କାଲି ଶ୍ରୀଜୀଉଙ୍କ ଆଡ଼ପ ବିଜେ ସମୟରେ ବଡ଼ଠାକୁର ଛାତ୍ରମାଲ୍ରୁ ପଡିଯାଇଥିଲେ। ଏହି ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଘଟଣାକୁ ରାଜ୍ୟ ସରକାର ସାମାନ୍ୟ କହିବା ଅତ୍ୟନ୍ତ ନିନ୍ଦନୀୟ। ରାଜ୍ୟ ସରକାରଙ୍କ ପାଇଁ ଘଟଣା ସାମାନ୍ୟ ହୋଇପାରେ, କିନ୍ତୁ ଜଗନ୍ନାଥପ୍ରେମୀଙ୍କ ପାଇଁ ଘଟଣା ଛୋଟ ନୁହେଁ।କାହିଁକି ଆବଶ୍ୟକ ଠାରୁ ଅଧିକ ଲୋକ ରଥରେ ଥିଲେ ବୋଲି କହିଛନ୍ତି। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *