Day: 29 November 2022

ବିଜଦ ମୁଣ୍ଡବ୍ୟଥା ବଢ଼ାଇ ଦେଲେଣି ବର୍ଷା ଓ ରାଜୁ

ନିର୍ଭୟ ମିଡିଆ : ପଦ୍ମପୁର : ଭୋଟ ପାଖେଇ ଆସୁଛି । ଏବେ ଭାଜପା ଏବଂ ବିଜଦ ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଲିଛି ବାକ୍ୟ ଯୁଦ୍ଧ । କଂଗ୍ରେସ ଏହି ଯୁଦ୍ଧ ବାହାରେ ନିଜସ୍ୱ ଢଙ୍ଗରେ ପ୍ରଚାର କରୁଛି ।…

ଉଦ୍ଧାର ହେଲେ ଅପହୃତ ଭାଜପା ନେତା, ଶରୀରରେ ଲାଗିଛି ଆଘାତ

ନିର୍ଭୟ ମିଡ଼ିଆ : ପଦ୍ମପୁର : ଗତକାଲି ସନ୍ଧ୍ୟାରେ ଅପହୃତ ହୋଇଥିବା ଭାଜପା ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ ଉଦ୍ଧାର କରିଛି ପୁଲିସ । ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି । ଦିଲ୍ଲୀପଙ୍କୁ ପଦ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି…

ଅର୍ଚ୍ଚନା ନାଗ ମୋ ଘରେ ଭଡ଼ାରେ ରହୁଥିଲା, ମୋତେ ବ୍ଲାକ୍‌ମେଲ କରୁଥିଲା- ଫିଲ୍ମ ପ୍ରଯୋଜକ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଅର୍ଚ୍ଚନା ନାଗ ମୋ ଘରେ ଭଡ଼ାରେ ରହୁଥିଲା । ସେ ମୋତେ ବ୍ଲାକମେଲ୍‌ କରୁଥିଲା । ଆଜି ଇଡିରେ ହାଜର ହେଲା ବେଳେ ଗଣମାଧ୍ୟମକୁ ଏପରି ପ୍ରତିକ୍ରିୟା ଦେଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ…

ଗୁରୁ ଗର୍ଜନ: ଦେଖାନାହାନ୍ତି ସମୀର

ନିର୍ଭୟ ମିଡିଆ : ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ୨ ଦିନ ଧରି ଆନ୍ଦୋଳନ ଜାରି ରହିଛି । ଦାବି ପୂରଣ ଯାଏଁ ସେମାନେ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି…

ଆହୁରି କଡ଼ା ହେଲେ ସୁପ୍ରିମକୋର୍ଟ , ଲାଇସେନ୍ସ ବାତିଲ ନିର୍ଦ୍ଦେଶ ଆବଶ୍ୟକ ସ୍ଥଳେ ଗିରଫ

ନିର୍ଭୟ ମିଡିଆ : ନୂଆଦିଲ୍ଲୀ/କଟକ : ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଏସକେ କାଉଲ୍‌ ଗତ ୧୪ତାରିଖରେ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଦେଇଥିଲେ କଡ଼ା ଟିପ୍ପଣୀ । ସେ କହିଥିଲେ ଯେ, ଆବଶ୍ୟକ ପଡ଼ିଲେ…