Day: 1 February 2023

ବଜେଟ୍‌ : କ’ଣ ଶସ୍ତା, କ’ଣ ମହଙ୍ଗା ହେବ ?

ଏଜେନ୍ସୀ : ନୂଆଦିଲ୍ଲୀ : ନୂଆ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଆୟକର ଛାଡ଼ସୀମା ବୃଦ୍ଧି କରି ମ୍ମବିତ୍ତ ଶ୍ରେଣୀଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି । ଏହାଛଡ଼ା ସେ କେତେକ ସାମଗ୍ରୀ ଉପରେ ଟିକସ ହ୍ରାସ କରିଛନ୍ତି । ଫଳରେ ସେସବୁ…

ଦୁର୍ବୃତ୍ତଙ୍କ ଆକ୍ରମଣ, ୩ ଗୁରୁତର

ନିର୍ଭୟ ମିଡ଼ିଆ : ବଲାଙ୍ଗୀର : ଦୁର୍ବୃତ୍ତର ଲୁହା ରଡ୍‌ ଆକ୍ରମଣରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି । ବଲାଙ୍ଗିର ସହରର ଶାନ୍ତିପଡାରେ ଗତକାଲି ସନ୍ଧ୍ୟାରେ ଏପରି ଘଟଣା ଘଟିଛି । ଆହତମାନେ ହେଲେ ମମତା ମେହେର, ତାଙ୍କ ଭଉଣୀ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ପୁଲିସ କର୍ମଚାରୀ ମୃତ, ୩ ଆହତ

ନିର୍ଭୟ ମିଡ଼ିଆ : ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁହରିଆ ପାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ…

ଆଜିଠୁ ୪ଦିନିଆ ରିମାଣ୍ଡରେ ଯିବ ଗୋପାଳ ଦାସ

ନିର୍ଭୟ ମିଡ଼ିଆ : ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜିଠୁ ୪ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଏଥିପାଇଁ ବ୍ରଜରାଜନଗର ଜେଏମ୍‌ଏଫସି କୋର୍ଟ କ୍ରାଇମବ୍ରାଞ୍ଚକୁ ଅମୁମୋଦନ ପ୍ରଦାନ କରିଛନ୍ତି…

ବଜେଟ୍‌ ୨୦୨୩-୨୪ : କୃଷି ଓ ଗ୍ରାମୀଣ ଷ୍ଟାର୍ଟ ଅପ୍‌ ଗୁଡ଼ିକୁ ପ୍ରେତ୍ସାହନ ଦିଆଯିବ

ଏଜେନ୍ସୀ : ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି । ଏହା ଅମୃତ କାଳରେ ପ୍ରଥମ ବଜେଟ୍‌ ବୋଲି ସେ କହିଛନ୍ତି । ପୂର୍ବ ବଜେଟଗୁଡ଼ିକ ମାଧ୍ୟମରେ ତିଆରି କରାଯାଇଥିବା…

ନବ ଦାସଙ୍କୁ ହତ୍ୟା ଘଟଣା: ମନ୍ତ୍ରୀଙ୍କ ପିଏସଓ ନିଲମ୍ବିତ, ବ୍ରଜରାଜନଗର ଆଇଆଇସିଙ୍କ ବଦଳି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ରାଜ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ନବ ଦାସଙ୍କ ମୃତ୍ୟୁ ପରେ ମନ୍ତ୍ରୀଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଛି । ଏଣେ ବ୍ରଜରାଜନଗର ଆଇଆଇସି…

ଲୋକସଭାରେ ବଜେଟ୍‌ ଉଦ୍‌ବୋଧନ ଆରମ୍ଭ କଲେ ନିର୍ମଳା ସୀତାରମଣ

ଏଜେନ୍ସୀ : ନୂଆଦିଲ୍ଲୀ : ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ବେଳେ ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରି ଉଦ୍‌ବୋଧନ ଆରମ୍ଭ କରିଛନ୍ତି । ୨୦୨୩-୨୪ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମେ…