Month: November 2022

ରୋଗୀଙ୍କୁ ମିଳିଲେନି ବ୍ଲଡ ଡୋନର, ଡାକ୍ତର ସାଜିଲେ ଦେବଦୂତ

ଏଜେନ୍ସୀ : ଡେରାଡୁନ : ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । ରୋଗୀକୁ ପୁନଃଜନ୍ମ ଦେଇଥାନ୍ତି ଡାକ୍ତର । ହେଲେ ଏବେ ଡାକ୍ତର-ରୋଗୀ ସମ୍ପର୍କ ମଧ୍ୟରେ ତିକ୍ତତା ଦେଖାଯାଉଥିବା ବେଳେ ମରି ଯାଉଛି ମାନବିକତା । ହେଲେ ଏଥିରେ…

ମିଳିମିଳାରେ ଗଲାଣି ୧୨ ଶିଶୁଙ୍କ ଜୀବନ

ଏଜେନ୍ସୀ : ମୁମ୍ବାଇ : ମୁମ୍ବାଇକୁ କଲବଲ କରୁଛି ମିଳିମିଳା । ଏଯାଏ ଗଲାଣି ୧୨ ଶିଶୁଙ୍କ ଜୀବନ । ଗତକାଲି ଏକ ୮ ମାସର ଶିଶୁ ମିଳିମିଳାରେ ଆକ୍ରାନ୍ତ ହୋଇ ଆଖି ବୁଜିଥିବା ସୂଚନା ମିଳିଛି । ମଙ୍ଗଳବାର ମଧ୍ୟ…

ଆଜିଠୁ ଶୀତ ଅଧିବେଶନ, ସରଗରମ କରିପାରେ ନାଗ ମାମଲା

ନିର୍ଭୟ ମିଡିଆ : ଭୁବନେଶ୍ୱର : ଗୁରୁବାରଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ପୂର୍ବାହ୍ନ ୧୧ଟା ବେଳେ ଗୃହ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯିବ । ଗୃହରେ ଶୋକପ୍ରସ୍ତାବ ଆସିବା ପରେ ବାଚସ୍ପତି ଏହା…

ବାପାକୁ ପିଟି ପିଟି ମାରିଦେଲେ ମା’, ପୁଅ ଓ ଝିଅ

ନିର୍ଭୟ ମିଡ଼ିଆ : ଭଦ୍ରକ : ବାପାକୁ ପିଟି ପିଟି ମାରିଦେଲେ ମା’ଓ ୪ ପୁଅ ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଦୌଲତପୁର ଅଞ୍ଚଳରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ…

ଶଗଡ଼ ଉପରେ ମାଡ଼ିଗଲା ଟ୍ରକ୍‌, ୨ବଳଦ ସହ ଦମ୍ପତି ମୃତ

ନିର୍ଭୟ ମିଡ଼ିଆ : ଦେବଗଡ଼ : ଶଗଡ଼କୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରକ୍‌ । ଦୁର୍ଘଟଣାରେ ୨ଟି ବଳଦଙ୍କ ସହ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ଏଭଳି ଦୁର୍ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ନିକଟ ୪୯ ନମ୍ବର ଜାତୀୟ…

ହରେ କୃଷ୍ଣ ହରେ ରାମ’ ଜପୁଥିବା ସମୟରେ ଟଳିପଡ଼ିଲେ ପୂଜକ

ନିର୍ଭୟ ମିଡ଼ିଆ : ବିନିକା : ଚାଲିଥିଲା ସତସଙ୍ଗ କାର୍ଯ୍ୟକ୍ରମ । ମୃଦଙ୍ଗର ତାଳେ ତାଳେ ଗିନି ବଜାଇ ହରେ କୃଷ୍ଣ ହରେ ରାମ ଜପୁଥିଲେ ସମସ୍ତେ । ହେଲେ ନାମ ସଂକୀର୍ତ୍ତନ ଗାଉ ଗାଉ ହଠାତ୍‌ ଟଳିପଡିଲେ ପୂଜକ ।…

ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ବନ୍ଦ

ନିର୍ଭୟ ମିଡ଼ିଆ : କଣ୍ଟାବାଞ୍ଜି/ଟିଟିଲାଗଡ଼ : ଜିଲ୍ଲା ମାନ୍ୟତା ଦାବିରେ ଆଜି କଣ୍ଟାବାଞ୍ଜି ଓ ଟିଟିଲାଗଡ଼କୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ । ଟିଟିଲାଗଡ଼…

ମହୁମାଛି ଆକ୍ରମଣରେ ୧୨ ଆହତ, ୨ ଗୁରୁତର

ନିର୍ଭୟ ମିଡ଼ିଆ : ଆନନ୍ଦପୁର : ସ୍କୁଲରେ ଥିବା ମହୁଫେଣାକୁ ଝାମ୍ପ ମାରି ପଳାଇଗଲା ମାଙ୍କଡ଼ । ହେଲେ ମହୁମାଛିଙ୍କ ଆକ୍ରୋଶର ଶିକାର ହେଲେ କୋମଳମତି ପିଲା । ମହୁମାଛିମାନେ ପିଲାମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ । ଏପରି ଅଭାବନୀୟ ଘଟଣା…

ଜଙ୍ଗଲରୁ ବନ୍ଧୁକ ସହ ବିସ୍ଫୋରକ ଓ ୭୪ ପ୍ରକାର ମାଓ ସାମଗ୍ରୀ ଜବତ

ନିର୍ଭୟ ମିଡ଼ିଆ :ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ। ଗତକାଲି ଯୋଡାମ୍ବ ଜଙ୍ଗଲରେ ଅପରେସନ ବେଳେ ମାଟି ତଳେ ପୋତା ହୋଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୁଲିସ।…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ୟ୍ୟାୟରେ ପ୍ରତି ତୋଳାଳିଙ୍କୁ ଦିଆଯିବ ୧ ହଜାର ଟଙ୍କା। ସେହିପରି ପ୍ରତି ସିଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ…