Day: 7 February 2023

ଭୂକମ୍ପରେ ପୁଣି ଦୋହଲିଲା ତୁର୍କୀ,୨୪ ଘଣ୍ଟାରେ ୪ ଥର ଝଟ୍‌କା

ଏଜେନ୍ସୀ : ଅଙ୍କାରା : ତୁହାକୁ ତୁହା ଆସୁଛି ଭୂମିକମ୍ପ । ଦୋହଲିବାରେ ଲାଗିଛି ତୁର୍କୀ । ଗତ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂମିକମ୍ପର ଝଟ୍‌କା ଅନୁଭୂତ ହେଲାଣି । ମଙ୍ଗଳବାର ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର…

ତୁର୍କୀ-ସିରିଆ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର, ସହାୟତା ପଠାଇଲା ଭାରତ

ଏଜେନ୍ସୀ : ଅଙ୍କାରା : ତୁର୍କୀରେ ତାଣ୍ଡବ ରଚିଲା ପ୍ରକୃତି । ୨୪ ଘଣ୍ଟା ମଧ୍ୟରେ ତିନି ତିନିଟି ଭୂମିକମ୍ପରେ ଥରହର ହେଲା ତୁର୍କୀ । ଗତକାଲି ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଏଯାଏଁ ୪ ହଜାରରୁ ଅଧିକ ଲୋକଙ୍କ…

ରାଜ୍ୟରେ କମିବ ଶୀତ, ବଢ଼ିବ ତାପମାତ୍ରା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବଢ଼ିବା ସହ ଶୀତର ପ୍ରକୋପ କମିବ । ଆଗକୁ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ବଢ଼ିବାକୁ ଥିବାବେଳେ ଶୀତ ଆହୁରି କମିବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ…

ଟ୍ରକ୍‌- ଲୁନା ମୁହାଁମୁହିଁ ଧକ୍କା: ଦୁଇ ବୃଦ୍ଧଙ୍କ ମୃତ୍ୟୁ

ନିର୍ଭୟ ମିଡ଼ିଆ : ରଣପୁର : ନୟାଗଡ଼ ଜିଲ୍ଲା ରଣପୁରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ୍‌ ଓ ଲୁନା ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଆଜି ଏକ…

ବାରହା ଆକ୍ରମଣରେ ୪ ଆହତ, ୨ ଗୁରୁତର

ନିର୍ଭୟ ମିଡ଼ିଆ : ସୋର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଶରୀପୁର ପଞ୍ଚାୟତ ଉପରସାହିରେ ଆଜି ସକାଳେ ଏକ ବାରହା ଆକ୍ରମଣରେ ଗ୍ରାମର ୪ ଜଣ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ…

ପ୍ରକାଶ ପାଇଲା ଜେଇଇ ମେନ୍‌ ୨୦୨୩ ପରୀକ୍ଷା ଫଳାଫଳ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନେସ୍‌ନାଲ୍‌ଟେଷ୍ଟି ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ କରାଯାଇଥିବା ଜେଇଇ ମେନ୍‌୨୦୨୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ ଏବେ ସେମାନଙ୍କ ଫଳାଫଳ ଜେଇଇମେନ୍‌.ଏନ୍‌ଟିଏ.ଏନ୍‌ଟିସି.ଇନ୍‌…

ଲଗାଣ ବର୍ଷା ପରେ ଭୁସ୍ଖଳନ; ୩୬ ଜଣଙ୍କ ମୃତ୍ୟୁ

ଏଜେନ୍ସୀ : ପେରୁ : ଦକ୍ଷିଣ ପେରୁରେ ଲଗାଣ ବର୍ଷା ହେତୁ ଅନେକ ଧନଜୀବନ ପ୍ରଭାବିତ ହୋଇଛି । ଲଗାତର ବର୍ଷା ହେତୁ ଭୁସ୍ଖଳନ ଘଟି ଏବେ ସୁଦ୍ଧା ବିଭିନ୍ନ ଗ୍ରାମରୁ ୩୬ ଜଣଙ୍କ ଜୀବନ ଯାଇସାରିଲାଣି । ଗଣମାଧ୍ୟମ ସଂସ୍ଥା…