Day: 2 February 2023

ପୁଅ ସହ ଘରେ ଶୋଇଥିଲେ ବାପା-ମା’, ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ନିର୍ଭୟ ମିଡ଼ିଆ : ଝାରସୁଗୁଡ଼ା : ରାତି ଅଧରେ ପରିବାରର ୩ ସଦସ୍ୟ ଶୋଇଥିଲେ । ହଠାତ୍‌ଘରେ ନିଆଁ ଲାଗିଗଲା । ଏଥିରେ ଜଳି ଗୁରୁତର ହୋଇଛନ୍ତି ବାପା, ମା’ ଓ ପୁଅ । ପରିବାର ସମସ୍ତ ୩ ଜଣ ମୃତ୍ୟୁ…

ଟ୍ରକ୍‌କୁ ପିଟିଲା ଟ୍ରକ୍‌; ୫ ମୃତ, ୯ ଗୁରୁତର

ଏଜେନ୍ସୀ : ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଗତକାଲି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଆଖୁ ବୋଝେଇ ଟ୍ରକ୍‌ ଓ ଏକ ଶ୍ରମିକ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ…

ବିନା ସର୍ଚ୍ଚ ୱାରେଣ୍ଟରେ ଆମେରିକା ରାଷ୍ଟ୍ରପତିଙ୍କ ଘରେ ପଶିଲା ଏଫବିଆଇ

ଏଜେନ୍ସୀ : ଆମେରିକା : ମାତ୍ର ୧୦ ଦିନ ବ୍ୟବଧାନରେ ପୁଣି ଥରେ ଆମେରିକା ରାଷ୍ଟ୍ରପତିଙ୍କ ଘରେ ପଶିଛି ଏଫବିଆଇ । ଗତ ଥର ଏଫବିଆଇ ବାଇଡେନଙ୍କ ବିଲମିଙ୍ଗଟନସ୍ଥିତ ଘରେ ପଶିଥିବା ବେଳେ ଗତକାଲି ରେହୋବୋଥ ବିଚ୍‌ହାଉସ୍‌ରେ ଥିବା ଘରେ ପଶି…

ମସଜିଦରେ ବିସ୍ଫୋରଣ ଘଟଣା: ବନ୍ଧା ହେଲେଣି ୧୭

ଏଜେନ୍ସୀ : ପେଶୱାର : ପାକିସ୍ତାନର ପେଶୱାରର ଏକ ମସଜିଦରେ ଗତ ସୋମବାର ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ଶହେ ଜଣ ପ୍ରାଣ ହରାଇଥିଲେ । ଏହି ଘଟଣାର ତନାଘନା ଆରମ୍ଭ କରିଥିବା ପାକିସ୍ତାନ ପୁଲିସ୍‌ଏ ଯାବତ ୧୭ ଜଣଙ୍କୁ ଗିରଫ…

ପାଇଖାନା ଟାଙ୍କିରୁ ମିଳିଲା ଗୋପାଳର ହାତ ଲେଖା ଚିଠି

ନିର୍ଭୟ ମିଡ଼ିଆ : ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଆସିଛି ନୂଆ ଟ୍ଵିଷ୍ଟ । ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କଲା ସେ ସମ୍ପର୍କରେ ଲେଖିଥିବା ହାତଲେଖା ଚିଠି ପାଇଖାନା ଟାଙ୍କିରୁ ମିଳିଛି ।…