Author: Nirvay

Durgapur Gang Rape Case: ଦୁର୍ଗାପୁର ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲେ ମେଡିକାଲ୍‌ ଛାତ୍ରୀ

ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲରୁ ଓଡ଼ିଆ ଡାକ୍ତରୀ ଛାତ୍ରୀ ଆଜି ଡିସଚାର୍ଜ ହୋଇଛନ୍ତି । ଗଣଧର୍ଷଣ ପୀଡ଼ିତାଙ୍କ ଡିସଚାର୍ଜ ନେଇ ଶୁକ୍ରବାର ଦିନ ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁଛୁ ଯେ, ଗଣଧର୍ଷଣର ଶିକାର ପରେ ଗତ ଶୁକ୍ରବାରରୁସେ ହସ୍ପିଟାଲରେ ଭର୍ତ୍ତି…

Congress Star Campaigners: ନୂଆପଡା ଉପନିର୍ବାଚନ, ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା କଂଗ୍ରେସ

ନୂଆପଡ଼ା ଉପନିର୍ବାଚନ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି (AICC) ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ପ୍ରଚାର ଦଳରେ ପ୍ରମୁଖ ନାମ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ,…

Nuapada Bypoll: ଭାନୁପ୍ରତାପ ସିଂହଙ୍କ ଉପରୁ ବହିଷ୍କାର ହଟାଇଲା ବିଜେଡି

ନୂଆପଡା ରାଜନୀତିରେ ବଡ଼ ହଲଚଲ । ନୂଆପଡ଼ା ନିର୍ବାଚନ ପୂର୍ବରୁ ଭାନୁପ୍ରତାପ ସିଂହଙ୍କ ଉପରୁ ବହିଷ୍କାର ହଟିଛି । ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବରିଷ୍ଠ ଆଦିବାସୀ ନେତା ଭାନୁ ପ୍ରତାପ ସିଂହ ମାଝୀ । କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କ ପୁତୁରା…

Nuapada By-Poll: ଆତ୍ମହତ୍ୟାର ପନ୍ଥା କାହିଁକି ବାଛିଲା ବିଜଦ?

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି । ରାଜ୍ୟର କୌଣସି ଉପନିର୍ବାଚନ ଇତିହାସରେ ପୂର୍ବରୁ ଏପରି ମନୋନୟନ ଦେଖିବାକୁ ମିଳିନାହିଁ । ଉପନିର୍ବାଚନରେ…

Diwali 2025: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ଆଜି ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ଆଜି ସନ୍ଧ୍ୟାରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ଉପହାର ପ୍ରଦାନ କରି ଦୀପାବଳି ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି । ବାସଭବନରେ…

Nuapada By-Poll: ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ: ମନମୋହନ ସାମଲ

ନୂଆପଡ଼ା ଜିଲ୍ଲାର ମୌଳିକ ସମସ୍ୟାର ସମାଧାନ ସହ ସାମଗ୍ରିକ ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନୂଆପଡ଼ାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗ ଦେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ସାମଲ କହିଛନ୍ତି ଯେ, ଆଗାମୀ ଦିନରେ…

Pankaj Dheer dies: ଆଉ ନାହାନ୍ତି ମହାଭାରତର ‘କର୍ଣ୍ଣ’ ପଙ୍କଜ ଧୀର

ବି.ଆର. ଚୋପ୍ରାଙ୍କ “ମହାଭାରତ” ରେ କର୍ଣ୍ଣଙ୍କ ଚରିତ୍ର ପାଇଁ ଘରେ ଘରେ ପରିଚିତ ବରିଷ୍ଠ ଅଭିନେତା ପଙ୍କଜ ଧୀର ଆଉ ଆମ ଗହଣରେ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ସେ ଅନେକ ଦିନ ଧରି…

Nuapada By-Election: ୨୪ ବର୍ଷର ଶାସନ; ପ୍ରାର୍ଥୀ ଖୋଜି ପାଉନି ବିଜୁ ଜନତା ଦଳ

ନୂଆପଡ଼ା ଉପନିର୍ବାଚନ ପାଇଁ ସବୁ ଦଳର ଅଙ୍କକଷା ଆରମ୍ଭ ହୋଇଗଲାଣି । କଂଗ୍ରେସ ମାଡ଼ି ଚାଲିଥିବା ବେଳେ ବିଜେଡିର ପ୍ରାର୍ଥୀ ଚୟନ ଅଙ୍କ ଛିଡ଼ୁନି । ବିଜେଡି ୨୪ ବର୍ଷ ଧରି ରାଜ୍ୟର ଶାସନ ଭାର ସମ୍ଭାଳିଥିଲା । ହେଲେ ନୂଆପଡ଼ା…

ଦୁର୍ଗାପୁର ଗଣଧର୍ଷଣ ମାମଲାରେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଗିରଫ

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଧର୍ଷଣ ମାମଲା ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଧର୍ଷଣ ମାମଲାରେ ମଙ୍ଗଳବାର ଦିନ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଦୁର୍ଗାପୁର ପୋଲିସ ଗିରଫ କରିଛି । କ୍ୟାମ୍ପସ…

କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ବିଷୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ…