Day: 29 November 2022

ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ୱର ଯାଉଥିଲେ ଶିକ୍ଷକ, ବାଟରେ ଚାଲିଗଲା ଜୀବନ

ନିର୍ଭୟ ମିଡ଼ିଆ : ନୟାଗଡ : ଆନ୍ଦୋଳନରେ ସାମିଲ ହେବା ପାଇଁ ବସ୍‌ରେ ଭୁବନେଶ୍ୱର ଯାଉଥିଲେ ଜଣେ ଶିକ୍ଷକ । ଅନ୍ୟ ଶିକ୍ଷକମାନଙ୍କ ସହ ମିଶି ସରକାରଙ୍କ ନିକଟରେ ଦାବି ଜଣାଇଥା’ନ୍ତେ । ହେଲେ ତାଙ୍କର ସବୁ ଇଚ୍ଛା ପାଣି ଫୋଟକା…

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଲିଙ୍କ, ୩ଟି ରାଜ୍ୟରେ ଏନ୍‌ଆଇଏର ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଶକ୍ତ ହୋଇଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଗ୍ୟାଙ୍ଗଷ୍ଠାର ଲିଙ୍କ ଥିବା ସ୍ଥାନ ଉପରେ ଆଜି ଏନ୍‌ଆଇଏ ରେଡ୍‌ କରିଛି । ୩ଟି ରାଜ୍ୟ ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନରେ…

ଗୁଜରାଟ ନିର୍ବାଚନ : ଆଜି ପ୍ରଥମ ପର୍ଯ୍ୟାୟ ପ୍ରଚାରର ଶେଷ ଦିନ

ଏଜେନ୍ସୀ : ଅହମ୍ମଦାବାଦ : ଆଉ ଦିନକ ପରେ ଗୁଜରାଟ ବିଧାନସଭା ନିର୍ବାଚନ । ଦୁଇଟି ପ୍ରର୍ଯ୍ୟାୟରେ ଏହି ନିର୍ବାଚନ ହେବ । ଏଥିପାଇଁ ଘନ ଘନ ପ୍ରଚାରରେ ଲାଗିପଡିଛନ୍ତି ବହୁ ହେଭିୱେଟ୍‌ ନେତା । ତେବେ ଆଜି ପ୍ରଥମ ପର୍ଯ୍ୟାୟ…

ଜେଲ୍‌ରୁ ବାହାରିବେ ସିଦ୍ଧୁ !

ଏଜେନ୍ସୀ : ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି । ତାଙ୍କୁ ଜେଲ୍‌ରୁ ମିଳିପାରେ ମୁକ୍ତି । ୩୪ ବର୍ଷ ପୁରୁଣା ରୋଡ୍‌ରେଜ୍‌ ମାମଲାରେ ପଟିଆଲା ଜେଲ୍‌ରେ…

କଲେଜିୟମ ବିବାଦ: ଜଜ୍‌ଙ୍କ ନିଯୁକ୍ତି ସହ ଜଡିତ ୨୦ଟି ଫାଇଲ୍‌ ଫେରାଇଲେ ସରକାର

ଏଜେନ୍ସୀ : ନୂଆଦିଲ୍ଲୀ : ବିଚାରପତିଙ୍କ ନିଯୁକ୍ତ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । କଲେଜିୟମ ହେଉଛି ଦେଶର ଆଇନ୍‌ । ଏହାକୁ ପାଳନ କରିବାକୁ ପଡିବ ବୋଲି ସୁପ୍ରିମକୋର୍ଟ ତାଗିଦ କରୁଥିବା…

୫ ଦିନ ହେବ ଜଳୁଛି ମାର୍କେଟ୍‌ କମ୍‌ପ୍ଲେକ୍ସ, ଲିଭାଇ ପାରୁନି ଅଗ୍ନିଶମ ବିଭାଗ

ଏଜେନ୍ସୀ : ନୂଆଦିଲ୍ଲୀ : ଜଳୁଛି ମାର୍କେଟ୍‌ କମ୍‌ପ୍ଲେକ୍ସ । ୫ ଦିନ ହେବ ଲିଭିବାର ନାଁ ଧରୁନି । ନିଆଁ ଲିଭାଇ ପାରୁନି ଅଗ୍ନିଶମ ବିଭାଗ । ଦିଲ୍ଲୀ ଚାନ୍ଦିନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ…

ଆଦିବାସୀଙ୍କୁ ଗୁରୁତ୍ୱ: ଝାରସୁଗୁଡ଼ାରେ ନୂଆ ଆଇଟିଡିଏ ସ୍ଥାପନକୁ କେନ୍ଦ୍ରର ମଞ୍ଜୁରୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଓଡ଼ିଶା ଆଦିବାସୀଙ୍କ କଲ୍ୟାଣ ଦିଗରେ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଓ କିରିମେରା ବ୍ଲକକୁ ଆଦିବାସୀ ସବ୍‌ ପ୍ଲାନ୍‌(ଟିଏସପି) ବ୍ଲକ ଭାବେ ଘୋଷଣା କରିଛନ୍ତି ।…

ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ, ଦମ୍ପତିଙ୍କୁ ଗୁଳି କରି ହତ୍ୟା

ନିର୍ଭୟ ମିଡ଼ିଆ : ଚମ୍ପୁଆ : ସାମାନ୍ୟ ବଚସା ନେଲା ଉଗ୍ରରୁପ । ଦମ୍ପତିଙ୍କୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗାଁରେ ଘଟିଛି । ମୃତକ ହେଲେ…

ମହୁମାଛି ଆକ୍ରମଣରେ ନାବାଳକ ମୃତ

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ମହୁମାଛି ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ରଜାମରା ଗାଁରେ ଘଟିଛି । ମୃତ ନାବାଳକ ଜଣଙ୍କ ହେଉଛନ୍ତି ରଜାମରା ଗାଁର…

ଚଢ଼ାଉ ପାଇଁ ଯାଇଥିଲେ ବନ କର୍ମଚାରୀ, ନିସ୍ତୁକ ପିଟିଲେ ଗ୍ରାମବାସୀ

ନିର୍ଭୟ ମିଡ଼ିଆ : କରଞ୍ଜିଆ : ବନ୍ୟଜନ୍ତୁଙ୍କୁ ଶିକାର କରି ଘରେ ରଖିଥିବା ଖବର ପାଇ ଚଢ଼ାଉ ପାଇଁ ଯାଇଥିଲେ ବନ କର୍ମଚାରୀ । ହେଲେ ସେମାନଙ୍କୁ ମାଡ଼ ମାରି ରକ୍ତାକ୍ତ କରି ଦେଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା…