Month: November 2022

ଆର୍‌.ସନ୍ଥଗୋପାଳନ ହେଲେ ଶ୍ରମ ଓ ଇଏସ୍‌ଆଇ ସଚିବ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୧ ବ୍ୟାଚ୍‌ର ଆଇଏଏସ୍‌ ଆର୍‌.ସନ୍ଥଗୋପାଳନଙ୍କୁ ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ…

ଟ୍ରକ୍‌ ପଛରୁ ପିଟିଲା କାର, ୫ ମୃତ

ଏଜେନ୍ସୀ : ମୁମ୍ବାଇ : ଗତକାଲି ରାତିରେ ମୁମ୍ବାଇ-ପୁଣେ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏକ ମାରୁତି ସୁଜୁକି ଏର୍ଟିଜା କାର ଟ୍ରକ…

କଂଗ୍ରେସ ଲୋକ ହିଁ କଂଗ୍ରେସ ଭବନରୁ ଚୋରି କରିଛନ୍ତି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : କଂଗ୍ରେସ ଦଳର ଲୋକ ହିଁ କଂଗ୍ରେସ ଭବନରେ ପଶି ଚୋରି କରିଛନ୍ତି । ଅନ୍ୟ କେହି କଂଗ୍ରେସ ଭବନରେ ପଶିବାକୁ ସାହସ କରିବେନି । ପିସିସି ସଭାପତି ଶରତ ପଟ୍ଟନାୟକ ଓ ଦଳଙ୍କୁ ବଦନାମ…

ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ, ଇସ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ

ଏଜେନ୍ସୀ : ନୂଆଦିଲ୍ଲୀ : ଇସ୍ରୋର ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ । ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍‌ର ସଫଳତାର ସହ ଉତକ୍ଷେପଣ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ ହୋଇଛି…

ଥରାଉଛି ଶୀତ, ୨୧ରୁ ଭିଜିବ ଓଡ଼ିଶା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ପାରଦ ଖସୁଥିବା ବେଳେ ବଢ଼ିବାରେ ଲାଗିଛି ଶୀତର କୋପ । ଶୀତର କୋପରେ ଥରହର ହେଉଥିବା ରାଜ୍ୟବାସୀଙ୍କୁ ଏବେ ଘାରିଲାଣି ବର୍ଷା ଭୟ । ପାଣିପାଗ ବିଭାଗ ସୂଚନା ଅନୁସାରେ,…

ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ କେନ୍ଦ୍ର ମନ୍ତ୍ରୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପଦ୍ମପୁର ଉପ ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଫସଲ ବୀମା ଯୋଜନା ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଜାରି ରହିଛି ଦୋଷ ଲଦାଲଦି। ଗତକାଲି ଫସଲ ବୀମା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ…

ସୃଷ୍ଟି ହେଲା ଲଘୁଚାପ, ୧୯ରେ ଅବପାତ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗର…

କ୍ରସର ହଟିବା ଜିଦ୍‌ରେ ମହିଳା: ରାସ୍ତାରେ ପାଳିଲେ ଗୁରୁବାର

ନିର୍ଭୟ ମିଡ଼ିଆ : ବୌଦ୍ଧ : ତୀବ୍ର ହେବାରେ ଲାଗିଛି କ୍ରସର ବିରୋଧୀ ଆନ୍ଦୋଳନ । ଆନ୍ଦୋଳନକୁ ୧୭ଦିନ ପୁରିଥିବା ବେଳେ ଅସହ୍ୟ ଥନ୍ଦା କାକରରେ ବି ଅହୋରାତ୍ର ଧାରଣାରେ ବସି ରହିଛନ୍ତି ବୌଦ୍ଧ ଜିଲ୍ଲାର ଖରଭୂଇଁ ଗ୍ରାମବାସୀ । ଏପରିକି…

ସବରକରଙ୍କ ପ୍ରତି ଅପମାନ ବରଦାସ୍ତ କରାଯିବନି: ରାହୁଲ ଗାନ୍ଧିଙ୍କୁ ଚେତାବନୀ ଦେଲେ ସିନ୍ଦେ

ଏଜେନ୍ସୀ : ମୁମ୍ବାଇ : ସ୍ୱାଧୀନତା ସଂଗ୍ରାମୀ ଭିଡି ସାବରକରଙ୍କ ପ୍ରତି ଅପମାନ ସୂଚକ ଟିପ୍ପଣୀ ବରଦାସ୍ତ କରାଯିବ ନାହିଁ । ସବରକରଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ…

ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ

ଏଜେନ୍ସୀ : ସିମଲା : ହିମାଚଳପ୍ରଦେଶରେ ଗତକାଲି ଭୂ-କମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୪.୧ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି । ମଣ୍ଡି…