ତାଜା ଖବର ରାଜ୍ୟ ‘Ama Sathi’ WhatsApp Bot Launched: ‘ଆମ ସାଥୀ’ ୟୁନିଫାଏଡ୍ ହ୍ଵାଟସଆପ୍ ବଟ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ February 5, 2026 Nirvay ଏଣିକି ହ୍ଵାଟସଆପ୍ ରେ ମିଳିବ ରାଜସ୍ୱ ସେବା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ନୂତନ ହ୍ଵାଟସଆପ୍ ବଟ ଉନ୍ମୋଚନ କରିଛନ୍ତି । ଏହି ବଟ ମାଧ୍ୟମରେ ରାଜସ୍ୱ ସେବା ପ୍ରଦାନ କରାଯିବ । ଏଣିକି…
ତାଜା ଖବର ରାଜ୍ୟ Mahanadi Water Dispute: ଲୋକସଭାରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ February 5, 2026 Nirvay ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଲୋକ ସଭାରେ ମହାନଦୀ ଜଳ ବିବାଦ ବିଷୟ ଉଠେଇଥିଲେ । ଛତିଶଗଡ଼ରେ ଉପର ବନ୍ଧ ନିର୍ମାଣର ପ୍ରଭାବ ଓ ଟ୍ରିବ୍ୟୁନାଲ କାର୍ଯ୍ୟବିଧିର ସ୍ଥିତି ବିଷୟରେ ସେ ଜଳ ଶକ୍ତି ମନ୍ତ୍ରାଳୟକୁ ତଥ୍ୟ ମାଗିଥିଲେ । ଛତିଶଗଡ…
ତାଜା ଖବର ଦେଶ Gold, Silver Prices Down: ପୁଣି ଖସିଲା ସୁନା, ରୁପା ଦର February 5, 2026 Nirvay ପୁଣି ଖସିଲା ସୁନା, ରୁପା ଦର । ଗତକାଲି ବଢ଼ିଥିବା ବେଳେ ଆଜି ପୁଣି ସୁନା, ରୁପା ଦର କମିଛି । ୨୪ କ୍ୟାରେଟ୍ ସୁନା ଦର ୫ ହଜାର ୨୦ ଟଙ୍କା ହ୍ରାସ ପାଇଛି । ୧୦ ଗ୍ରାମ୍ ପିଛା…
ରାଜ୍ୟ Spelling Change Of 24 Places In Odisha: ୧୧ ଟି ଜିଲ୍ଲାର ୨୪ ଜାଗାର ଇଂରାଜୀ ନାଁ ହେବ ସଂଶୋଧନ February 5, 2026 Nirvay ଏବେ ଓଡ଼ିଆ ଅନୁସାରେ ରହିବ ଇଂରାଜୀ ନାମ । ଓଡ଼ିଶା ସରକାର ରାଜ୍ୟର ୧୧ଟି ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସଂଶୋଧନ ଅନୁସାରେ, ଓଡ଼ିଆ ନାମ ଅନୁସାରେ ଇଂରାଜୀ ସ୍ପେଲିଙ୍ଗ ରହିବ…
ତାଜା ଖବର ଦେଶ ରାଜ୍ୟ Chennai Central Express Derails: ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ; କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା February 5, 2026 Nirvay ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ । ଯାଜପୁର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରାକ୍ରୁ ୩ଟି ବଗି ଖସି ପଡ଼ିଛି । ତେବେ ଉଦ୍ଧାର ପାଇଁ ଭଦ୍ରକରୁ ଗୋଟିଏ ଟିମ୍…