Day: 24 November 2022

ଅର୍ଚ୍ଚନା ନାଗଙ୍କୁ ୩୦ ଲକ୍ଷ ଦେଇଥିଲେ ବିଜଦ ବିଧାୟକଙ୍କ ଭାଇ, ଘାଣ୍ଟୁଛି ଇଡି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇଛନ୍ତି ବିଜେଡି ବିଧାୟକଙ୍କ ଭାଇ । ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଆଜି ଇଡି ଅଫିସରେ…

ପ୍ରଶିକ୍ଷଣ ବେଳେ ବାଳକଙ୍କ ଗାଲରେ ପଶିଗଲା ତୀର

ଏଜେନ୍ସୀ : ମୁମ୍ବାଇ : ତୀର ପ୍ରଶିକ୍ଷଣ ବେଳେ ଘଟିଲା ଅଘଟଣ । ପ୍ରଶିକ୍ଷଣ ନେଉଥିବା ଜଣେ ୧୫ ବର୍ଷୀୟ ବାଳକଙ୍କ ଗାଲରେ ପସିଗଲା ତୀର । ଏହି ଖବର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ତୁରନ୍ତ…

ରୋଗୀଙ୍କୁ ମିଳିଲେନି ବ୍ଲଡ ଡୋନର, ଡାକ୍ତର ସାଜିଲେ ଦେବଦୂତ

ଏଜେନ୍ସୀ : ଡେରାଡୁନ : ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । ରୋଗୀକୁ ପୁନଃଜନ୍ମ ଦେଇଥାନ୍ତି ଡାକ୍ତର । ହେଲେ ଏବେ ଡାକ୍ତର-ରୋଗୀ ସମ୍ପର୍କ ମଧ୍ୟରେ ତିକ୍ତତା ଦେଖାଯାଉଥିବା ବେଳେ ମରି ଯାଉଛି ମାନବିକତା । ହେଲେ ଏଥିରେ…

ମିଳିମିଳାରେ ଗଲାଣି ୧୨ ଶିଶୁଙ୍କ ଜୀବନ

ଏଜେନ୍ସୀ : ମୁମ୍ବାଇ : ମୁମ୍ବାଇକୁ କଲବଲ କରୁଛି ମିଳିମିଳା । ଏଯାଏ ଗଲାଣି ୧୨ ଶିଶୁଙ୍କ ଜୀବନ । ଗତକାଲି ଏକ ୮ ମାସର ଶିଶୁ ମିଳିମିଳାରେ ଆକ୍ରାନ୍ତ ହୋଇ ଆଖି ବୁଜିଥିବା ସୂଚନା ମିଳିଛି । ମଙ୍ଗଳବାର ମଧ୍ୟ…

ଆଜିଠୁ ଶୀତ ଅଧିବେଶନ, ସରଗରମ କରିପାରେ ନାଗ ମାମଲା

ନିର୍ଭୟ ମିଡିଆ : ଭୁବନେଶ୍ୱର : ଗୁରୁବାରଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ପୂର୍ବାହ୍ନ ୧୧ଟା ବେଳେ ଗୃହ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯିବ । ଗୃହରେ ଶୋକପ୍ରସ୍ତାବ ଆସିବା ପରେ ବାଚସ୍ପତି ଏହା…

ବାପାକୁ ପିଟି ପିଟି ମାରିଦେଲେ ମା’, ପୁଅ ଓ ଝିଅ

ନିର୍ଭୟ ମିଡ଼ିଆ : ଭଦ୍ରକ : ବାପାକୁ ପିଟି ପିଟି ମାରିଦେଲେ ମା’ଓ ୪ ପୁଅ ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଦୌଲତପୁର ଅଞ୍ଚଳରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ…

ଶଗଡ଼ ଉପରେ ମାଡ଼ିଗଲା ଟ୍ରକ୍‌, ୨ବଳଦ ସହ ଦମ୍ପତି ମୃତ

ନିର୍ଭୟ ମିଡ଼ିଆ : ଦେବଗଡ଼ : ଶଗଡ଼କୁ ଧକ୍କା ଦେଇ ଓଲଟି ପଡ଼ିଲା ଟ୍ରକ୍‌ । ଦୁର୍ଘଟଣାରେ ୨ଟି ବଳଦଙ୍କ ସହ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ଏଭଳି ଦୁର୍ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ନିକଟ ୪୯ ନମ୍ବର ଜାତୀୟ…

ହରେ କୃଷ୍ଣ ହରେ ରାମ’ ଜପୁଥିବା ସମୟରେ ଟଳିପଡ଼ିଲେ ପୂଜକ

ନିର୍ଭୟ ମିଡ଼ିଆ : ବିନିକା : ଚାଲିଥିଲା ସତସଙ୍ଗ କାର୍ଯ୍ୟକ୍ରମ । ମୃଦଙ୍ଗର ତାଳେ ତାଳେ ଗିନି ବଜାଇ ହରେ କୃଷ୍ଣ ହରେ ରାମ ଜପୁଥିଲେ ସମସ୍ତେ । ହେଲେ ନାମ ସଂକୀର୍ତ୍ତନ ଗାଉ ଗାଉ ହଠାତ୍‌ ଟଳିପଡିଲେ ପୂଜକ ।…

ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ବନ୍ଦ

ନିର୍ଭୟ ମିଡ଼ିଆ : କଣ୍ଟାବାଞ୍ଜି/ଟିଟିଲାଗଡ଼ : ଜିଲ୍ଲା ମାନ୍ୟତା ଦାବିରେ ଆଜି କଣ୍ଟାବାଞ୍ଜି ଓ ଟିଟିଲାଗଡ଼କୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ । ଟିଟିଲାଗଡ଼…

ମହୁମାଛି ଆକ୍ରମଣରେ ୧୨ ଆହତ, ୨ ଗୁରୁତର

ନିର୍ଭୟ ମିଡ଼ିଆ : ଆନନ୍ଦପୁର : ସ୍କୁଲରେ ଥିବା ମହୁଫେଣାକୁ ଝାମ୍ପ ମାରି ପଳାଇଗଲା ମାଙ୍କଡ଼ । ହେଲେ ମହୁମାଛିଙ୍କ ଆକ୍ରୋଶର ଶିକାର ହେଲେ କୋମଳମତି ପିଲା । ମହୁମାଛିମାନେ ପିଲାମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ । ଏପରି ଅଭାବନୀୟ ଘଟଣା…