Author: Nirvay

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ ବହିଷ୍କୃତ ହେଲେ ଖାରବେଳ

ଭୁବନେଶ୍ୱର,: ଦଳବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ଏମ୍‌ପି ଖାରବେଳ ସ୍ୱାଇଁଙ୍କୁ ବିଜେପି ସୋମବାର ଦଳରୁ ବହିଷ୍କାର କରିଛି । ଖାରବେଳଙ୍କ ସମେତ ରେମୁଣାର ବିଜୟ କୁମାର ସେଠୀ, ଜଳେଶ୍ୱରର ଦିବ୍ୟକାମ ମହାନ୍ତି, ଉଦଳାର କାଳୀଚରଣ ପାତ୍ର, କରଞ୍ଜିଆର ଯୁଗଳ କିଶୋର ନାୟକ…

ସମୀର ରଞ୍ଜନ ଦାଶ ଓ ତପନ କୁମାର ଚାନ୍ଦ ହେଲେ ରାଜ୍ୟ ମୁଖପାତ୍ର

ଭୁବନେଶ୍ୱର , ଦଳୀୟ ମିଡ଼ିଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ମୁଖପାତ୍ର ଭାବେ ଶ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀ ତପନ କୁମାର ଚାନ୍ଦଙ୍କୁ ଦାଇତ୍ୱ…

ପ୍ରଧାନମନ୍ତ୍ରୀ ରାଜ୍ୟକୁ ଆସିଲେ ଯଦି ପର୍ଯ୍ୟଟକ ତାହାଲେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କଲେ କଣ: ପ୍ରଦୀପ ପାଣିଗ୍ରାହୀ

ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହୁଥିବା ବିଜେଡିକୁ ଜବରଦସ୍ତ ଉତ୍ତର ଦେଇଛନ୍ତି ଗୋପାଳପୁର ବିଧାୟକ ତଥା ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ କହିଛନ୍ତି ମୋଦି ରାଜ୍ୟ ବୁଲିଲେ ଯଦି ପର୍ଯ୍ୟଟକ, ନବୀନ ଜିଲ୍ଲା ବୁଲିଲେ କ’ଣ ? ପ୍ରଧାନମନ୍ତ୍ରୀ ସାରା…

ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି: ମାଗଣା ସୌର ବିଜୁଳି ଓ ସୋଲାର ପାନେଲ

ଆଜି ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ବିରାଟ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ମୋଦି କହିଛନ୍ତି ଯେ, ପୂର୍ବ ଘୋଷିତ ଯୋଜନା ଅନୁସାରେ ଲୋକଙ୍କୁ ମାଗଣା ବିଦ୍ୟୁତ ଯୋଗାଇଦିଆଯିବ। ଏହାସହ…

ହାଇୱା ବାଇକ ଧକ୍କା, ଗୋଟିଏ ପରିବାରର ୪ ମୃତ

ଢେଙ୍କାନାଳ : ବାଇକକୁ ସାମନା ପଟୁ ପିଟିଲା ହାଇୱା ଆଉ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି । ଡେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ଅଙ୍ଗନବାଡି କେନ୍ଦ୍ର ନିକଟରେ ସୋମବାର ଘଟିଛି ଏକ ମର୍ମନ୍ତୁଦ…

ହିଞ୍ଜିଳି ଓ କଣ୍ଟାବାଞ୍ଜି ରେ ଆଜି ନବୀନ ପଟ୍ଟନାୟକଙ୍କ ଭାଗ୍ୟ ପରୀକ୍ଷା

ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ୁଥିବା ହିଞ୍ଜିଳି ଓ କଣ୍ଟାବାଞ୍ଚି ଆସନରେ ବି ମତଦାନ ହେଉଛି। ଷଷ୍ଠ ଥର ବିଜେଡି ବିଜୟୀ ହୋଇ ରେକର୍ଡ଼ କରିବ ବୋଲି ଆଶାବାଦୀ ରହିଥିବା ବେଳେ ଦଳର…

ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୫୫% ମତଦାନ ହୋଇଛି

ଆଜି ରାଜ୍ୟରେ ସନ୍ଧ୍ୟା ୫ ଟା ସୁଦ୍ଧା ମୋଟ ୬୦.୫୫% ମତଦାନ ହୋଇଥିବା ବେଳେ ଆଗରେ ଅଛି ବରଗଡ଼। ବରଗଡ଼ ସଂସଦୀୟ କ୍ଷେତ୍ରରେ ୬୬.୧୪ % ମତଦାନ ହୋଇଥିବା ବେଳେ ଆସ୍କାରେ ୫୫.୬୫%, କନ୍ଧମାଳ ୫୭ .୪୬%, ବଲାଙ୍ଗୀରରେ ୬୧.୩୫% ଓ…

ଜୋତା ବ୍ୟବସାୟୀଙ୍କ ଘରେ ଚଢ଼ଉ , ଗଦି ଭିତରୁ ବାହାରିଲା ୬0 କୋଟି

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆଗ୍ରାରେ ଜୋତା ବ୍ୟବସାୟୀଙ୍କ ଘରେ କ୍ରମାଗତ ଚଢାଉ ଆଜି ତୃତୀୟ ଦିନରେ ପହଞ୍ଚିଛି । ସୂଚନାନୁସାରେ, ଏପର୍ଯ୍ୟନ୍ତ ନଗଦ ୬0 କୋଟି ଟଙ୍କା ଟଙ୍କା ସମେତ ସୁନା, ରୁପା ଜବତ କରିଛି ଆୟକର ବିଭାଗ । ଏହି…

ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୮.୯୫% ମତ ସାବ୍ୟସ୍ତ ହୋଇଛି

ଆଜି ରାଜ୍ୟରେ ଦିନ ୩ ଟା ସୁଦ୍ଧା ମୋଟ ୪୮.୯୫% ମତଦାନ ହୋଇଥିବା ବେଳେ ଆଗରେ ଅଛି ବରଗଡ଼। ବରଗଡ଼ ସଂସଦୀୟ କ୍ଷେତ୍ରରେ ୫୩.୮୮% ମତଦାନ ହୋଇଥିବା ବେଳେ ଆସ୍କାରେ ୪୬.୨୩%, କନ୍ଧମାଳ୪୮.୯୩%, ବଲାଙ୍ଗୀରରେ ୪୬.୯୬% ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ…

ପାଣି ନାହିଁ ତ, ଭୋଟ ନାହିଁ

ଗଞ୍ଜାମ : ଆଜି ରାଜ୍ୟରେ ଦିତ୍ୱୀୟ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ, ଦେଶରେ ପଞ୍ଚମ ପର୍ଯ୍ୟାୟ ପର୍ଯ୍ୟାୟ ମତଦାନ । ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ଆଜି ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା । ସାଧାରଣ ଜନତାଙ୍କ ମତଦାନ…