Month: November 2022

ଆନ୍ଦୋଳନ ବେଳେ ଉତ୍ତେଜନା: ମୁହାଁମୁହିଁ ହେଲେ ପୁଲିସ୍‌ ଓକିଲ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର କଚେରି ଛକରେ ଚାଲିଥିବା ଓକିଲଙ୍କ ଆନ୍ଦୋଳନ ବେଳେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏହି ଆନ୍ଦୋଳନ ବେଳେ ପୁଲିସ୍‌ ଓକିଲ…

‘ଏହି ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ୱ ମୋର’, କହିଥିଲେ ମୁଖ୍ୟମନ୍ତ୍ରୀ, କିନ୍ତୁ ଜାଣି ନାହାନ୍ତି ସରକାର

ନିର୍ଭୟ ମିଡିଆ : ଭୁବନେଶ୍ୱର : ଯେଉଁଠି ଉପନିର୍ବାଚନ ହୋଇଛି ବା ହେଉଛି, ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରକୁ ଗଲାବେଳେ ସେହି ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ୱ ତାଙ୍କର ବୋଲି କହି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଛନ୍ତି । ଧାରା ପ୍ରାୟତଃ ସମାନ…

ପଦ୍ମପୁର ଭୋଟ ରାଜନୀତି, ସବୁ ଚାଲ ଓଲଟା ପଡୁଛି ବିଜଦର

ନିର୍ଭୟ ମିଡିଆ : ପଦ୍ମପୁର/ଭୁବନେଶ୍ୱର : ପଦ୍ମପୁରରେ ସବୁକିଛି ବିଜୁ ଜନତା ଦଳର ଇଛା ମାଫିକେ ଚାଲୁ ନାହିଁ । ଏହା ରାଜନୀତିକ ପନ୍ଦିତମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରୁଛି । ବିଜେପୁରରେ ଭାରତୀୟ ଜନତା ପାର୍ଟିକୁ ପ୍ରତି ଚାଲରେ ଚିତ୍‌ପଟାଙ୍ଗ କରିଦେଇଥିଲା…

ଆଜିଠୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ

ନିର୍ଭୟ ମିଡିଆ : ଭୁବନେଶ୍ୱର : ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ । ସ୍ଥାନୀୟ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଏହି ପୁଞ୍ଜିନିବେଶ ତଥା ବ୍ୟବସାୟିକ ସମାବେଶକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ…

ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ୱର ଯାଉଥିଲେ ଶିକ୍ଷକ, ବାଟରେ ଚାଲିଗଲା ଜୀବନ

ନିର୍ଭୟ ମିଡ଼ିଆ : ନୟାଗଡ : ଆନ୍ଦୋଳନରେ ସାମିଲ ହେବା ପାଇଁ ବସ୍‌ରେ ଭୁବନେଶ୍ୱର ଯାଉଥିଲେ ଜଣେ ଶିକ୍ଷକ । ଅନ୍ୟ ଶିକ୍ଷକମାନଙ୍କ ସହ ମିଶି ସରକାରଙ୍କ ନିକଟରେ ଦାବି ଜଣାଇଥା’ନ୍ତେ । ହେଲେ ତାଙ୍କର ସବୁ ଇଚ୍ଛା ପାଣି ଫୋଟକା…

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଲିଙ୍କ, ୩ଟି ରାଜ୍ୟରେ ଏନ୍‌ଆଇଏର ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଶକ୍ତ ହୋଇଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଗ୍ୟାଙ୍ଗଷ୍ଠାର ଲିଙ୍କ ଥିବା ସ୍ଥାନ ଉପରେ ଆଜି ଏନ୍‌ଆଇଏ ରେଡ୍‌ କରିଛି । ୩ଟି ରାଜ୍ୟ ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନରେ…

ଗୁଜରାଟ ନିର୍ବାଚନ : ଆଜି ପ୍ରଥମ ପର୍ଯ୍ୟାୟ ପ୍ରଚାରର ଶେଷ ଦିନ

ଏଜେନ୍ସୀ : ଅହମ୍ମଦାବାଦ : ଆଉ ଦିନକ ପରେ ଗୁଜରାଟ ବିଧାନସଭା ନିର୍ବାଚନ । ଦୁଇଟି ପ୍ରର୍ଯ୍ୟାୟରେ ଏହି ନିର୍ବାଚନ ହେବ । ଏଥିପାଇଁ ଘନ ଘନ ପ୍ରଚାରରେ ଲାଗିପଡିଛନ୍ତି ବହୁ ହେଭିୱେଟ୍‌ ନେତା । ତେବେ ଆଜି ପ୍ରଥମ ପର୍ଯ୍ୟାୟ…

ଜେଲ୍‌ରୁ ବାହାରିବେ ସିଦ୍ଧୁ !

ଏଜେନ୍ସୀ : ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି । ତାଙ୍କୁ ଜେଲ୍‌ରୁ ମିଳିପାରେ ମୁକ୍ତି । ୩୪ ବର୍ଷ ପୁରୁଣା ରୋଡ୍‌ରେଜ୍‌ ମାମଲାରେ ପଟିଆଲା ଜେଲ୍‌ରେ…

କଲେଜିୟମ ବିବାଦ: ଜଜ୍‌ଙ୍କ ନିଯୁକ୍ତି ସହ ଜଡିତ ୨୦ଟି ଫାଇଲ୍‌ ଫେରାଇଲେ ସରକାର

ଏଜେନ୍ସୀ : ନୂଆଦିଲ୍ଲୀ : ବିଚାରପତିଙ୍କ ନିଯୁକ୍ତ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । କଲେଜିୟମ ହେଉଛି ଦେଶର ଆଇନ୍‌ । ଏହାକୁ ପାଳନ କରିବାକୁ ପଡିବ ବୋଲି ସୁପ୍ରିମକୋର୍ଟ ତାଗିଦ କରୁଥିବା…

୫ ଦିନ ହେବ ଜଳୁଛି ମାର୍କେଟ୍‌ କମ୍‌ପ୍ଲେକ୍ସ, ଲିଭାଇ ପାରୁନି ଅଗ୍ନିଶମ ବିଭାଗ

ଏଜେନ୍ସୀ : ନୂଆଦିଲ୍ଲୀ : ଜଳୁଛି ମାର୍କେଟ୍‌ କମ୍‌ପ୍ଲେକ୍ସ । ୫ ଦିନ ହେବ ଲିଭିବାର ନାଁ ଧରୁନି । ନିଆଁ ଲିଭାଇ ପାରୁନି ଅଗ୍ନିଶମ ବିଭାଗ । ଦିଲ୍ଲୀ ଚାନ୍ଦିନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ…