Author: Nirvay

ପ୍ରକାଶ ପାଇଲା ICSE ଦଶମ ଓ ଦ୍ବାଦଶ ରେଜଲ୍ଟ

କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ହୋଇଥିବା ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି।http.//www.cise.org. ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ସେଠାରୁ ଫଳାଫଳ ଜାଣି ପାରିବେ।ଦଶମରେ ୯୯.୦୮%…

କଂଗ୍ରେସ ମନ୍ତ୍ରୀଙ୍କ ସଚିବଙ୍କ ଘରୁ ୨୦ କୋଟି ଟଙ୍କା ଜବତ

ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଟଙ୍କାର ପାହାଡ଼। ମନ୍ତ୍ରୀଙ୍କ ସଚିବଙ୍କଠାରୁ ପୁଳା ପୁଳା ଟଙ୍କା ହେଲା ଜବତ । ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମ୍‌ଗିର ଆଲମ୍‌ଙ୍କ PS ସଞ୍ଜୀବ ଲାଲଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। ଜବତ ଟଙ୍କାର…

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ରାତିରେ ଉତ୍ତର ପ୍ରଦେଶରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କର ଦର୍ଶନାଭିଳାଷୀ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜଭବନରେ…

ସୁଧୁରୁ ନାହାନ୍ତି IPS ଆଶିଷ ସିଂ, ନିର୍ବାଚନ କମିଶନରଙ୍କୁ ଫେରାଦ ହେଲା ବିଜେପି

IPS ଆଶିଷ ସିଂଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହେଲା କେନ୍ଦ୍ରୀୟ ବିଜେପି ପ୍ରତିନିଧି ଦଳ। ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କଲା ବିଜେପି। ବଦଳି ହୋଇଥିଲେ ବି ବିଜେଡି ପାଇଁ ନିର୍ବାଚନ ପରିଚାଳନା କରୁଛନ୍ତି ଆଶିଷ…

ବିଜେଡି ଅପ୍ରବାସୀ ସାମ୍ମୁଖ୍ୟର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା

ଘୋଷଣା ହେଲା ବିଜୁ ଜନତା ଦଳର ଅପ୍ରବାସୀ ସାମ୍ମୁଖ୍ୟର ରାଜ୍ୟ ପଦାଧିକାରୀଙ୍କ ନାମ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।ତେବେ ବିଭିନ୍ନ ପଦରେ ନିଯୁକ୍ତ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ବିଜେଡିକୁ ହରେଇବା ପାଇଁ ଖଣ୍ଡପଡ଼ାରେ ଅନୁଭବଙ୍କ ମହାମେଣ୍ଟ

ଖଣ୍ଡପଡ଼ା ରାଜନୀତିରେ ନୂଆ ସମୀକରଣ। ବିଜେଡି ବିରୋଧରେ ମେଳି ବାନ୍ଧୁଛନ୍ତି ବିଦ୍ରୋହୀ। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭେଟିଲେ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡା। ବିଜେଡି ଟିକେଟ୍ ଆଶାୟୀ ଥିଲେ ଉଭୟ ଅନୁଭବ ଓ ଗୟାଧର। ତେବେ ଦଳ ସାବିତ୍ରୀ ପ୍ରଧାନଙ୍କ ନାମ…

ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ଜେ.ପି ନଡ୍ଡା

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଅପରାହ୍ନ ୩ଟାରେ ନଡ୍ଡା ଭୁବନେଶ୍ୱରରେ ପହଞ୍ଚିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ବରରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେଉଁ ପ୍ରସଙ୍ଗ ନେଇ…

ନିଜ ମାଟିର ପୁଅ ଓଡ଼ିଶା ନେତା ହୁଅନ୍ତୁ:ଜୟଶଙ୍କର

ଓଡ଼ିଆ ଅସ୍ମିତା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଆଜି ଓଡ଼ିଶା ଗସ୍ତରେ ଆସି ଏହି ପ୍ରସଙ୍ଗରେ ଏସ୍‌. ଜୟଶଙ୍କରଙ୍କ ବଡ ବୟାନ ଦେଇଛନ୍ତି। ଓଡ଼ିଶା ପ୍ରାକୃତିକ ସଂପଦ ଓ ପ୍ରତିଭାରେ ଭରପୂର, କ’ଣ ନାହିଁ ଓଡ଼ିଶାରେ, କିନ୍ତୁ ଓଡ଼ିଶା…

ମୋଦୀଙ୍କ ନେତୃତ୍ୱରେ ଭାରତର କୁଟନୈତିକ ଶକ୍ତି ଦୃଢ଼ ହେଉଛି: ଜୟଶଙ୍କର

ଆଜି ଓଡ଼ିଶା ଗସ୍ତରେ ଆସି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭୁବନେଶ୍ୱରରେ ରଜ୍ୟର ଅଗ୍ରଣୀ ଖବରକାଗଜ, ଟିଭି ଚ୍ୟାନେଲ ଏବଂ ୱେବ୍ ମିଡିଆର ସମ୍ପାଦକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଏଡିଟର୍ସ ମିଟ୍‌ ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ତିନି ପ୍ରମୁଖ ଦଳ ସେମାନଙ୍କ ରଣନୀତି ସେତିକି ଶାଣିତ କରୁଛନ୍ତି। ବିଜେଡି ବିଜେପି ପରେ ଆଜି ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ। ତାଲିକାରେ କଂଗ୍ରେସ ଅଧ୍ୟକ୍ଷ…