Month: September 2024

ପୂର୍ବ ସରକାରରେ ମୋତେ ଥାନାରେ ଗେଟ୍‌ ଆଉଟ୍‌ କହିଥିଲେ ଆଇଆଇସି: ମୋହନ ମାଝୀ

ବିରୋଧୀ ଦଳ ନେତା ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବ ସରକାରରେ ଥାନାଧିକାରୀ ଅତି କଠୋର ବ୍ୟବହାର କରିଥିଲେ। ବିରୋଧୀ ଦଳ ନେତା ଭାବେ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିବା କହିଲେ। ଆଇଆଇସି ଅଭିଯୋଗ ଶୁଣିବା ପୂର୍ବରୁ…

ଅକ୍ଟୋବରରୁ ରାସନ କାର୍ଡଧାରୀଙ୍କୁ ଚାଉଳ ସହ ଗହମ ମିଳିବ

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଅକ୍ଟୋବରରୁ ଓଡ଼ିଶାର ରାସନ କାର୍ଡଧାରୀଙ୍କୁ ଚାଉଳ ସହ ଗହମ ମିଳିବ। ଏ ନେଇ କେନ୍ଦ୍ର ସରକାର ଓଡ଼ିଶା ସମେତ ୯ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ଚିଠି ଅନୁଯାୟୀ, ମନ୍ତ୍ରୀମାନଙ୍କର ଏକ କମିଟି…

୪୦୦ କୋଟି ଟଙ୍କାର ଅନଲାଇନ ଗେମିଙ୍ଗ; ଠକେଇ କରି ୨ ଓଡ଼ିଆ ଯୁବକ ଗିରଫ

ଅନଲାଇନ ଗେମିଙ୍ଗ ଆପ ଫ୍ରିୱିନ ସହ ଜଡିତ ୪୦୦ କୋଟି ଟଙ୍କାର ଠକେଇର ପର୍ଦ୍ଦାଫାଶ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିଛି, ଯେଉଁଥିରେ ଚୀନ ନାଗରିକମାନେ ସମ୍ପୃକ୍ତ ଥିବା ଜଣାଯାଇଛି। ଏହି ମାମଲାରେ ଚୀନ ନାଗରିକଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ଦୁଇଜଣ ଓଡ଼ିଆ…

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏଥିସହ କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ହେବ। ସକାଳୁ ସକାଳୁ ତୁହାକୁତୁହା ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହେବା…

ଧର୍ମେନ୍ଦ୍ର ହେବେ କି ପରବର୍ତ୍ତୀ ଭାଜପା ଅଧ୍ୟକ୍ଷ ?

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡିଶା ଗସ୍ତ ଶେଷ କରି ଫେରି ଯାଇଛନ୍ତି। ଅଧ୍ୟକ୍ଷ ଭାବେ ଏହା ବୋଧହୁଏ ତାଙ୍କର ଶେଷ ଓଡିଶା ଗସ୍ତ। ତାଙ୍କ ଅଧ୍ୟକ୍ଷତା କାଳରେ ଓଡ଼ିଶାରେ ପଦ୍ମ ଫୁଟିଛି। ୨୪ ବର୍ଷର ଶଙ୍ଖ ସରକାର…

ସରୋଗାସୀ ପିତୃତ୍ୱ ଓ ମାତୃତ୍ୱ ଛୁଟି ବ୍ୟବସ୍ଥା କଲେ ରାଜ୍ୟ ସରକାର

ରାଜ୍ୟ ସରକାର ସରୋଗାସୀ ପିତୃତ୍ୱ ଓ ମାତୃତ୍ୱ ଛୁଟି ବ୍ୟବସ୍ଥା କରିଛନ୍ତି। ଅନ୍ୟକୁ ଗର୍ଭ ଉଧାର ଦେଉଥିବା ସରକାରୀ ଚାକିରିଆ ମହିଳାଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ମିଳିବ। ସେହିପରି ପିତା ଯଦି ସରକାରୀ ଚାକିରିଆ ହୋଇଥିବା ନିୟମ ଅନୁସାରେ ତାଙ୍କୁ…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୩ଟି ପରମ ରୁଦ୍ର ସୁପର କମ୍ପ୍ୟୁଟର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧୩୦ କୋଟି ଟଙ୍କା ମୂଲ୍ୟର ୩ଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଶୁଭାରମ୍ଭ କରିଛନ୍ତି । ଜାତୀୟ ସୁପରକମ୍ପ୍ୟୁଟିଂ ମିଶନ (ଏନଏସଏମ) ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ…

ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରି ହାର ବଢ଼ାଇଲେ କେନ୍ଦ୍ର ସରକାର

ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ଭାରିଏବଲ୍ ମହଙ୍ଗା ଭତ୍ତା (ଭିଡିଏ)କୁ ସଂଶୋଧନ କରି ସର୍ବନିମ୍ନ ମଜୁରି ହାର ବୃଦ୍ଧି ଲାଗି ଘୋଷଣା କରିଛନ୍ତି। ବର୍ଦ୍ଧିତ ଜୀବନଧାରଣ ଖର୍ଚ୍ଚର ମୁକାବିଲା କରିବାରେ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ଏହା…

ନନ୍ଦନକାନନରେ ହାତୀ ଶାବକ ‘ଅଭି’ର ମୃତ୍ୟୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୭ ମାସର ହାତୀ ଶାବକ ‘ଅଭି’ର ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ହରପିସ୍‌ ସଂକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଉଛି। ୧୯ ତାରିଖରେ ହାତୀ ଅସୁସ୍ଥ ହେବାରୁ…

ମଙ୍କିପକ୍ସ ନେଇ ସମସ୍ତ ରାଜ୍ୟ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ମଙ୍କିପକ୍ସ ନେଇ ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଦେଶରେ ଦୁଇ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତ ରାଜ୍ୟ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି କରିଛନ୍ତି। ଚିଠି ମାଧ୍ୟମରେ ସଚେତନ ବାର୍ତ୍ତା…