Day: 28 November 2022

ପଞ୍ଚାୟତ ନିର୍ବାଚନରେ ଆପ୍‌କୁ ବଡ଼ ସଫଳତା: ୨ନଂକୁ ଉଠିଲା ଦଳ

ଏଜେନ୍ସୀ : ଚଣ୍ଡିଗଡ଼ : ହରିଆଣାର ପଞ୍ଚାୟତ ନିର୍ବାଚନରେ ଆପ୍‌କୁ ବଡ଼ ସଫଳତା ମିଳିଛି । ଭାଜପା ଶାସିତ ରାଜ୍ୟ ହରିଆଣାରେ ଏବେ ଆପ୍‌ ୨ନଂ ଦଳ ଭାବେ ମାନ୍ୟତା ପାଇଛି । ରବିବାର ଘୋଷଣା ହୋଇଥିବା ପଞ୍ଚାୟତ ନିର୍ବାଚନ ରେଜଲ୍ଟ…

ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟକା, ଭାଜପାରେ ମିଶିଲେ ଆଶାୟୀ ପ୍ରାର୍ଥୀ

ଏଜେନ୍ସୀ : ଗାନ୍ଧୀନଗର : ଗୁଜରାଟରେ ସରକାର ଗଢିବାକୁ ଦାବି କରୁଥିବା ଆମ୍‌ ଆଦମୀ ପାର୍ଟିକୁ ନିର୍ବାଚନ ପୂର୍ବରୁ ଲାଗିଛି ଜୋରଦାର ଝଟକା । ଦଳରୁ ଇସ୍ତଫା ଦେଇଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ । ଖାଲି ଇସ୍ତଫା ଦେଇନାହାନ୍ତି ବରଂ ପ୍ରତିଦ୍ୱନ୍ଦ୍ୱୀ…

ଜିରୋ କୋଭିଡ ପଲିସିକୁ ନେଇ ତୁମୁଳକାଣ୍ଡ , ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

ଏଜେନ୍ସୀ : ବେଜିଂ : କରୋନା କଟକଣାକୁ ବିରୋଧ । ଚୀନ୍‌ରେ ବ୍ୟାପିବାରେ ଲାଗିଛି ଜିରୋ କୋଭିଡ ପଲିସି ନିଆଁ । ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି । ସାଙ୍ଘାଇରୁ ଆରମ୍ଭ ହୋଇଥିବା ଏହି ବିରୋଧ ଏବେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକପୂର୍ଣ୍ଣ ଇ-ମେଲ : ଆଇଆଇଟି ଯୁବକ ଗିରଫ

ଏଜେନ୍ସୀ : ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକପୂର୍ଣ୍ଣ ଇ-ମେଲ ପଠାଇଥିବା ଜଣେ ଯୁବକଙ୍କୁ ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ ବା ଏଟିଏସ୍‌ ଗିରଫ କରିଛି । ଗିରଫ ଯୁବକଙ୍କ ବୟସ ୨୫ ବର୍ଷ । ତାଙ୍କୁ ଏଟିଏସ୍‌ ଉତ୍ତରପ୍ରଦେଶର…

ବିଦ୍ୟୁତ ଖୁଣ୍ଟରେ ଧକ୍କା ହେଲା ବିମାନ, ଅନ୍ଧାରରେ ୯୦ ହଜାର ଲୋକ

ଏଜେନ୍ସୀ : ୱାଂଶିଟନ୍‌ : ବିଦ୍ୟୁତ ଖୁଣ୍ଟରେ ଧକ୍କା ହେଲା ବିମାନ । ଫଳରେ ହଜାର ହଜାର ଘରର ବିଦ୍ୟୁତ ସରବରହାର ବନ୍ଦ ରହିଛି । ଆମେରିକାର ମୋଣ୍ଟଗୋମରୀ କାଉଣ୍ଟି ଠାରେ ଏହି ବିମାନ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ,…

ଚାଷୀନେତା ଅକ୍ଷୟ ହେବେ ବିଆରଏସ ମୁଖ୍ୟ!

ନିର୍ଭୟ ମିଡିଆ : ଭୁବନେଶ୍ୱର ନବନିର୍ମାଣ କୃଷକ ସଂଗଠନ ସରକାରଙ୍କ ବିରୋଧରେ ପ୍ରଚାର କରିବାକୁ ଯିବନାହିଁ ପଦ୍ମପୁର । ହଠାତ ଏହି ସଂଗଠନର ଏଭଳି ପରିବର୍ତ୍ତିତ ନିଷ୍ପତ୍ତି ଅନେକ ପ୍ରଶ୍ନ ସହ ସନ୍ଦେହ ମଧ୍ୟ ସୃଷ୍ଟି କରୁଛି । ନବନିର୍ମାଣ କୃଷକ…

ଫସଲ ବୀମା ଅର୍ଥକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ତୋମର

ନିର୍ଭୟ ମିଡିଆ : ପାଇକମାଳ : ପଦ୍ମପୁର ଉପନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିବାର ଯେଉଁ ଉଦ୍ୟମ କରିଥିଲା ବିଜୁ ଜନତା ଦଳ ଏବେ ତା’ର ଗୁମର ଖୋଲିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର…

ଅନ୍ତିମ ସଂସ୍କାର ବେଳେ ଭୂସ୍ଖଳନ, ୧୪ ମୃତ

ଏଜେନ୍ସୀ : ନୂଆଦିଲ୍ଲୀ : ଅନ୍ତିମ ସଂସ୍କାର ବେଳେ ଅଘଟଣ । ଘଟିଲା ଭୟଙ୍କର ଭୂସ୍ଖଳନ । ମାଟି ଅତଡା ତଳେ ପୋତି ହୋଇଗଲେ ଲୋକେ । ଏହି ଦୁର୍ଘଟଣାରେ ପାଖାପାଖି ୧୪ଜଣଙ୍କ ମୃତ୍ୟୁ ହୋଇଛି । କେମରୁନ୍‌ର ରାଜଧାନୀ ୟାଉନେ୍ଦରେ…

ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା

ନିର୍ଭୟ ମିଡିଆ : ପୁରୀ : ଓଡ଼ିଶା ପାଇଁ ଏବଂ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସିର ଖବର । ପୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା । ୨୦୨୩ ବର୍ଷରେ ୟୁନେସ୍କୋ ପ୍ରକାଶ କରିବାକୁ ଯାଉଥିବା ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇବ…

ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୫୦ବନ କର୍ମଚାରୀ

ନିର୍ଭୟ ମିଡ଼ିଆ : ବୌଦ୍ଧ : ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯିବା ବେଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ ବନ କର୍ମଚାରୀ । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଲକଡ଼ପାଜୁ ଜଙ୍ଗଲରେ । ଲକଡ଼ପାଜୁ…