ତାଜା ଖବର ଦେଶ ୱାଏନାଡ଼ ଭୂସ୍ଖଳନକୁ ଭୟଙ୍କର କହିଲେ କେରଳ ମୁଖ୍ୟମନ୍ତ୍ରୀ July 30, 2024 Nirvay କେରଳର ୱାଏନାଡ଼ରେ ଭୂସ୍ଖଳନ ପରେ ସୃଷ୍ଟି ହୋଇଥିବା ଜଳପ୍ରଳୟ ସବୁ କିଛି ଛାରଖାର କରି ଦେଇଛି। ଜିଲ୍ଲାର ପାହାଡ଼ି ଅଞ୍ଚଳ ମେପ୍ପାଡିରେ ମୃତ୍ୟୁର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏସବୁ ଭିତରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଘଟଣାକୁ ନେଇ ଭୟଙ୍କର…
ରାଜନୀତି ରାଜ୍ୟ ବଜେଟ୍ର ସଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର: ‘ଭିଜନ-୨୦୩୬’ର ଖସଡ଼ା ପ୍ରସ୍ତୁତି July 30, 2024 Nirvay ୨୦୨୪-୨୫ ବଜେଟ୍ର ସଧାରଣ ଆଲୋଚନା ଉପରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ମୁଁ ଏହି ପବିତ୍ର ଗୃହରେ ଚଳିତ ମାସ ୨୫ ତାରିଖରେ ବର୍ଷ ୨୦୨୪-୨୫ର ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲି । ୨୯…
ତାଜା ଖବର ରାଜ୍ୟ ରଥରେ ଅନଧିକୃତ ବ୍ୟକ୍ତି ଚଢ଼ିବା ଘଟଣା: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ July 30, 2024 Nirvay ରଥରେ ଅନଧିକୃତ ବ୍ୟକ୍ତିଙ୍କୁ ଚଢ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବାହୁଡ଼ାରେ ସୁଭଦ୍ରାଙ୍କ ରଥ ଉପରେ ଅନଧିକୃତ ବ୍ୟକ୍ତି ଚଢ଼ି ଯାଇଥÒଲେ । ତେଣୁ ସେମାନଙ୍କ ବିରୁଦ୍ଧରେ କାରଣ ଦର୍ଶାଅ…
ତାଜା ଖବର ଦେଶ ରାଜ୍ୟ ଟ୍ରେନ ଟ୍ରାଜେଡି: ୨ ମୃତକ ରାଉରକେଲାର July 30, 2024 Nirvay ମଙ୍ଗଳବାର ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାଯାଇଛି। ଏ ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଚକ୍ରଧରପୁର…
ରାଜ୍ୟ ପର୍ବତାରୋହୀ ଅନୀତା ସମ୍ମାନିତ July 30, 2024 Nirvay ଓଡ଼ିଶାର ପର୍ବତାରୋହୀ ସୁଶ୍ରୀ ଅନୀତା ସ୍ୱାଇଁ ଋଷିଆର ମାଉଣ୍ଟ ଏଲବ୍ରସ ଆରୋହଣ କରିଥିଲେ। ତାଙ୍କର ଏହି ସଫଳତା ପାଇଁ ମାନ୍ୟବର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟଂବଂଶୀ ସୁରଜ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।…
ତାଜା ଖବର ରାଜ୍ୟ କ୍ଷମତାର ଅପବ୍ୟବହାର ଅଭିଯୋଗ, ବରିଷ୍ଠ ପୋଲିସ ଅଧିକାରୀ ନିଲମ୍ବିତ July 30, 2024 Nirvay ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇପିଏସ) ଗତ ଶନିବାର ରାତିରେ ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବା ଅଭିଯୋଗ ମିଳିଥିଲା। ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବବ୍ୟହାର କରିବା ସହ ମହିଳା ଅଧିକାରୀଙ୍କୁ…
ରାଜନୀତି ରାଜ୍ୟ ୩୧୬ ନିର୍ବାଚନୀ ହିଂସା ମାମଲା, କଟକରେ ସର୍ବାଧିକ: ମୁଖ୍ୟମନ୍ତ୍ରୀ July 30, 2024 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ସୋମବାର ବିଧାନସଭାରେ ଲିଖିତ ଭାବେ ଜଣାଇଛନ୍ତି ଯେ ଲୋକସଭା ଓ ବିଧାନ ସଭା ନିର୍ବାଚନ ସମୟରେ ସମଗ୍ର ରାଜ୍ୟରେ ନିର୍ବାଚନୀ ହିଂସା ସମ୍ପର୍କିତ ମୋଟ ୩୧୬ଟି ମାମଲା ସାମ୍ନାକୁ ଆସିଥିବାବେଳେ କଟକରେ ସର୍ବାଧିକ ମାମଲା ରହିଛି…
ତାଜା ଖବର ଦେଶ ୱାଏନାଡ଼ରେ ଭୂସ୍ଖଳନ: ୧୯ ମୃତ July 30, 2024 Nirvay କେରଳର ୱାଏନାଡ଼ରେ ଲଗାଣ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି। ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ମାଟି ତଳେ ଫଶିରହିଥିବା ସୂଚନା ମିଳିଛି। ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟାରେ ଆଉ ଏକ…
ତାଜା ଖବର ଦେଶ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ; ୨ ମୃତ, ୨୦ରୁ ଊର୍ଦ୍ଧ୍ଵ ଆହତ July 30, 2024 Nirvay ମଙ୍ଗଳବାର ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାଯାଇଛି। ଏ ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଚକ୍ରଧରପୁର…
ତାଜା ଖବର ରାଜନୀତି ରାଜ୍ୟ ପୋଲାଭରମ ଓ ଆଳୁ ସମସ୍ୟା ନେଇ ନାଇଡ଼ୁ ଓ ମମତାଙ୍କ ସହ କଥା ହେଲେ ମୋହନ ମାଝୀ July 29, 2024 Nirvay ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ସଫଳତାରେ ଖୁସିବ୍ୟକ୍ତ କରି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପମୁଖ୍ୟ…