Author: Bijaya Laxmi Dash

ଆସନ୍ତାକାଲି ଜାମିନ ଆବେଦନ କରିବେ ଆଇଏଏସ ଅଧିକାରୀ ବିଷ୍ନୁପଦ ସେଠୀ

ଆଜି ସିବିଆଇଙ୍କ ନିକଟରେ ଉପସ୍ଥିତ ହେବାପାଇଁ ନିର୍ଦ୍ଧେଶ ଥିଲେ ହେଁ ଉପସ୍ଥିତ ହୋଇନଥିଲେ ବରିଷ୍ଠ ଆଇଏଏସ ବିଷ୍ନୁପଦ ସେଠୀ । ଏ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁପଦ ସେଠୀଙ୍କ ଓକିଲ। ଓକିଲ ଙ୍କ କହିବା ଅନୁସାରେ “ସାରଙ୍କ ଦେହ ଖରାପ ସେ…

କୋରାପୁଟରେ ‘ପରବ ୨୦୨୪’ ଉଦଘାଟନରେ ଯୋଗ ଦେଲେ ମୋହନ ମାଝୀ

କୋରାପୁଟ ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ଅବିସ୍ମରଣୀୟ ଉତ୍ସବ ‘ପରବ’। ‘ପରବ – ୨୦୨୪’ ମହୋତ୍ସବର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକନୃତ୍ୟ, ଲୋକ ସଙ୍ଗୀତ, ଲୋକ ବାଦ୍ୟ, ଲୋକ ନାଟ୍ୟ, ଲୋକ ସାହିତ୍ୟ, ଲୋକ ଚେତନାକୁ…

ପୁରୁଣା ସ୍ଥାନରେ ଖୋଲିଲା ବିରଜା ହାଟ

ବିଭିନ୍ନ ବାଦବିବାଦ ପରେ ଆଜି ପୁରୁଣା ସ୍ଥାନରେ ହିଁ ଖୋଲିଛି ବିରଜା ହାଟ। ଆଜି ସକାଳୁ ଚାଷୀ ଏବଂ ବ୍ୟବସାୟୀ ମାନେ ପୂର୍ବଭଳି ବିରଜା ହାଟକୁ ଆସି ବ୍ୟବସାୟ କରିଛନ୍ତି। ବିରଜା ପ୍ରକଳ୍ପ ପାଇଁ ହାଟ ସ୍ଥାନାନ୍ତରଣ ନିଷ୍ପତ୍ତି ପରେ ଚାଷୀଙ୍କ…

ଯାତ୍ରା ତୋରଣ ଭୁଶୁଡି ଶତାଧିକ ଆହତ

ସାଲେପୁର ବ୍ଲକ ଅନ୍ତର୍ଗତ ରାଇସୁଂଗୁଡା ଅଂଚଳର ଶନି ପଡିଆ ଠାରେ ଗତ ଶନିବାର ଦିନ ରାତି ପ୍ରାୟ 11ଟା ସମୟରେ ଯାତ୍ରା ପାଟି ରାଜାରାଣୀ ଅପେରା ର ଯାତ୍ରା ଆରମ୍ଭ ପୂର୍ବରୁ ପ୍ରବେଶ ଦ୍ୱାର ନିକଟରେ ଅସ୍ୱାଭାବିକ ଭାବରେ ଭିଡ ଜମିବାରୁ…

ସିବିଆଇ ସମ୍ମୁଖରେ ଆଜି ହାଜର ହୋଇପାରନ୍ତି ବିଷ୍ଣୁପଦ ସେଠୀ

‘ବ୍ରିଜ୍‌ ଆଣ୍ଡ୍‌ ରୁଫ୍ କର୍ପୋରେସନ୍‌’ର ଭୁବନେଶ୍ବର ଜିଜିଏମ୍ ଚଞ୍ଚଲ୍‌ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦିଆଯିବା ମାମଲା ଭିନ୍ନ ମୋଡ଼ ନେଇଛି। ଏହି ମାମଲାରେ ବରିଷ୍ଠ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ନାଁ ଆସିବା ପରେ ସମ୍ପୂର୍ଣ ଘଟଣା ନୂଆ ମୋଡ଼…

ଇଞ୍ଜିନିଅର ଅତୁଲ ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ପତ୍ନୀ ନିକିତା

ଇଞ୍ଜିନିଅର ଆତ୍ମହତ୍ୟା ମାମଲାରେ ଅତୁଲଙ୍କ ପତ୍ନୀଙ୍କୁ ଗିରଫ କରିଛି ପୋଲିସ । ଅତୁଲଙ୍କ ପତ୍ନୀ ନିକିତାଙ୍କ ସମେତ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ଗୁରୁଗ୍ରାମରୁ ଗିରଫ କରିଛି ବେଙ୍ଗଲୁରୁ ପୋଲିସ୍ । ଗତ କିଛିଦିନ ତଳେ…

କଂଗ୍ରେସ ଓ ଗାନ୍ଧୀ ପରିବାର ଉପରେ ବର୍ଷିଲେ ମୋଦି

ସଂସଦର ସମ୍ବିଧାନ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ୭୫ ବର୍ଷର ଉପଲବ୍ଧି ଅସାଧାରଣ। ଭାରତର ଲୋକତନ୍ତ୍ର ସବୁବେଳେ ସମୃଦ୍ଧ ରହିଛି। ଆଜି ବିବୃତ୍ତି ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ୭୫ ବର୍ଷର ସଫଳତା ସହଜ ନୁହେଁ। ସମ୍ବିଧାନର ନିର୍ମାତାମାନେ ବିଶ୍ୱାସ…

ମାଲ୍ୟବନ୍ତ ମହୋତ୍ସବରେ ମାଲକାନଗିରି ବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟି

ମାଲ୍ୟବନ୍ତ ମହୋତ୍ସବ ୨୦୨୪କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହିତ ଏକ ମେଗା ସିମେଣ୍ଟ କାରଖାନା ନିର୍ମାଣ ହେବା ଏବଂ ଏହି ପ୍ରକଳ୍ପରେ ୪୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହିତ ସ୍ଥାନୀୟ ଅଂଚଳର ୨୦୦୦ ଯୁବକ ଯୁବତୀଙ୍କୁ…