ପୁଲିସ୍ ଗାଡ଼ିକୁ ଟାର୍ଗେଟ କରି ଆତ୍ମଘାତୀ ହମଲା: ଛୋଟ ପିଲା ସହ ୩ ମୃତ, ୨୭ ଆହତ
ଏଜେନ୍ସୀ : ବାଲୁଚିସ୍ତାନ : ପାକିସ୍ତାନର ବାଲୋଚିସ୍ତାନ ନିକଟବର୍ତ୍ତୀ କେୱାଟାର ବାଲେଲି ଅଞ୍ଚଳରେ ପୁଲିସ୍ ଗାଡ଼ିକୁ ଟାର୍ଗେଟ କରି ଆତ୍ମଘାତୀ ହମଲା ହୋଇଛି । ଏଥିରେ ଜଣେ ପୁଲିସ୍, ଜଣେ ଛୋଟ ପିଲା ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି ।…