ରାଜ୍ୟ ଫେବୃଆରୀ ୧୭ ଏବଂ ୨୪ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି February 15, 2025 Nirvay ଆଗାମୀ ଫେବୃଆରୀ ୧୭ ଏବଂ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ (ବଜେଟ ଅଧିବେଶନ) ବଳବତ୍ତର ଥିବା ହେତୁ ଏହି ସୋମବାର ଗୁଡ଼ିକରେ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ…
ଦେଶ ରାଜନୀତି ବଢ଼ିଲା କେଜ୍ରିୱାଲଙ୍କ ଅଡୁଆ, ‘ଶୀଶମହଲ’ର ତଦନ୍ତ ଆରମ୍ଭ February 15, 2025 Nirvay ଦିଲ୍ଲୀ ଆମ୍ ଆଦମୀ ପାର୍ଟି ସଭାପତି ତଥା ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ବଢାଇଛି ତଥାକଥିତ ‘ଶୀଶମହଲ’ । ପ୍ରାଥମିକ ରିପୋର୍ଟ ମିଳିବା ପରେ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ୬ ଫ୍ଲାଗଷ୍ଟାଫ୍ ବଙ୍ଗଲୋ ନବୀକରଣର ପୁଙ୍ଖାନୁଫୁଙ୍ଖ ତଦନ୍ତ…
ରାଜ୍ୟ ଓଡ଼ିଶାର ୨୧୦୦୦ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜସ୍ୱ କୋଠା ନାହିଁ, ୩୧୦୦୦ ରେ ବିଜୁଳି ନାହିଁ: ପ୍ରଭାତୀ ପରିଡ଼ା February 15, 2025 Nirvay ଓଡ଼ିଶାର ହଜାର ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ଭିତ୍ତିଭୂମି ସମସ୍ୟା ଦେଖାଦେଇଛି । ରାଜ୍ୟରେ ୨୧ ହଜାରରୁ ଅଧିକ ଅଙ୍ଗନବାଡି କେନ୍ଦ୍ର ଏବେ ନିଜସ୍ୱ ଉତ୍ସର୍ଗୀକୃତ କୋଠା ବିନା ଚାଲିଛି । ଶନିବାର ବିଧାନସଭା ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ଲିଖିତ…
ରାଜ୍ୟ ରାଜ୍ୟପାଳ ହରି ବାବୁ କମ୍ଭମ୍ପତିଙ୍କୁ ଭେଟିଲେ ସାଂସଦ ବୈଜୟନ୍ତ ପଣ୍ଡା February 15, 2025 Nirvay ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ରାଜଭବନରେ ରାଜ୍ୟପାଳ ହରି ବାବୁ କମ୍ଭମ୍ପତିଙ୍କୁ ଭେଟି ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବାପରେ ହରିବାବୁ…
ରାଜନୀତି ରାଜ୍ୟ କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ସୁର ରାଉତରାୟ February 15, 2025 Nirvay ୯ ମାସ ପରେ ଦଳକୁ ଫେରିଲେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ । ମାର୍ଚ୍ଚ ୨୭ରେ କଂଗ୍ରେସର ସବୁ କମିଟିରୁ ସେ ଇସ୍ତଫା ଦେଇଥିଲେ । ସମର୍ଥକଙ୍କ ସହ କଂଗ୍ରେସ ଭବନକୁ ମୁଣ୍ଡିଆ ମାରି ପ୍ରବେଶ…
ରାଜନୀତି ରାଜ୍ୟ ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ଗୃହ, ୧୨ଟା ଯାଏଁ ବିଧାନସଭା ମୁଲତବୀ February 15, 2025 Nirvay ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନ । ତେବେ ଶନିବାର ଦିନ ବିଧାନସଭା ଆରମ୍ଭରୁ ଗୃହରେ ଅଚଳାବସ୍ଥା ଦେଖାଦେଇଛି । ପ୍ରବଳ ହଟ୍ଟଗୋଳ କାରଣରୁ ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଆଇନ…
ରାଜ୍ୟ ପୁଣି ଜୀବନ ନେଲା ‘ମୋ ବସ୍’; ଧକ୍କାରେ ମହିଳା ମୃତ February 15, 2025 Nirvay ରାଜଧାନୀରେ ଚିନ୍ତା ବଢ଼ାଉଛି ମୋ ବସ୍ ଦୁର୍ଘଟଣା । ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି ବସ୍ ଚାଳକମାନଙ୍କ ବେପରୁଆ ଚାଳନା । ନାବାଳିକାର ମୁତ୍ୟୁ ଘଟଣା ରାଜଧାନୀବାସୀ ଭୁଲି ନଥିବା ବେଳେ କାଲି ସନ୍ଧ୍ୟାରେ ପୁଣି ଅଘଟଣ ଘଟାଇଛି ମୋ ବସ ।…