ରାଜନୀତି ରାଜ୍ୟ ନାମାଙ୍କନ ଭରିଲେ ପ୍ରିୟଦର୍ଶୀ ମିଶ୍ର May 3, 2024 Nirvay ନାମାଙ୍କନ ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର। ସେ ଆଜି ଭୁବନେଶ୍ୱର ଉତ୍ତର ଆସନ ଲାଗି ପ୍ରାଥୀପତ୍ର ଦାଖଲ କରିଛନ୍ତି । ସେ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ନନ୍ଦନକାନନ ଛକରୁ ଶତାଧିକ କର୍ମୀଙ୍କ ସହ ବିଶାଳ…
ଦେଶ ରାଜନୀତି ରାଜ୍ୟ ଭର୍ଚୁଆଲରେ ରାୟଗଡ଼ା ଜନସଭା ସମ୍ବୋଧିତ କଲେ ରାହୁଲ ଗାନ୍ଧୀ May 3, 2024 Nirvay ନାମାଙ୍କନ ଦାଖଲ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତ ବାତିଲ କରିଥିବା ବେଳେ ଭର୍ଚୁଆଲରେ ରାୟଗଡ଼ା ଜନସଭା ସମ୍ବୋଧିତ କରିଛନ୍ତି। ଏହି ସଭାରେ କର୍ମୀଙ୍କ ଉତ୍ସାହ ବଢେଇବା ସହ ଗରିବଙ୍କ ପାଇଁ ୫ ଗ୍ୟାରେଣ୍ଟି ଆଣିବାକୁ ପ୍ରତିଶ୍ରୁତି…
ରାଜ୍ୟ ନାମାଙ୍କନ ପତ୍ର ଦାଖଲ କଲେ ଦିପାଳୀ ଦାସ May 3, 2024 Nirvay ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ ସେ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି…
ଦେଶ ରାଜନୀତି ସୋନିଆ ଓ ପ୍ରିୟଙ୍କା ସହ ଯାଇ ରାଏବରେଲୀରେ ପ୍ରାର୍ଥିପତ୍ର ଦାଖଲ କଲେ ରାହୁଲ May 3, 2024 Nirvay ଉତ୍ତରପ୍ରଦେଶ; ଉତ୍ତରପ୍ରଦେଶ ରାୟବରେଲୀରୁ ପ୍ରାଥୀପତ୍ର ଦାଖଲ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ରାୟବରେଲୀ ଓ ଆମେଠିକୁ ନେଇ ସସପେନ୍ସ ଲାଗି ରହିଥିଲା। ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ କଂଗ୍ରେସ ଆଜି…
ରାଜ୍ୟ ବାପାଙ୍କ ସହ ଆସି ନାମାଙ୍କନ ଭରିଲେ ସୋଫିଆ May 3, 2024 Nirvay ବାପାଙ୍କ ସହ ଆସି ନାମାଙ୍କନ ଭରିଲେ ସୋଫିଆ କଟକ :ବାରବାଟୀ ଆସନର କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ ଆଜି ନାମାଙ୍କନ ଭରିଛନ୍ତି । ମହମ୍ମଦ ମୋକିମ ଝିଅ ହେଲେ ସୋଫିଆ ଫିରଦୋସ। ସେ କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ତାଙ୍କର…
ରାଜନୀତି ରାଜ୍ୟ IFS ବିନୟ ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ May 3, 2024 Nirvay IFS ବିନୟ ପ୍ରଧାନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ପୁଣି ଅଭିଯୋଗ କରିଛି ବିଜେଡି। ୨୦୨୪ ନିର୍ବାଚନରେ IFSଙ୍କ ସମ୍ପୃକ୍ତି ନିର୍ବାଚନ ପ୍ରଭାବିତ କରୁଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ନ୍ୟୁୟର୍କରେ କନସୁଲେଟ୍…
ରାଜ୍ୟ ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି May 3, 2024 Nirvay କେନ୍ଦ୍ରାପଡ଼ା: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧାରା ପଡ଼ିଲେ ଚକବନ୍ଦୀ କମିସନର ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ହେଲେ ଜିତେନ୍ଦ୍ର ସେନାପତି । ଜମିଜମା ମାମଲାର ସମାଧାନ ଲାଗି ଜଣେ ମହିଳାଙ୍କ ସେ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ…
ରାଜନୀତି ରାଜ୍ୟ ବିଜେଡି ଛାଡ଼ିଲେ ରବି ନାରାୟଣ May 3, 2024 Nirvay ନୟାଗଡ଼: ରଣପୁରର ପୂର୍ବତନ ବିଧାୟକ ଆଜି ବିଜେଡି ପ୍ରାଥମିକ ସଦସ୍ୟତା ପଡ଼ାରୁ ଇସ୍ତଫା ଦେଇଛନ୍ତି । ଛାଡ଼ିଲେ ରବି ନାରାୟଣ ମହାପାତ୍ର । ସେ ୨୦୧୪ରେ ରଣପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ରଣପୁର ବିଧାୟକ ଥିଲେ…
ରାଜନୀତି ରାଜ୍ୟ ନୀଳଗିରି ବିଜେପି ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ May 3, 2024 Nirvay ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଗତକାଲି ବିଜେଡି ଛାଡିଥିବା ନୀଳଗିରି ବିଧାୟକ ସନ୍ତୋଷ ଖଟୁଆକୁ ପ୍ରାର୍ଥୀ କରିଛି ବିଜେପି। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ସନ୍ତୋଷଙ୍କ ନାମ ଘୋଷଣା କରିଛି। ଏହାକୁ ମିଶାଇ ବିଜେପି ସମସ୍ତ ୧୪୭…
ରାଜନୀତି ରାଜ୍ୟ ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଅନୁଭବ ପଟ୍ଟନାୟକ May 3, 2024 Nirvay ଆଜି ଖଣ୍ଡପଡ଼ା ବିଧାନସଭା କ୍ଷେତ୍ର ପାଇଁ ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅନୁଭବ ପଟ୍ଟନାୟକ। ଗୁରୁବାର ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ ଘୋଷଣା କରିବା ପରେ ଅନୁଭବ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା…