Day: 6 February 2023

ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ, ୬ ଗୁରୁତର

ନିର୍ଭୟ ମିଡ଼ିଆ : ଭଦ୍ରକ : ରାସ୍ତା କଡ଼ରେ ଖରାପ ହୋଇ ଛିଡ଼ା ହୋଇଥିବା ଏକ ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସରେ ଥିବା ୬ ଜଣ ଗୁରୁତର ହୋଇଛନ୍ତି । ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତ ରାତିରେ ଭଦ୍ରକ…

ରାତି ଅଧରେ ରାଜଧାନୀରେ ଫୁଟିଲା ବୋମା, ୩ ଗୁରୁତର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପୁଣି ଥରେ ଅଶାନ୍ତ ହୋଇ ଉଠିଛି ରାଜଧାନୀ । ରାତି ଅଧରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଛି ବୋମା । ଏହି ବୋମାମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି । ଖାଇବାକୁ ନେଇ ବଚସା ହେବାରୁ…

ତୁର୍କୀ ଓ ସିରିୟାରେ ୭.୮ ତୀବ୍ରତା ସମ୍ପନ୍ନ ଭୂମିକମ୍ପ: ୧୦୦ରୁ ଅଧିକ ମୃତ

ଏଜେନ୍ସୀ : ନୂଆଦିଲ୍ଲୀ : ତୁର୍କୀ ଓ ସିରିୟାରେ ଆଜି ଭୋରରୁ ଅନୁଭୂତ ହୋଇଥିବା ଭୟଙ୍କର ଭୂକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବାର ବେଳେ ଶତାଧିକ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି ।…

ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ନିର୍ଭୟ ମିଡ଼ିଆ : ଆଠଗଡ଼ : ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକ ଧନେଶ୍ୱର ବେହେରାଙ୍କ ପରିବାର ଓ ସଂପର୍କୀୟ । ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ୱର ବେହେରା ଜଣେ ଦିନ ମଜୁରିଆ ।…