Month: November 2022

ଏଥର ଏଲ୍‌ଇଡିରେ ହେବ ବାବା ଧବଳେଶ୍ୱେରଙ୍କ ଦର୍ଶନ

ନିର୍ଭୟ ମିଡ଼ିଆ : ଆଠଗଡ଼ : ଗତ ୨ ବର୍ଷ ପରି ଏଥର ବି ପଞ୍ଚୁକରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା । ଝୁଲାପୋଲ ଅସୁରକ୍ଷିତ ଥିବା ଦର୍ଶାଇ ପୀଠ ଚାରିପଟେ ଲାଗୁ ହୋଇଛି ୧୪୪ ଧାରା । ପ୍ରଶାସନର ଏହି…

ଦନ୍ତା ହାତୀ ହେଲା ଟ୍ରାଙ୍କୁଲାଇଜ୍‌

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଗତକାଲି ଦିନ ସାରା ପିପିଲିରେ ଉପଦ୍ରବ ଚଳାଇଥିବା ଦନ୍ତା ହାତୀ ରାତିରେ ରାଜଧାନୀମୁହାଁ ହୋଇଥିଲା । ରାଜଧାନୀର ବିଭିନ୍ନ ଜନବସତି ଅଞ୍ଚଳରେ ହାତୀଟି ବୁଲିବାକୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ଏପରିକି ହାତୀ ଭୟରେ…

ବାଇକକୁ ପିଟିଦେଲା ବୋଲେରୋ, ୨ ୱେବ ସାମ୍ବାଦିକ ମୃତ

ନିର୍ଭୟ ମିଡ଼ିଆ : ଫୁଲବାଣୀ : ଖବର ସଂଗ୍ରହ କରିବାକୁ ଯାଇ ସନ୍ଧ୍ୟାରେ ଘରମୁହାଁ ହୋଇଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଘରେ ପହଞ୍ଚିବା ପୂର୍ବରୁ ପିଟିଦେଲା ଏକ ବୋଲେରୋ । ଫଳରେ ବାଇକ୍‌ରେ ଯାଉଥିବା…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି; ଏଣିକି ସବୁ ବୁଧବାର ସମ୍ବଲପୁର ବନ୍ଦ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଥରେ ରାସ୍ତାକୁ ଓହ୍ଲାଇଲା ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ସଂଘର ଦୀର୍ଘ ଦିନର ଦାବି ପ୍ରତି ରାଜ ସରକାର କର୍ଣ୍ଣପାତ କରୁ ନ ଥିବାରୁ…

ଆଜି ଅଁଳା ନବମୀ, ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ

ନିର୍ଭୟ ମିଡ଼ିଆ : ପୁରୀ : ଆଜି ପବିତ୍ର ଅଁଳା ନବମୀ । ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଲମ୍ବା ଧାଡ଼ିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି । କରୋନା…

ଦୋଷ ପ୍ରଶାସନର, ଭୋଗିବେ ଭକ୍ତ

ନିର୍ଭୟ ମିଡ଼ିଆ : କଟକ : ପୁରୀ କାର୍ତ୍ତିକ ମାସ ସକାଶେ ହବିଷ୍ୟାଳୀଙ୍କ ଲାଗି ଯେଭଳି ଏକ ପବିତ୍ର ତୀର୍ଥ, ଠିକ ସେମିତି କାର୍ତ୍ତିକ ମାସରେ ଶିବ ଭକ୍ତଙ୍କ ସକାଶେ ଆଠଗଡ଼ର ଧବଳେଶ୍ୱର ସେତିକି ପବିତ୍ର । ବିଶେଷତଃ କାର୍ତ୍ତିକ ସୋମବାର…

ସୁପ୍ରିମକୋର୍ଟରେ ମୋର୍ବି ଝୁଲା ପୋଲ ମାମଲା

ଏଜେନ୍ସୀ : ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପହଞ୍ଚିଲା ଗୁଜରାଟ ମୋର୍ବିରେ ଝୁଲାପୋଲ ଦୁର୍ଘଟଣା ମାମଲା। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଆସନ୍ତା ନଭେମ୍ବର ୧୪ରେ ଏହି ମାମଲାର ପ୍ରଥମ ପର୍ୟ୍ୟାୟ ଶୁଣାଣି ହେବ। ସୂଚନା…

ପୁଲୱାମା ହମଲାରେ ଖୁସି ହୋଇଥିବା ଇଞ୍ଜିନୟରିଂ ଛାତ୍ରକୁ ୫ ବର୍ଷ ଜେଲ

ଏଜେନ୍ସୀ :ବେଙ୍ଗାଲୁରୁ : ଜମ୍ମୁ-କଶ୍ମୀରର ପୁଲୱାମା ଆତ୍ମଘାତୀ ହମଲାରେ ଖୁସି ହୋଇ ଫେସବୁକରେ ପୋଷ୍ଟ କରିବା ଜଣେ ୨୩ ବର୍ଷୀୟ ଇଞ୍ଜନିୟରିଂ ଛାତ୍ରକୁ ମହଙ୍ଗା ପଡ଼ିଛି। ବେଙ୍ଗାଲୁରୁର ଗୋଟିଏ ସ୍ୱତନ୍ତ୍ର କୋର୍ଟ ଏହି ଘଟଣାରେ ଛାତ୍ର ଜଣକୁ ଦୋଷୀ ସାବ୍ୟସ୍ତ କରିବା…

ଏଥର ବି ପଞ୍ଚକରେ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ପୀଠ ମନା

ନିର୍ଭୟ ମିଡ଼ିଆ : କଟକ : ଗତ ୨ ବର୍ଷ ପରି ଏଥର ବି ପଞ୍ଚକରେ ଖାଁ ଖାଁ ରହିବ ଧବଳେଶ୍ୱର ପୀଠ। ଶ୍ରଦ୍ଧାଳୁଙ୍କୁ ମିଳିବନି ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି। ଧବଳେଶ୍ୱର ଝୁଲା ପୋଲ ଅସୁରକ୍ଷିତ ଥିବାରୁ ଗତକାଲିଠୁ ସ୍ଥାନୀୟ…

ରାଧାପାଦ ଦର୍ଶନକୁ ଅନୁମତି, ଛୁଇଁବା ମନା

ନିର୍ଭୟ ମିଡ଼ିଆ : ପୁରୀ : ଆସନ୍ତାକାଲି ଅଁଳା ନବମୀ। ଦୁଇ ବର୍ଷ ପରେ ରାଧାପାଦ ଦର୍ଶନ କରିପାରିବେ ଭକ୍ତ। କରୋନା କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ କରିବାକୁ ଅନୁମତି ମିଳିଛି। ହେଲେ ରାଧା ପାଦ…