Author: Nirvay

Death Of Domestic Help In Minister’s House: ଯୋଗାଣ ମନ୍ତ୍ରୀଙ୍କ ବାସଭବନରେ ତାଙ୍କ ସହଯୋଗୀଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ତାଙ୍କର ଜଣେ ସହଯୋଗୀଙ୍କ ଅପମୃତ୍ୟୁ ଓ ତରବରିଆ ଭାବେ ମୃତକଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବାକୁ ନେଇ ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କୁ କାଠଗଡାରେ ଛିଡା…

Budget Session Of Odisha Assembly: ଫେବୃଆରୀ ୧୭ରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ

ଚଳିତ ବର୍ଷ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ । ଏହି ବଜେଟ ଅଧିବେଶନ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ । ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି ବିଧାନସଭାରେ ଅଭିଭାଷଣ ରଖିବେ…

Smart Meter Scam: स्मार्ट मीटर स्कैम: 488 करोड़ का ‘स्मार्ट’ घोटाला?

प्रदूषण सर्टिफिकेट जैसे मामलों में पहले ही ओड़िशा सरकार अपने हाथ जला चुकी है और अब स्मार्ट मीटर परियोजना में भी सरकार ने मानो अपने पैर कीचड़ में डाल दिए…

Beating Retreat Ceremony At Vijay Chowk: ବିଜୟ ଚୌକରେ ବିଟିଂ ରିଟ୍ରିଟ୍ ସମାରୋହ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ବିଜୟ ଚୌକରେ ବିଟିଂ ରିଟ୍ରିଟ୍ ସମାରୋହ ସହିତ ୭୭ତମ ଗଣତନ୍ତ୍ର ଦିବସ ପାଳନ ଶେଷ ହୋଇଛି । ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ଅନେକ ରାଜନେତା…

BJP Holds State-Level Workers’ Meeting: ବିଜେପିର ପ୍ରଦେଶ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଭାରତୀୟ ଜନତା ପାର୍ଟିର ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ବିଧାନସଭା ପ୍ରାର୍ଥୀଙ୍କୁ ନେଇ ଏକ ବିଶେଷ ପ୍ରଦେଶସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Violation of Forest Right Act: କଂଗ୍ରେସ ର ଜଙ୍ଗଲ ଆଇନ ଅଧିକାର ପଦଯାତ୍ରା: ଜଗତସିଂହପୁରରେ ବିରୋଧର ସ୍ୱର

ଜଗତସିଂହପୁର ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନର ହଜାର ହଜାର ଏକର ଜଙ୍ଗଲଜମି ଜେଏସଡବ୍ଲୁ କମ୍ପାନୀକୁ ହସ୍ତାନ୍ତର କରି ସ୍ଥାନୀୟ ଲୋକଙ୍କ ଜୀବନଜୀବିକାକୁ ସଂକଟରେ ପକାଇବା ବିରୋଧରେ ଏରସମା ଅଞ୍ଚଳରେ ପଦଯାତ୍ରାକରି ପିସିସି ସଭାପତି ଭକ୍ତ ଚରଣ ଦାସ ଢ଼ିଙ୍କିଆ ଠାରେ ପହଞ୍ଚି…

Samikshya Portal Launched: ‘ସମୀକ୍ଷା’ ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଷଷ୍ଠ ରାଜ୍ୟ ଅର୍ଥ କମିଶନର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ପୋର୍ଟାଲ ରାଜ୍ୟ ଅର୍ଥ କମିଶନ (SFC)…

CDMS 3.0 Launched: କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ 3.0 ର ଶୁଭାରମ୍ଭ

ଆଜି ପୂର୍ତ୍ତ ବିଭାଗର ଦୁଇଟି ନୂତନ ଆପ୍ଲିକେସନ୍ ର ଶୁଭାରମ୍ଭ ହୋଇଛି । ଡାକ ବଙ୍ଗଳା ବୁକିଂ ପ୍ରକ୍ରିୟାକୁ ଡିଜିଟାଲ୍ କରିବା ଲକ୍ଷ୍ୟରେ “e-IB ଅନଲାଇନ୍ ଆପ୍ଲିକେସନ୍” ଓ କଣ୍ଟ୍ରାକର ପରିଚାଳନା ବ୍ୟବସ୍ଥାକୁ ଅଧିକ ସରଳ,ସ୍ଵଚ୍ଛ ଏବଂ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ…

Equal Opportunity for Transgenders: ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ପାଇଁ OHRC ଙ୍କ ସୁପାରିସ୍‌

ଓଡିଶା ମାନବ ଅଧିକାର ଆୟୋଗ (OHRC) ତୃତୀୟ ଲିଙ୍ଗ/ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ସମାନ ସୁଯୋଗ ଏବଂ ନ୍ୟାୟ ନିଶ୍ଚିତ କରିବା ପାଇଁ କିଛି ସୁପାରିଶ କରିଛନ୍ତି । ଜଣେ ତୃତୀୟ ଲିଙ୍ଗୀଙ୍କ ଆବେଦନ ଆଧାରରେ OHRC ଏହି ସୁପାରିସ୍‌ କରିଛନ୍ତି ।…

President Murmu Addresses Parliament: ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ଆଜି ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ସାମାଜିକ ନ୍ୟାୟ, କଲ୍ୟାଣ ଏବଂ ସ୍ୱଚ୍ଛତା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି…