ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରମାଣ ମାଗିଲେ ଅପରାଜିତା May 21, 2024 Nirvay ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରମାଣ ମାଗିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ସାଂସଦ ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡ଼ିଓରେ କହିଥିବା ପରେ ଅପରାଜିତ ଏହାର ପ୍ରମାଣ…
ରାଜନୀତି ରାଜ୍ୟ କାଲି ଓଡିଶା ଆସୁଛନ୍ତି ଅରୁଣ ଗୋଭିଲ May 21, 2024 Nirvay ଭୁବନେଶ୍ୱର : ଓଡ଼ିଶାରେ ଲାଗିଛି ଏବେ ହେବିୱେଟ୍ ନେତାଙ୍କ ଭିଡ଼,ଲୋକପ୍ରିୟ ଟିଭି ଧାରାବାହିକ ରାମାୟଣରେ ପ୍ରଭୁ ରାମଙ୍କ ଚରିତ୍ରରେ ବେଶ୍ ଜଣାଶୁଣା ତଥା ବରିଷ୍ଠ ବିଜେପି ନେତା ଅରୁଣ ଗୋଭିଲ କାଲି ଓଡିଶା ଆସୁଛନ୍ତି । ସେ ଓଡିଶାରେ ନିର୍ବାଚନ ପ୍ରଚାର…
ରାଜନୀତି ରାଜ୍ୟ ଓଡ଼ିଶାରେ ହେବନି ତାମିଲ ଶାସନ: ଅମିତ ଶାହ May 21, 2024 Nirvay ସମ୍ବଲପୁର : ସମ୍ବଲପୁର ଅଇଁଠାପାଲି ପିଏଚ୍ଡି ପଡ଼ିଆରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ ବର୍ଷିଛନ୍ତି। ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷର ଅଭାବ ରହିଛି। ଓଡ଼ିଶା ପାଇଁ…
ଦେଶ ରାଜନୀତି ବିବାଦୀୟ ମନ୍ତବ୍ୟ ପାଇଁ ରାହୁଲଙ୍କୁ ସମନ May 21, 2024 Nirvay ନୂଆଦିଲ୍ଲୀ : ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ରାହୁଲ ଗାନ୍ଧୀ । ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ରାହୁଲ ଗାନ୍ଧୀ କହିଥିଲେ ଯେ ଜଣେ ହତ୍ୟା ଅଭିଯୁକ୍ତ…
ରାଜନୀତି ରାଜ୍ୟ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଶେଷ , ଇଭିଏମରେ ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ May 21, 2024 Nirvay ଭୁବନେଶ୍ୱର : ରାଜ୍ୟରେ ସରିଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟରେ ୫ଟି ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ୩୫ଟି ବିଧାନସଭା ଆସନରେ ମତଦାନ ହୋଇଛି । ଏହାସହିତ ରାଜ୍ୟରେ ୬୯.୩ ୪% ଭୋଟିଂ ରେକର୍ଡ ହୋଇଛି ।…
ରାଜନୀତି ରାଜ୍ୟ ବୁଥ୍ରେ ପଶି ଭୋଟରଙ୍କୁ ପ୍ରଭାବିତ କରୁଥିଲେ ଶାରଦା May 20, 2024 Nirvay ରାଉରକେଲା : ଆଜି ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ରାଉରକେଲା ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ତାଙ୍କ କିଛି କର୍ମୀଙ୍କୁ ନେଇ ବୁଥ୍ ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ବୁଥ୍ରେ ପଶି ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ…
ରାଜନୀତି ରାଜ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ ବହିଷ୍କୃତ ହେଲେ ଖାରବେଳ May 20, 2024 Nirvay ଭୁବନେଶ୍ୱର,: ଦଳବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ଏମ୍ପି ଖାରବେଳ ସ୍ୱାଇଁଙ୍କୁ ବିଜେପି ସୋମବାର ଦଳରୁ ବହିଷ୍କାର କରିଛି । ଖାରବେଳଙ୍କ ସମେତ ରେମୁଣାର ବିଜୟ କୁମାର ସେଠୀ, ଜଳେଶ୍ୱରର ଦିବ୍ୟକାମ ମହାନ୍ତି, ଉଦଳାର କାଳୀଚରଣ ପାତ୍ର, କରଞ୍ଜିଆର ଯୁଗଳ କିଶୋର ନାୟକ…
ରାଜ୍ୟ ସମୀର ରଞ୍ଜନ ଦାଶ ଓ ତପନ କୁମାର ଚାନ୍ଦ ହେଲେ ରାଜ୍ୟ ମୁଖପାତ୍ର May 20, 2024 Nirvay ଭୁବନେଶ୍ୱର , ଦଳୀୟ ମିଡ଼ିଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ମୁଖପାତ୍ର ଭାବେ ଶ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀ ତପନ କୁମାର ଚାନ୍ଦଙ୍କୁ ଦାଇତ୍ୱ…
ରାଜନୀତି ରାଜ୍ୟ ପ୍ରଧାନମନ୍ତ୍ରୀ ରାଜ୍ୟକୁ ଆସିଲେ ଯଦି ପର୍ଯ୍ୟଟକ ତାହାଲେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କଲେ କଣ: ପ୍ରଦୀପ ପାଣିଗ୍ରାହୀ May 20, 2024 Nirvay ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହୁଥିବା ବିଜେଡିକୁ ଜବରଦସ୍ତ ଉତ୍ତର ଦେଇଛନ୍ତି ଗୋପାଳପୁର ବିଧାୟକ ତଥା ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ କହିଛନ୍ତି ମୋଦି ରାଜ୍ୟ ବୁଲିଲେ ଯଦି ପର୍ଯ୍ୟଟକ, ନବୀନ ଜିଲ୍ଲା ବୁଲିଲେ କ’ଣ ? ପ୍ରଧାନମନ୍ତ୍ରୀ ସାରା…
ରାଜନୀତି ରାଜ୍ୟ ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି: ମାଗଣା ସୌର ବିଜୁଳି ଓ ସୋଲାର ପାନେଲ May 20, 2024 Nirvay ଆଜି ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ବିରାଟ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ମୋଦି କହିଛନ୍ତି ଯେ, ପୂର୍ବ ଘୋଷିତ ଯୋଜନା ଅନୁସାରେ ଲୋକଙ୍କୁ ମାଗଣା ବିଦ୍ୟୁତ ଯୋଗାଇଦିଆଯିବ। ଏହାସହ…