋଡରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ନେତା ଅନୁଭବ ମହାନ୍ତି। ଓଡ଼ିଆ ଅସ୍ମିତା ଉପରେ ରିତୁରାଜଙ୍କ ସହ ଏକ ଭାବାତ୍ମକ ଭିଡ଼ିଓରେ ଦେଖା ଯାଇଛନ୍ତି ଅନୁଭବ । ଏହା ସହ ସୋସିଆଲ ମିଡ଼ିଆରେ ତଥ୍ୟ ପ୍ରମାଣ ସହ ରାଜନୀତିରେ ଦମଦାର…
ରାଜନୀତି ରାଜ୍ୟ ବିଜେପିରୁ ବିଦା ହେଲେ ହିମାଂଶୁ ସାହୁ May 29, 2024 Nirvay ବିଜେପିରୁ ବିଦା ହେଲେ ହିମାଂଶୁ ଶେଖର ସାହୁ। ଦଳବିରୋଧି କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କାର ହେଲେ ହିମାଂଶୁ। ଦଳ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।ବିଜେପି ଟିକେଟ ନମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ…