Month: November 2022

ସଲମାନଙ୍କ ଜୀବନ ପ୍ରତି ବିପଦ, ମିଳିଲା ୱାଇ + ସୁରକ୍ଷା

ଏଜେନ୍ସୀ : ମୁମ୍ବାଇ : ବଲିଉଡର ଭାଇଜାନ ସଲମାନଙ୍କ ଖାନଙ୍କ ଜୀବନ ପ୍ରତି ରହିଛି ବିପଦ। କିଛି ଦିନ ତଳେ ସଲମାନ ଖାନଙ୍କ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା କଡା କଡି…

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଳେଭ ପାଇଁ ଭୂମି ପୂଜନ, ୨୩୦ କମ୍ପାନୀ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ: ଶିଳ୍ପ ସଚିବ

ନିର୍ଭୟ ମିଡିଆ: ଭୁବନେଶ୍ୱର : ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଳେଭ-୨୦୨୨ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହାର ୱେବ ପୋର୍ଟାଲର ଶୁଭାରମ୍ଭ…

ଆମ କ୍ରିକେଟର ସ୍ଥିତି : ପଛଆଡୁ ଆମେ ହୋଇଛୁ ଦ୍ୱିତୀୟ

ସମ୍ବିତ ମହାପାତ୍ର : ଆମ ଜାତୀୟ କ୍ରିକେଟ ଦୁନିଆରେ ସୟଦ ମୁସ୍ତାକଅଲ୍ଲୀ ଟ୍ରଫିର ରହିଛି ବିଶେଷ ମହତ୍ୱ । ଏହା ହେଉଛି ଆନ୍ତଃରାଜ୍ୟ ଟି-୨୦ ପ୍ରତିଯୋଗିତା । ବର୍ତ୍ତମାନ ସମୟରେ ଏହି ପ୍ରତିଯୋଗିତାର ଗୁରୁତ୍ୱ ଆକାଶଛୁଆଁ ହୋଇସାରିଛି । କାରଣ ଆଇପିଏଲର…

ପ୍ଳାଷ୍ଟିକ୍‌ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୨ ମୃତ

ଏଜେନ୍ସୀ : ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ନରେଲା ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ୍‌ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର…

ଗାଁରେ ବୁଲୁଛି କଲରାପତରିଆ ବାଘ

ନିର୍ଭୟ ମିଡ଼ିଆ : ନୂଆପଡା : ଗାଁରେ ବୁଲୁଛି କଲରାପତରିଆ ବାଘ । ରାତିରେ ସମସ୍ତେ ଶୋଇଗଲା ପରେ ଶିକାର କରୁଛି । ଗତକାଲି ରାତିରେ ଗୋଟିଏ ବଳଦକୁ ମାରି ଖାଇଥିବା ଜଣାଯାଇଛି । ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି…

ରମ୍ଭାଙ୍କ କାର୍‌ଚୁରମାର, ଝିଅ ଗୁରୁତର

ଏଜେନ୍ସୀ : ମୁମ୍ବାଇ : ଏକଦା ବଲିଉଡ ତଥା ସାଉଥ ଇଣ୍ଡଷ୍ଟ୍ରୀରେ ରାଜ କରୁଥିବା ଚୁଲବୁଲି ରମ୍ଭାଙ୍କ ପରିବାର ଉପରେ ଲଦି ହୋଇ ପଡ଼ିଛି ଦୁଃଖର ପାହାଡ଼ । ଏକ କାର୍‌ ଦୁର୍ଘଟଣାରେ ରମ୍ଭାଙ୍କ କାର୍‌ ଚୁରମାର ହୋଇଯାଇଛି । ଏଥିରେ…

ଆଇଫୋନ୍‌ ଷ୍ଟ୍ରିଟ୍‌ରେ ଆତଙ୍କ

ଏଜେନ୍ସୀ : ବେଜିଂ : ଚାଇନାର ଝାଙ୍ଗଝୋଇ ସହରରେ ଥିବା ଆଇଫୋନ୍‌ ଷ୍ଟ୍ରିଟ୍‌ ତଥା ଫ୍ୟାକ୍ଟ୍ରିରେ ଆତଙ୍କ । ଏଠାରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ଚୀନ୍‌ ପ୍ରଶାସନ ପକ୍ଷରୁ…

ବିମାନ ବନ୍ଦରରେ ଗ୍ୟାସ୍‌ ଲିକ୍‌, ୪ ଗୁରୁତର

ଏଜେନ୍ସୀ : ଲସ୍‌ ଏଞ୍ଜଲେସ୍‌ : ବିମାନ ବନ୍ଦରରେ ଗ୍ୟାସ୍‌ ଲିକ୍‌ । ବିମାନ ବନ୍ଦରର ବ୍ୟାଗେଜ୍‌ ଏରିଆରେ ଗ୍ୟାସ୍‌ ଲିକ୍‌ ଯୋଗୁ ୪ ଜଣ ଅସୁସ୍ଥ ହୋଇପଡିଛନ୍ତି । ଲସ୍‌ ଏଞ୍ଜଲିସ୍‌ର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘଟିଛି ଏଭଳି କିଛି…

ଆଜିଠୁ ଆରମ୍ଭ ହେବ ଡିଜିଟାଲ ରୁପି

ଏଜେନ୍ସୀ : ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ଡିଜିଟାଲ ରୁପି । କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଡିଜିଟାଲ ରୁପି ଅର୍ଥାତ୍‌ ଇ-ରୁପିର ପ୍ରଥମ ପାଇଲଟ ପ୍ରକଳ୍ପ ଆଜିଠାରୁ…

କମିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ସାଧାରଣ ଜନତାଙ୍କୁ ଆଶ୍ୱସ୍ତି । କମିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌ । ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୧୧୫ ଟଙ୍କା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ କମର୍ସିଆଲ ତଥା ବ୍ୟବସାୟିକ ସିଲିଣ୍ଡରରେ ଏହି…