Day: 11 November 2022

ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତ ହେବେ ଭାଜପା ପ୍ରାର୍ଥୀ: କୁସୁମ ଟେଟେ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭାଜପା ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବ। ଭାଜପା ବିଧାୟିକା କୁସୁମ ଟେଟେ ଆଜି ଏହି ସୂଚନା ଦେଇଛନ୍ତି। ପ୍ରଦୀପ ୧୪ ତାରିଖରେ ନାମାଙ୍କନ…

ଅଙ୍ଗନୱାଡି କେନ୍ଦ୍ରରେ ହଠାତ୍ ଲାଗିଗଲା ନିଆଁ

ନିର୍ଭୟ ମିଡ଼ିଆ : ସାଲେପୁର : ଅଙ୍ଗନୱାଡି କେନ୍ଦ୍ରରେ କୁନି କୁନି ପିଲା ପାଠ ପଢ଼ୁଥିବା ବେଳେ ହଠାତ୍ ଘଟିଲା ଅଘଟଣ । ଗ୍ୟାସ୍ ଟାଙ୍କି ଫାଟି ନିମିଷେକ ମଧ୍ୟରେ ହୁତୁହୁତୁ ହୋଇ ଜଳିଉଠିଲା ସମ୍ପୂର୍ଣ୍ଣ ଅଙ୍ଗନୱାଡି କେନ୍ଦ୍ର । ହେଲେ…

ରାଜୀବ ଗାନ୍ଧିଙ୍କ ସମସ୍ତ ହତ୍ୟାକାରୀଙ୍କୁ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏଜେନ୍ସୀ : ନୂଆଦିଲ୍ଲୀ : ଜେଲରୁ ଖଲାସ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସମସ୍ତ ୬ ହତ୍ୟାକାରୀ। ରାଜୀବ ଗାନ୍ଧିଙ୍କୁ ବୋମା ବିସ୍ଫୋରଣରେ ହତ୍ୟା କରିଥିବା ସମସ୍ତ ୬ ଦୋଷୀ ଆଜୀବନ ଜେଲ ଦଣ୍ଡ ପାଇଁ ଜେଲରେ ସଜା କାଟୁଛନ୍ତି।…

କାରରୁ ମିଳିଲା ନଗଦ ୨ କୋଟି ଟଙ୍କା

ଏଜେନ୍ସୀ : ନୋଏଡା : କାରରୁ ମିଳିଛି ନଗଦ ୨ କୋଟିରୁ ଅଧିକ ଟଙ୍କା। ନୋଏଡା ପୁଲିସ୍ ସେକ୍ଟର ୫୮ ଅଞ୍ଚଳରୁ ଗୋଟିଏ କାରକୁ ଯାଞ୍ଚ କରିବା ବେଳେ ଏତେ ପରିମାଣର ଟଙ୍କା ମିଳିଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ…

ପୁଲିସ ଓ ସେନାର ମିଳିତ ଅପରେସନ, ଟଳିଲା ଜୈଶ ଆତଙ୍କବାଦୀ

ଏଜେନ୍ସୀ : ଶୋପିଆନ : ଜମ୍ମୁ-କଶ୍ମୀର ପୁଲିସ୍‌ଓ ସେନା ପକ୍ଷରୁ ଶୋପିଆନର କାପରେନ ଅଞ୍ଚଳରେ ଜାରି ରହିଥିବା ଅପରେସନକୁ ବଡ଼ ସଫଳତା ମିଳିଛି । ବର୍ତ୍ତମାନ ସୁଦ୍ଧା ଏହି ମିଳିତ ଅପରେସନର ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀ…

ୟୁକ୍ରେନ ଫେରନ୍ତା ଭାରତୀୟ ଶିକ୍ଷାର୍ଥୀଙ୍କୁ ବଡ଼ ଅଫର ଦେଲା ରୁଷ

ଏଜେନ୍ସୀ : ଚେନ୍ନାଇ : ଯୁଦ୍ଧ ଯୋଗୁ ଅଧାରୁ ପାଠପଢ଼ା ଛାଡ଼ି ଭାରତ ଫେରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର । ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ଭାରତୀୟ ଶିକ୍ଷାର୍ଥୀଙ୍କୁ ବଡ଼ ଅଫର ଦେଇଛି ରୁଷ । ଅଧାରୁ…

ମହିଳାଙ୍କୁ ଜିମ ମନା, ଜାରି ହେଲା ନିର୍ଦ୍ଦେଶନାମା

ଏଜେନ୍ସୀ : କାବୁଲ : ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଧୀରେଧୀରେ ମହିଳାଙ୍କ ସ୍ୱାଧୀନତାକୁ ସଙ୍କୁଚିତ କରିବା ଆରମ୍ଭ କରିଛି । ପ୍ରଥମେ ମହିଳାମାନଙ୍କୁ ତାଲିବାନ ସରକାର ପାର୍କ ମନା କରିଥିଲା । ଏବେ ସେମାନଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି…

ଆମେରିକାରେ ଇତିହାସ ରଚିଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ନବୀଲା

ଏଜେନ୍ସୀ : ୱାଂଶିଟନ : ଆମେରିକାରେ ଇତିହାସ ରଚିଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ୨୩ ବର୍ଷୀୟ ନବୀଲା ସୟିଦ ସର୍ବକିନଷ୍ଠ ସଦସ୍ୟ ଭାବେ ଇଲିନୋଇସ୍‌ ସାଧାରଣ ମହାସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଆମେରିକାର ମ୍ମବର୍ତ୍ତୀକାଳୀନ ନିର୍ବାଚନରେ ଜିତି…

ଭାରତରେ ଲଞ୍ଚ ହେଲା ଟ୍ୱିଟରର ଦେୟ ଯୁକ୍ତ ସେବା, ମାସକୁ ଦେବାକୁ ପଡ଼ିବ ୭୧୯ ଟଙ୍କା

ଏଜେନ୍ସୀ : ନୂଆଦିଲ୍ଲୀ : ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ଭାରତରେ ଆରମ୍ଭ କରିଛନ୍ତି କମ୍ପାନୀର ଦେୟ ଯୁକ୍ତ ଭେରିଫିକେସନ ବ୍ୟବସ୍ଥା । କମ୍ପାନୀର ବ୍ଲୁ ସର୍ଭିସ ଗୁରୁବାର ଠାରୁ ଭାରତରେ ଲଞ୍ଚ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି ।…

ବାର୍‌ରେ ଗୁଳିମାଡ଼, ୯ ମୃତ

ଏଜେନ୍ସୀ : ମେକ୍ସିକୋ ସିଟି : କେନ୍ଦ୍ରୀୟ ମେକ୍ସିକୋର ଗୁଆନାଜୁଟୋରେ ଥିବା ଗୋଟିଏ ବାରରେ ପଶି ଏକାଧିକ ଦୁର୍ବୃତ୍ତ ଆଖିବୁଜା କରି ମାଡ଼ କରିଛନ୍ତି । ଏଥିରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।…