Month: February 2023

ରାଜ୍ୟରେ କମିବ ଶୀତ, ବଢ଼ିବ ତାପମାତ୍ରା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବଢ଼ିବା ସହ ଶୀତର ପ୍ରକୋପ କମିବ । ଆଗକୁ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ବଢ଼ିବାକୁ ଥିବାବେଳେ ଶୀତ ଆହୁରି କମିବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ…

ଟ୍ରକ୍‌- ଲୁନା ମୁହାଁମୁହିଁ ଧକ୍କା: ଦୁଇ ବୃଦ୍ଧଙ୍କ ମୃତ୍ୟୁ

ନିର୍ଭୟ ମିଡ଼ିଆ : ରଣପୁର : ନୟାଗଡ଼ ଜିଲ୍ଲା ରଣପୁରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ୍‌ ଓ ଲୁନା ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଆଜି ଏକ…

ବାରହା ଆକ୍ରମଣରେ ୪ ଆହତ, ୨ ଗୁରୁତର

ନିର୍ଭୟ ମିଡ଼ିଆ : ସୋର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଶରୀପୁର ପଞ୍ଚାୟତ ଉପରସାହିରେ ଆଜି ସକାଳେ ଏକ ବାରହା ଆକ୍ରମଣରେ ଗ୍ରାମର ୪ ଜଣ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ…

ପ୍ରକାଶ ପାଇଲା ଜେଇଇ ମେନ୍‌ ୨୦୨୩ ପରୀକ୍ଷା ଫଳାଫଳ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନେସ୍‌ନାଲ୍‌ଟେଷ୍ଟି ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍‌୨୦୨୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ ଏବେ ସେମାନଙ୍କ ଫଳାଫଳ ଜେଇଇମେନ୍‌.ଏନ୍‌ଟିଏ.ଏନ୍‌ଟିସି.ଇନ୍‌…

ଲଗାଣ ବର୍ଷା ପରେ ଭୁସ୍ଖଳନ; ୩୬ ଜଣଙ୍କ ମୃତ୍ୟୁ

ଏଜେନ୍ସୀ : ପେରୁ : ଦକ୍ଷିଣ ପେରୁରେ ଲଗାଣ ବର୍ଷା ହେତୁ ଅନେକ ଧନଜୀବନ ପ୍ରଭାବିତ ହୋଇଛି । ଲଗାତର ବର୍ଷା ହେତୁ ଭୁସ୍ଖଳନ ଘଟି ଏବେ ସୁଦ୍ଧା ବିଭିନ୍ନ ଗ୍ରାମରୁ ୩୬ ଜଣଙ୍କ ଜୀବନ ଯାଇସାରିଲାଣି । ଗଣମାଧ୍ୟମ ସଂସ୍ଥା…

ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ, ୬ ଗୁରୁତର

ନିର୍ଭୟ ମିଡ଼ିଆ : ଭଦ୍ରକ : ରାସ୍ତା କଡ଼ରେ ଖରାପ ହୋଇ ଛିଡ଼ା ହୋଇଥିବା ଏକ ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସରେ ଥିବା ୬ ଜଣ ଗୁରୁତର ହୋଇଛନ୍ତି । ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତ ରାତିରେ ଭଦ୍ରକ…

ରାତି ଅଧରେ ରାଜଧାନୀରେ ଫୁଟିଲା ବୋମା, ୩ ଗୁରୁତର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପୁଣି ଥରେ ଅଶାନ୍ତ ହୋଇ ଉଠିଛି ରାଜଧାନୀ । ରାତି ଅଧରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଛି ବୋମା । ଏହି ବୋମାମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି । ଖାଇବାକୁ ନେଇ ବଚସା ହେବାରୁ…

ତୁର୍କୀ ଓ ସିରିୟାରେ ୭.୮ ତୀବ୍ରତା ସମ୍ପନ୍ନ ଭୂମିକମ୍ପ: ୧୦୦ରୁ ଅଧିକ ମୃତ

ଏଜେନ୍ସୀ : ନୂଆଦିଲ୍ଲୀ : ତୁର୍କୀ ଓ ସିରିୟାରେ ଆଜି ଭୋରରୁ ଅନୁଭୂତ ହୋଇଥିବା ଭୟଙ୍କର ଭୂକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବାର ବେଳେ ଶତାଧିକ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି ।…

ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ନିର୍ଭୟ ମିଡ଼ିଆ : ଆଠଗଡ଼ : ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକ ଧନେଶ୍ୱର ବେହେରାଙ୍କ ପରିବାର ଓ ସଂପର୍କୀୟ । ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ୱର ବେହେରା ଜଣେ ଦିନ ମଜୁରିଆ ।…

ସୁପ୍ରିମ୍‌କୋର୍ଟରେ ପହଞ୍ଚିଲା ଆଦାନି ଏଣ୍ଟର୍‌ ପ୍ରାଇଜେସ ମାମଲା

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ଏକ ଜନସ୍ୱାର୍ଥ ମାମଲା ଜରିଆରେ ‘ଆଦାନି ଏଣ୍ଟର୍‌ପ୍ରାଇଜେସ୍‌’ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ‘ହିଣ୍ଡେନ୍‌ବର୍ଗ ରିସର୍ଚ’ ବିରୋଧରେ ତଦନ୍ତ କରାଯାଉ ବୋଲି ଉକ୍ତ ଜନସ୍ୱାର୍ଥ ମାମଲାରେ ନିବେଦନ କରାଯାଇଛି । ସୂଚନାଯୋଗ୍ୟ,…