ଅଜଣା ଜନ୍ତୁ ଆତଙ୍କ, ୬୦ରୁ ଅଧିକ ଛେଳି ମୃତ November 4, 2022 ନିର୍ଭୟ ମିଡ଼ିଆ : ପାରଳାଖେମୁଣ୍ଡି ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ । ଗତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳିର ମୃତ୍ୟୁ ଘଟିଥିବା ବେଳେ ୨୮ରୁ ଅଧିକ ଛେଳି ଗୁରୁତର ଆହତ ହୋଇଛନ୍ତି…
ବିଲକୁ ଓଲଟିଲା ଯାତ୍ରୀବାହୀ ବସ୍ November 4, 2022 ନିର୍ଭୟ ମିଡ଼ିଆ : ଖୋର୍ଦ୍ଧା : ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଆଜି ଭୋରରୁ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରବଳ କୁହୁଡ଼ି ଯୋଗୁ ବସ୍ଟି ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି…
ଲାଲକିଲା ଆକ୍ରମଣ: ଦୋଷୀ ଅସଫାକର ଫାଶୀ ଦଣ୍ଡାଦେଶ କାଏମ November 3, 2022 ଏଜେନ୍ସୀ : ନୂଆଦିଲ୍ଲୀ : ୨୦୦୦ ମସିହାରେ ହୋଇଥିବା ଲାଲକିଲା ଆକ୍ରମଣ ମାମଲାରେ ଦୋଷୀ ମହୋମ୍ମଦ ଆରିଫ ଓରଫ ଅସଫାକର ଦଣ୍ଡାଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଅସଫାକର ପୂନବିଚାର ଆବେଦନକୁ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । ୨୨…
ଦିଲ୍ଲୀରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ November 3, 2022 ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରଦୂଷଣରେ ଭରପୂର ଦେଶର ରାଜଧାନୀ ଦିଲ୍ଲୀ । ଦୀପାବଳି ପରଠାରୁ ଏଠାରେ ବଢ଼ିବାରେ ଲାଗିଛି ପ୍ରଦୂଷଣ । ବିଷ ପାଲଟି ଗଲାଣି ଏଠାକାର ବାୟୁ । ସ୍ଥିତି ଏଭଳି ହେଲାଣି କି ଘରୁ ବିନା ମାସ୍କରେ…
କବାଟ ଭିତରୁ ବାହାରିଲା ମାଳ ମାଳ ମଦ ବୋତଲ November 3, 2022 ଏଜେନ୍ସୀ : ନୂଆଦିଲ୍ଲୀ : କିଏ ପରିବାର ଗାଡି ଭିତରେ ଲୁଚାଇ ମଦ ଚାଲାଣ କରୁଛି ତ ଆଉ କିଏ ବିଭିନ୍ନ ସାମଗ୍ରୀ ଆଳରେ ଚୋର ଚାଲାଣ କରୁଛନ୍ତି ମଦ । କେତେବେଳେ ଟ୍ରକରେ , କେତେବେଳେ ବାଇକ୍ ଡିକିରେ ତ…
ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨ ମୃତ November 3, 2022 ଏଜେନ୍ସୀ : ଲକ୍ଷ୍ନୌ : ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲେ ହୋଟେଲର ଦୁଇ କର୍ମଚାରୀ । ଉତ୍ତରପ୍ରଦେଶର ଧାର୍ମିକ ସହର ମଥୁରାରେ ଘଟିଛି ଏଭଳି କିଛି ଅଗ୍ନିକାଣ୍ଡ । ମଥୁରାର ବୃନ୍ଦାବନ ଥାନା ଅଞ୍ଚଳରେ ଥିବା ଏକ…
ଭୋଟ୍ ଦେଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର୍ November 3, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଭୋଟ୍ ଦେଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୨ରେ ମତଦାନ ହେବ । ତେବେ ଏହା ପୂର୍ବରୁ ଆରମ୍ଭ ହୋଇସାରିଛି ପୋଷ୍ଠାଲ ବାଲାଟ୍ ଭୋଟି ।…
୬ ରାଜ୍ୟର ୭ଟି ବିଧାନସଭା ସିଟ୍ରେ ଆଜି ଉପନିର୍ବାଚନ, ଭୋଟିଂ ଜାରି November 3, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ୬ ଟି ରାଜ୍ୟର ୭ ଟି ବିଧାନସଭା ଆସନ ପାଇଁ ଚାଲିଛି ଉପ ନିର୍ବାଚନ । ଏହି ୬ଟି ରାଜ୍ୟରେ ଭାଜପା ସହ ଆଞ୍ଚଳିକ ଦଳଗୁଡିକ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି…
୫୨ ଦାଦନ ଶ୍ରମିକ ଉଦ୍ଧାର November 3, 2022 ନିର୍ଭୟ ମିଡ଼ିଆ : କଣ୍ଟାବାଞ୍ଜି : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି…
କାମ ଦେଲାନି ଅକ୍ସିଜେନ ସିଲିଣ୍ଡର, ଆଖି ବୁଜିଲେ ରୋଗୀ November 3, 2022 ନିର୍ଭୟ ମିଡ଼ିଆ : ମାଲକାନଗିରି : ବିଦ୍ୟୁତ କାଟ ହେବାରୁ ମେଡିକାଲରେ ବିଦ୍ୟୁତ ସଂଯୋଗ ବିଚ୍ଚ୍ଥିନ୍ନ ହୋଇଗଲା । ଆଉ ବନ୍ଦ ହୋଇଗଲା ଅମ୍ଳଜାନ ସିଲିଣ୍ଡର । ଫଳରେ ଛଟପଟ ହୋଇ ଆଖି ବୁଜିଲେ ଡେଙ୍ଗୁ ରୋଗୀ । ଏପରି ସାଂଘାତିକ…