Day: 25 November 2022

ଗୃହରେ ଚାଷୀ ତାତି: ଶାସକ-ବିରୋଧୀ ମୁହାଁମୁହିଁ, ୪ଟା ଯାଏ ମୁଲତବୀ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଚାଷୀ ସମସ୍ୟାକୁ ନେଇ ଆଜି ଗୃହରେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ପ୍ରବଳ ହଟ୍ଟଗୋଳ ହେବାରୁ ପ୍ରଥମାର୍ଦ୍ଧରେ ଗୃହ ଚାଲିବା ସମ୍ଭବପର ହୋଇପାରି ନାହିଁ । ବାଚସ୍ପତି…

ପିଲାଚୋର ସନ୍ଦେହରେ ନିର୍ଦ୍ଧୁମ ପିଟିଲେ; ଜଣେ ମୃତ, ଜଣେ ଗୁରୁତର

ନିର୍ଭୟ ମିଡ଼ିଆ : ପାରଳାଖେମୁଣ୍ଡି : ରାତିରେ ଗାଁରେ ବୁଲୁଥିଲେ ୨ଜଣ ଅଜଣା ବ୍ୟକ୍ତି । ଗ୍ରାମବାସୀ ପିଲାଚୋର ଭାବି ନିର୍ଦ୍ଧୁମ ପିଟିଲେ । ଗ୍ରାମବାସୀଙ୍କ ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏପରି…

ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ; ସିନେ୍ଦ କହିଲେ- ଇଞ୍ଚେ ବି ଜାଗା ଦେବୁନି

ଏଜେନ୍ସୀ : ମୁମ୍ବାଇ : ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର । ମହାରାଷ୍ଟ୍ରର ଏକ ଇଞ୍ଚ ଜମି ବି କାହାକୁ ନେବାବୁ ଦିଆଯିବନି ବୋଲି ଖୁଲମଖୁଲା ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ…

କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ହୋଇଛି ଷଡ଼ଯନ୍ତ୍ର!

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଭାଜପା କରିଛି ଷଡ଼ଯନ୍ତ୍ର । ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଅଭିଯୋଗ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ଗୁଜରାଟ ବିଧାନସଭା ଓ ଦିଲ୍ଲୀ…

ଚାନ୍ଦିନିଚୌକରେ ଭୟାବହ ଅଗ୍ନିକାଣ୍ଡ

ଏଜେନ୍ସୀ : ନୂଆଦିଲ୍ଲୀ : ନୂଆଦିଲ୍ଲୀର ଚାନ୍ଦିନିଚୌକ ଅଞ୍ଚଳରେ ଥିବା ଭାଗିରଥ ମାର୍କେଟ କମ୍‌ପ୍ଲେକ୍ସରେ ଗତରାତିରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ନିଆଁ ଯୋଗୁ ଅନେକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଥିବା ବେଳେ ଏକ ଦୁଇଟି ମହଲା ବିଶିଷ୍ଟ ବିଲ୍ଡିଂ…

ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଘରୁ ଉଠାଇ ନେଇ ମାରିଦେଲେ ନକ୍ସଲ

ନିର୍ଭୟ ମିଡ଼ିଆ : ଭବାନୀପାଟଣା : ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ନକ୍ସଲ । ଘଟଣାଟି ଘଟିଛି କଳାହାନ୍ଦି ଜିଲ୍ଲାରେ । ମୃତକଙ୍କ ନାଁ ଲାଲବତି ମାଝୀ (୪୮) । ତାଙ୍କ ଘର ସଦର ଥାନା ଅନ୍ତର୍ଗତ…

ବିଦେଶାଗତ ପକ୍ଷୀଙ୍କୁ ଶିକାର କରି ନେଉଥିଲେ ଶିକାରୀ, ପହଞ୍ଚିଗଲା ବନ ବିଭାଗ

ନିର୍ଭୟ ମିଡ଼ିଆ : ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଘଟୁକୁଡ଼ି ଗାଁ ନିକଟ ଏକ ଗହୀରରୁ ୨୦ଟି ବିଦେଶାଗତ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ମୃତ ବିଦେଶାଗତ ପକ୍ଷୀ ମାନଙ୍କ ମଧ୍ୟରେ ଶୋଭଳର…

୪୪ ଦାଦନ ଶ୍ରମିକ ଉଦ୍ଧାର

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବଲାଙ୍ଗିର ରେଲୱେ ଷ୍ଟେସନରୁ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୁଲିସ…

ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ତଥା ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଆଜି ପୁଣି ଇଡିରେ ହାଜର ହୋଇଛନ୍ତି । ଆଜି ତାଙ୍କୁ ଅର୍ଚ୍ଚନା ନାଗ ମାମଲାରେ ଇଡି…